ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଏହି ଶୁଭ ଦିନରେ, ଜାଣନ୍ତୁ କଣ ପଡିବ ଏହାର ପ୍ରଭାବ

ଏହିବର୍ଷ ସର୍ବମୋଟ ଚାରିଟି ଚନ୍ଦ୍ରଗ୍ରହଣ ଥିଲା ଯେଉଁଥିରୁ ଏବେ ପର୍ଯ୍ୟନ୍ତ ଦୁଇଟି ଲାଗିସାରିଲାଣି। ଆପଣ ଜାଣିଥିବେ ପ୍ରଥମ ଚନ୍ଦ୍ରଗ୍ରହଣଟି ମଇ ମାସ ୨୬ ତାରିଖରେ ଲାଗିଥିଲା ଓ ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ଜୁନ ୧୦ ରେ ଲାଗିଥିଲା ସୂର୍ଯ୍ୟପରାଗ। ବହୁତ ଜଲ୍ଦି ବର୍ଷର ତୃତୀୟ ଗ୍ରହଣ ଲାଗିବାକୁ ଯାଉଛି।

Google

ଆପଣଙ୍କୁ କହିରଖିବୁ ଶାସ୍ତ୍ର ଓ ପାଞ୍ଜିରେ ପଣ୍ଡିତମାନଙ୍କ ଲେଖନୀ ଅନୁସାରେ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୧୫ ନଭେମ୍ବରକୁ ଲାଗିବାକୁ ଯାଉଛି। ଏହି ଗ୍ରହଣଟି ସକାଳ ୧୦.୩୦ ରେ ଆରମ୍ଭ ହୋଇ ସନ୍ଧ୍ୟା ୫.୩୩ରେ ଶେଷ ହେବ।

ଆପଣଙ୍କୁ କହିରଖିବୁ ଏହି ସବୁ ଚନ୍ଦ୍ରଗ୍ରହଣ ପାଳନିୟ ନୁହେଁ ଓ ଏହାର ସୁତକ ନିୟମ ପାଳନ କରାଯିବ ନାହିଁ। ଏହି ଚନ୍ଦ୍ରଗ୍ରହଣ ଭାରତରେ ମାତ୍ର କିଛି କିଛି ଅଂଶରେ ହିଁ ଅଳ୍ପ।ଦୃଶ୍ୟମାନ ହେବ। ଆପଣ ଏହାତ ନିଶ୍ଚୟ ଜାଣିଥିବେ ସୂଚକ ସମୟ ହେଉଛି ଯାହା ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ପାଳନ କରାଯାଇଥାଏ। ଏହି ସମୟ ମଧ୍ୟରେ କୌଣସି କାର୍ଯ୍ୟ କରାଯାଇନଥାଏ ଖାସ କରି ଶୁଭ କାର୍ଯ୍ୟ। ବିଶେଷକରି ଗର୍ବବତୀ ନାରୀ ମାନଙ୍କୁ ଏହି ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଥାଏ। ଏହି ସମୟରେ ପୂଜାନହେଲେ ମଧ୍ୟ ମନରେ ଭଗବାନଙ୍କୁ ସ୍ମରଣ କରିବା ଆବଶ୍ୟକ।

Google

ଆପଣଙ୍କୁ କହିରଖିବୁ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାରତରେ ଅଳ୍ପ ଦୃଶ୍ୟମାନ ହେବାକୁ ଥିବାବେଳେ ଆମେରିକା, ଉତ୍ତରୟୁରୋପ, ଅଷ୍ଟ୍ରେଲିଆ ଓ ପ୍ରଶାନ୍ତମହାସାଗରରେ ଅଧିକ ଦୃଶ୍ୟମାନ ହେବ।

ବର୍ଷର ଶେଷ ଚନ୍ଦ୍ରଗ୍ରହଣ କାର୍ତିକମାସ ପୂର୍ଣ୍ଣିମା ତିଥିରେ ନଭେମ୍ବର ୧୯ ରେ ଲାଗିବ ଓ ଏହି ଦିନ ବୃହସ୍ପତି ମକର ରାଶିରେ ରହିଥିବେ। ଏହା ସହ ମକର ରାଶି ବୃହସ୍ପତିର ତଳ ରାଶି ଅଟେ। ଏହି ଗ୍ରହଣ ଦିନ ଶନିଦେବ ଓ ବୃହସ୍ପତିଙ୍କ ମଧ୍ୟରେ ସଂଯୋଗ ସ୍ଥାପନା ହେବ। ଯେବେ ଏହି ଦିନ ବୃହସ୍ପତି ମକରକୁ ଯିବେ ରାଜଭଙ୍ଗ ହୋଇପାରେ। ତେଣୁ ମକର ରାଶି ପାଇଁ ଏହା ବହୁତ ଖରାପ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *