ଏହି ବିରଳ ପୁରୁଣା ୧ ଟଙ୍କିଆ ନୋଟ ଥିଲେ ଆପଣ ହୋଇପାରିବେ ଲକ୍ଷପତି ।

1 rupee note exchange 1 rupee note sell and become lakhyapati , 1 Rupee Note, 1 Rupee, Coin, Lakhyapati, Nitidina

ପୁରୁଣା ୧ ଟଙ୍କିଆ ନୋଟ ଆପଣଙ୍କୁ କରିପାରିବ ଲକ୍ଷପତି । ଘରେ ବସି ରୋଜଗାର କରି ପାରିବେ ଲକ୍ଷ ଲକ୍ଷ ଟଙ୍କା । ଏହି ଟଙ୍କା ରୋଜଗାର କରିବାକୁ ହେଲେ ଆପଣଙ୍କ ପାଖରେ ୧ ଟଙ୍କିଆ ନୋଟ ଥିବା ନିହାତି ଆବଶ୍ୟକ । ଆପଣଙ୍କ ପାଖରେ ଯଦି ଏହି ସ୍ୱତନ୍ତ୍ର ଏକ ଟଙ୍କିଆ ରହିଛି, ତାହାଲେ ଆପଣ ତାକୁ ୱେବସାଇଟରେ ବିକ୍ରି କରିବାକୁ ପଡିବ ।

1 note exchange 1 rupee note sell and become lakhyapati
Google
ଆସନ୍ତୁ ଜାଣିବା କେମିତି ବିକ୍ରି କରିବେ:

ଯଦି ଆପଣଙ୍କ ପାଖରେ ଏଭଳି ସ୍ୱତନ୍ତ୍ର ୧ ଟଙ୍କିଆ ନୋଟ ଅଛି ତାହାକୁ ଆପଣ ଇଣ୍ଡିଆମାର୍ଟ ୱେବସାଇଟରେ ବିକ୍ରିକରି ପାରିବେ । ଏଠାରେ ଆପଣଙ୍କୁ ଏହି ନୋଟର ସର୍ବାଧିକ ମୂଲ୍ୟ ମିଳିପାରିବ । ତାହଲେ ଏହି ନୋଟର ଫଟୋ ଉଠାଇ ଏହାକୁ ୱେବସାଇଟରେ ଅପଲୋଡ କରିବାକୁ ପଡିବ । ଏହା ପରେ ବିଭିନ୍ନ କମ୍ପାନୀ ପକ୍ଷରୁ ଏହି ନୋଟକୁ ନେଇ ନିଲାମ ଆରମ୍ଭ ହୋଇଯିବ । ଏହା ପରେ ଆପଣ ଯାହାକୁ ଚାହିଁବେ ତାହାକୁ ଏହି ନୋଟ ବିକ୍ରିକରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।

୧ ଟଙ୍କିଆ ନୋଟ କେବେ ବି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିନଥାଏ । ଏହାକୁ କେବଳ ଭାରତ ସରକାର ଜାରି କରିଥା’ନ୍ତି । ଏହି କାରଣରୁ ଏହି ନୋଟ ଉପରେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣରଙ୍କ ହସ୍ତାକ୍ଷର ବଦଳରେ ଅର୍ଥ ସଚିବଙ୍କ ହସ୍ତାକ୍ଷର ରହିଥାଏ । ୧ ଟଙ୍କିଆ ନୋଟର ମୁଦ୍ରଣ ପ୍ରଥମଥର ପାଇଁ ୧୯୧୭ ମସିହା ନଭେମ୍ବର ୩୦ ତାରିଖରେ ହୋଇଥିଲା । ଏହି ନୋଟରେ କିଙ୍ଗ ଜର୍ଜ ପଞ୍ଚମଙ୍କର ଫଟୋ ରହିଥିଲା ।

ରିଜର୍ଭ ବ୍ୟାଙ୍କର ତଥ୍ୟ ମୁତାବକ ୧୯୨୬ ମସିହାରେ ଏହି ୧ ଟଙ୍କିଆ ନୋଟ୍ ଛପାଇବା ବନ୍ଦ୍ କରାଯାଇଥିଲା । ହେଲେ ୧୯୪୦ ମସିହାରେ ପୂୁଣି ଏହି ନୋଟ୍ ଛପା ହୋଇଥିଲା । ଏହାପରେ ପୁଣିଥରେ ୧୯୯୪ ମସିହାରେ ଏହି ନୋଟ ଛପାଇବା ବନ୍ଦ ହୋଇଯାଇଥିଲା । ପୁଣି ଥରେ ୨୦୧୫ ମସିହାରେ ଏହି ନୋଟ ଛପାଇବା ଆରମ୍ଭ ହୋଇଛି ।

1 note exchange 1 rupee note sell and become lakhyapati
Google

୧ ଟଙ୍କିଆ ନୋଟ ବିକ୍ରି କରି ଆପଣ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ହେଲେ ଆପଣଙ୍କ ପାଖରେ ଥିବା ସବୁ ୧ ଟଙ୍କିଆ ନୋଟ ଏହି ବିକ୍ରିରେ ସାମିଲ ହୋଇପାରିବ ନାହିଁ । ଯଦି ଆପଣଙ୍କ ପାଖରେ ୧ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ନୋଟ ଓ ୨୦ ଟଙ୍କିଆ ନୋଟ ଅଛି ତାହେଲେ ଆପଣ ତାକୁ ମଧ୍ୟ ଅଧିକ ମୂଲ୍ୟରେ ବିକ୍ରି କରିପାରିବେ । ଏବିଷୟରେ ଯଦି ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତାହେଲେ ଇଣ୍ଡିଆମାର୍ଟ ୱେବସାଇଟକୁ ଯାଇ ସମ୍ପୁର୍ଣ୍ଣ ବିବରଣୀ ଜାଣି ପାରିବେ । ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ମଧ୍ୟ ଯାଇପାରିବେ ।

https://dir.indiamart.com/impcat/antique-note.html

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *