ଏହି ବର୍ଷ ଦୀପାବଳିରେ ୧୦ ଟଙ୍କାର ନୋଟ ଆପଣଙ୍କୁ ମାଲାମାଲ କରିପାରେ। ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ଖାସ ପ୍ରକାରର ୧୦ ଟଙ୍କିଆ ନୋଟ ଅଛି ତେବେ ଆପଣଙ୍କ ଖାତାକୁ ମଧ୍ୟ ଆସିପାରେ ୨୫ ହଜାର ଟଙ୍କା। ଏହିଥର ଆପଣଙ୍କ ପାଖରେ ଫ୍ରିରେ ୨୫ ହଜାର ଟଙ୍କା କମାଇବାର ମୌକା ଅଛି। ସବୁଠୁ ଖାସ କଥା ଏହାକି ଏଥିପାଇଁ ଆପଣଙ୍କୁ କୌଣସି ଜିନିଷ ଆବଶ୍ୟକ ନାହିଁ। ଆସନ୍ତୁ ଜାଣିବା ଏଥିପାଇଁ କେଉଁ ପ୍ରକାର ଖାସ ୧୦ ଟଙ୍କିଆ ନୋଟ ଦରକାର ଓ ଆପଣ କିପରି ପଇସା କମାଇପାରିବେ।

ଗୋଟିଏ ନୋଟ ଆପଣଙ୍କୁ କରିଦେବ ଧନୀ:-
ଆଜିକାଲି ନୂଆ ନୋଟ ସବୁଠି ଦେଖିବାକୁ ମିଳିଯାଇଥାଏ କିନ୍ତୁ ପୁରୁଣା ନୋଟ ମାର୍କେଟରୁ ଗାଏବ ହୋଇଯାଉଛି। ଏବେ ଯଦି ଆପଣଙ୍କ ପାଖରେ ପୁରୁଣା ୧୦ ଟଙ୍କିଆ ନୋଟ ଅଛି ତେବେ ଆପଣ ପଇସା କମାଇପାରିବେ। ଆମେ ଯେଉଁ ୧୦ ଟଙ୍କିଆ ନୋଟ କଥା କହୁଛି ତାହା ଅନେକ ବର୍ଷ ପୂର୍ବରୁ ଭାରତରେ ଚଳୁଥିଲା।
କହିରଖିବୁ କି ବ୍ରିଟିସ ଭାରତରେ ଅନେକ ନୋଟ ଚଳାଉଥିଲେ। ଯାହାର ତଥ୍ୟ ଆଜିକାଲି କାହାକୁ ନାହିଁ।ପ୍ରଥମେ ୧୦ ଟଙ୍କିଆ ନୋଟରେ ଅଶୋକ ସ୍ତମ୍ଭ ରହିଥିଲା। ୩ ମୁହଁ ଵାଲା ସିଂହର ସେହି ନୋଟ ଏବେ ଦୃର୍ଲଭ ହୋଇଯାଇଛି କିନ୍ତୁ ଆପଣଙ୍କ ପାଖରେ ଯଦି ସେହି ନୋଟ ଅଛି ତେବେ ଆପଣଙ୍କ ଭାଗ୍ୟ ଚମକି ପାରେ।
କେତେ ଟଙ୍କା ମିଳିବ:-
ଏହାର ଗୋଟିଏ ନୋଟ ବଦଳରେ ଆପଣଙ୍କୁ ୨୦ ରୁ ୨୫ ହଜାର ଟଙ୍କା ମିଳିପାରେ। ଭଲ କଥା ଏହାକି ଏହି ନୋଟକୁ ଆପଣ ଘରେ ବସି ଅନ୍ଲାଇନ ବିକ୍ରି କରିପାରିବେ।

କେଉଁଠି ବିକ୍ରିକରିପାରିବେ ଏହି ନୋଟ:-
କହିରଖିବୁ କି ଇଣ୍ଡିଆମାର୍ଟ,ସୋପକ୍ଲୁଜ, ଓ ମରୁଧର ଆର୍ଟସରେ ଏହି ନୋଟକୁ ଘରେ ବସି ଭଲ ଦାମରେ ବିକ୍ରିକରିପାରିବେ। କୌଣସି ବି ପ୍ଲାଟଫର୍ମରେ ସେହି ନୋଟକୁ ଭଲ ପଇସା ମିଳିବ । ଏହି କମ୍ପାନୀର ସାଇଟକୁ ଯାଇ ଆପଣ ସେହି ନୋଟ ବିକ୍ରିକରିପାରିବେ । ଏହା ବଦଳରେ ଆପଣଙ୍କୁ ୨୫ ହଜାର ଟଙ୍କା ମିଳିଯିବ।
୧୯୪୩ରେ ହୋଇଥିଲା ଜାରି:-
କହିରଖିବୁକି ଏହି ନୋଟକୁ ୧୯୪୩ରେ ବ୍ରିଟିଶ ଶାସନ ସମୟରେ ଜାରିକରାଯାଇଥିଲା। ସେହି ନୋଟରେ ଭାରତୀୟ ସି ଡ଼ି ଦେଶମୁଖଙ୍କର ଦସ୍ତଖତ ଅଛି । ୧୦ ଟଙ୍କିଆ ସେହି ପୁରୁଣା ନୋଟରେ ଗୋଟିଏ ପାଖରେ ଅଶୋକ ସ୍ତମ୍ଭ ଓ ଅନ୍ୟ ପଟେ ନୌକା ଅଛି। ସେହିପରି ପଛପଟେ ସେହି ନୋଟର ଦୁଇପଟେ ଇଂରାଜୀରେ ୧୦ ରୂପୀଜ ଲେଖାଯାଇଛି।
ଏହି ୱେଏବସାଇଟରେ କରିପାରିବେ ବିକ୍ରି:-
https://dir.indiamart.com/impcat/old-coins.html
https://in.pinterest.com/080841052o/sell-old-coins/
https://www.indiancurrencies.com/
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।