ଏବି ଡିଭିଲିୟର୍ସଙ୍କୁ ନେଇ ୧୨ ଟି ରୋଚକ କଥା। ତାଙ୍କର ପ୍ରଥମ ଇଚ୍ଛା କ୍ରିକେଟର ନଥିଲା ବରଂ ଥିଲା ଏହା…

ଏବି ଡିଭିଲିୟର୍ସ ଏକ ଏପରି ନାମ ଯାହା ବାବଦରେ ସାରା ଦୁନିଆ ଜାଣିବାକୁ ଚାହେଁ। ଆଜି ଆମେ ଆପଣଙ୍କ ଏବି ଡିଭିଲିୟର୍ସଙ୍କ ବାବଦରେ କିଛି ଆଶ୍ଚର୍ଯ୍ୟକର ଖବର ତଥା କଥା ନେଇକି ଆସିଛୁ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ଏମିତି ଖବର ତଥା ତଥ୍ୟ ଆପଣଙ୍କୁ କେଉଁଠାରେ ବି ମିଳିବ ନାହିଁ। ତ ଆସନ୍ତୁ ଜାଣିବା।

Google

୧: କଣ ଆପଣ ଜାଣନ୍ତି କି ଏବି ଡିଭିଲିୟର୍ସଙ୍କର ନାମ ଏବିଡ଼ି, ମିଷ୍ଟର ୩୬୦ ତଥା ସୁପର ମ୍ୟାନ କିପରି ପଡିଲା। ତ ଏହାର ଜବାବ ଏଇଆ କି ଏବିଡ଼ି ନାମ ତାଙ୍କ ନାମର ଶର୍ଟ ଫର୍ମ ଅଟେ, ସୁପରମ୍ୟାନ ତାଙ୍କର ଅବିଶ୍ୱସନୀୟ କ୍ୟାଚ ମାନଙ୍କ ପାଇଁ ଦିଆଗଲା। ଆଉ ମିଷ୍ଟର ୩୬୦ ତାଙ୍କୁ ଏଥିପାଇଁ ଡ଼କା ଯାଏ କାରଣ ସେ ଗ୍ରାଉଣ୍ଡର କେଉଁ ବି କୋଣରେ ଶଟ ମାରନ୍ତି।

୨: କଣ ଆପଣ ଜାଣନ୍ତି କି ଏବିଡ଼ି ପ୍ରଥମେ ଡକ୍ଟର ହେବାକୁ ଚାହୁଁଥିଲେ କାରଣ ତାଙ୍କ ବାପା ଡକ୍ଟର ଥିଲେ। ମାତ୍ର ହେଇଗଲେ ଜଣେ କ୍ରିକେଟର।

Google

୩:- ଏବିଡ଼ି ଖାଲି କ୍ରିକେଟ ହିଁ ଖେଳନ୍ତି ନାହିଁ। ସେ ଅନେକ ଖେଳ ଖେଳନ୍ତି ଆଉ ତାହା ଭିତରୁ ଏକ ଜିନିଷ ହେଉଛି ସଙ୍ଗୀତ। ଆଜ୍ଞା ହଁ ସେ ୨୦୧୦ରେ ଏକ ଆଲବମ କରିଥିଲେ ଯାହା କି ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀ ସଂଗୀତକାର ଏମ୍ପି ଡୁ ପ୍ଲେସିଙ୍କ ସହ କରିଥିଲେ।

୪: ସେ କେବଳ କ୍ରିକେଟ ହି ନୁହଁ ସେ ଜୁନିଅର ହକି ଟିମରେ ଜାତୀୟ ସ୍ତରରେ ସିଲେକ୍ଟ ହେଇଥିଲେ। ସେ ଅଣ୍ଡର ୧୯ ବ୍ୟାଡମିଣ୍ଟନ ଟିମରେ ଚାମ୍ପିୟାନ ଥିଲେ,ସ୍କୁଲ ସମୟରେ ନିଜର ସ୍ୱିମିଙ୍ଗରେ ୬-୬ ଟି ମେଡାଲ ଜିତିଥିଲେ ତଥା ରଗବି ଟିମର ଅଶୀନାୟକ ବି ଥିଲେ।

Google

୫: ସେ ଛୋଟବେଳୁ ହି ବହୁତ ଦ୍ରୁତ ମସ୍ତିଷ୍କର ଥିଲେ। ନିଜର ସ୍କୁଲ ସମୟରେ ଏକ ଏପ୍ରକାର ବୈଜ୍ଞାନିକ ପ୍ରୋଜେକ୍ଟ ବନାଇଥିଲେ ଯାହା ଦ୍ୱାରା ତାଙ୍କୁ ତତ୍କାଳୀନ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ନେଲସନ ମାଣ୍ଡେଲା ପୁରସ୍କାର ଦେଇଥିଲେ।

୬: ତାଙ୍କ ନାମରେ ଦିନିକିଆ କ୍ରିକେଟରେ ସବୁଠୁ ଦ୍ରୁତ ୫୦, ସବୁଠୁ ଦ୍ରୁତ ଶତକ ତଥା ସବୁଠୁ ଦ୍ରୁତ ୧୫୦ର ରେକର୍ଡ ଅଛି।

୭: ତାଙ୍କର ଟିମ ମେଟ ଫ୍ୟାଫ ଡୁ ପ୍ଲେସିଙ୍କ ସହ ତାଙ୍କର ଛୋଟ ବେଳୁ ହି ବନ୍ଧୁତା ଅଛି।ଯେଉଁ ସ୍କୁଲରେ ଏବି ପଡୁଥିଲେ ସେଇଠି ହି ଫ୍ୟାଫ ପଢୁଥିଲେ।

Google

୮: ବିରାଟ କୋହଲିଙ୍କ ସହ ତାଙ୍କର ଭାଇ ଭାଇ ଭଳି ସମ୍ପର୍କ ଯାହା ଆମେ ଜାଣି ବି ପାରିଥାଉ।

୯: ତାଙ୍କରି ହିଁ ଟିମ ମେଟ ଡେଲ ଷ୍ଟେନ କହିଥିଲେ କି ଏବିଡ଼ିଙ୍କୁ ତାଙ୍କୁ ଡର ଲାଗିଥାଏ କାରଣ ତାଙ୍କ ଠାରୁ ଆପଣ ବୋଲିଂ କରି ବଂଚି ହି ପାରିବେନି।

୧୦: ଏହାଛଡା ତାଙ୍କୁ ଭାରତ ସହ କେତେ ଭଲ ଭଲପାଇବା ଅଛି ଏହା ସେତେବେଳେ ଜଣା ପଡିଥିଲା ଯେବେ ୨୦୧୨ରେ ତାଜ ମହଲ ପାଖରେ ତାଙ୍କର ଗାର୍ଲଫ୍ରେଣ୍ଡ ଡାନିଏଲ ଡିଭିଲିୟର୍ସଙ୍କୁ ସେ ପ୍ରପୋଜ କରିଥିଲେ ଆଉ ପରେ ଦୁହିଁଙ୍କର ବିବାହ ବି ହେଇଥିଲା।

Google

୧୧: କେବଳ ଦିନିକିଆ ତଥା ଟି ଟ୍ୱେଣ୍ଟିରେ ହି ନୁହଁ ବରଂ ଟେଷ୍ଟ କ୍ରିକେଟରେ ବି ସେ ବେଷ୍ଟ ଅଟନ୍ତି। ତାଙ୍କ କ୍ୟାରିୟରର ପ୍ରଥମ ୭୮ଟି ପାରି ସେ ବିନା ୦ ରେ ଆଉଟ ହେଇ ବାହାର କରି ଦେଇଥିଲେ।

୧୨: ସେ ୨୦୦୮ରେ ଭାରତରେ ଖେଳି ଦୋହରା ଶତକ ମାରିବାଟ ନଜର ଆସିଥିଲେ ଆଉ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଏପରି ପ୍ରଥମ ବ୍ୟାଟ୍ସମ୍ୟାନ ହେଲେ ଯିଏ କି ଭାରତ ବିପକ୍ଷରେ ଭାରତରେ ହିଁ ଦ୍ଵିଶତକ ମାରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *