ଆଖୁ କ୍ଷେତରୁ ୨୦୦୦ ଓ ୫୦୦ ଟଙ୍କିଆ ନୋଟ ମିଳିଲା ପରେ ଆତଙ୍କ ସୃଷ୍ଟି ହୋଇଗଲା, ଗ୍ରାମବାସୀ ମାଡ଼ ହେଇକି ନେଇଗଲେ ସବୁ ପଇସା ।

ଉତ୍ତରପ୍ରଦେଶର କୁସିନଗରର ଏକ ଆଖୁ କ୍ଷେତରେ ୨୦୦୦ ଓ ୫୦୦ ଟଙ୍କିଆ ନୋଟ ପଡିରହିଥିଲା। ଏହି ଖବର ଶୁଣି ଗାଁରେ ହଡକମ୍ପ ମଚିଗଲା ଓ ଗାଁ ବାସୀ ସାଙ୍ଗେସାଙ୍ଗେ କ୍ଷେତରେ ଯାଇ ପହଞ୍ଚିଲେ। ଆଖୁ କାଟିବା ପାଇଁ ଶ୍ରମିକ କ୍ଷେତକୁ ଯାଇଥିଲେ ଓ କାଟିବା ସମୟରେ ସେ ନୋଟ ଖେଳେଇ ହୋଇ ପଡିଥିବା ଦେଖିବାକୁ ମିଳିଲା। ଧୀରେ ଧୀରେ ଏହି ଖବର ଗାଁରେ ପହଞ୍ଚିଗଲା ଓ ବଡ ସଂଖ୍ୟାରେ ଲୋକ ଆସି ଲୁଟି ଚାଲିଲେ ଟଙ୍କା।

Google

ନୋଟ ମିଳିବାର ଖବର ଜଣେ କିଏ ପୁଲିସକୁ ଦେଇଥିଲେ ଓ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଯାଇଥିଲା। ପୁଲିସ କ୍ଷେତରେ ପହଞ୍ଚି ନୋଟକୁ ନିଜ କବ୍ଜାକୁ ନେଇଗଲେ। ଏହା ସହ ଯେଉଁମାନେ ପଇସା ଲୁଟିଥିଲେ ସେମାନେ ମଧ୍ୟ ଫେରସ୍ତ କଲେ। ପୁଲିସ ମୁତାବକ ତାଙ୍କ ପାଖରେ ପାଖାପାଖି ୧.୧୫ଲକ୍ଷ ଟଙ୍କା ଅଛି। ଏହି ଟଙ୍କା କେଉଁଠୁ ଆସିଲା ପୁଲିସ ଏହାର ଯାଞ୍ଚ କରୁଛି।

ହାଟା କୋତବାଲି କ୍ଷେତ୍ରର ମୋହମୋଦା ସିକଟିଆ ଗ୍ରାମ ନିବାସୀ ସୀତାରାମ ଏହି ବିଷୟରେ ଖବର ଦେଇ କହିଛନ୍ତି କ୍ଷେତକୁ ଶ୍ରମିକ ଆଖୁ କାଟିବା ପାଇଁ ଯାଇଥିଲେ। ଶ୍ରମିକଙ୍କୁ ଫଟା କପଡ଼ାରେ କିଛି ବାନ୍ଧି ରହିଥିବାର ଦେଖିବାକୁ ମିଳିଲା।ଏହି କପଡାକୁ ଖୋଲିବା ପରେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ ମିଳିଲା। ଏହାପରେ ସେଠାରେ ଲୁଟ ମଚିଗଲା।

गन्ने के खेत से 2000 और 500 के नोट मिलने से मच गया हड़कंप, गांव वालों ने  जमकर की लूटपाट - IndiaFeeds
Google

Sରାତିକି ସେଠାରେ ପୁଲିସ ପହଞ୍ଚି ନୋଟକୁ ଠିକ ଭାବରେ ରଖିବା ପାଇଁ ନିର୍ଦେଶ ଦେଲେ ଓ ସକାଳେ ହାଟା କୋତଵାଲ ଜୟପ୍ରକାଶ ପାଠକ ଗ୍ରାମ ବାସୀଙ୍କ ଠାରୁ ନୋଟ କବ୍ଜାକୁ ନେଇଗଲେ।

ଗାଁ ବାସୀଙ୍କୁ ଏହା ଚୋରି ପଇସା ବୋଲି ଲାଗୁଛି। ଗାଁ ବାସୀଙ୍କ ଅନୁସାରେ କିଛିଦିନ ପୂର୍ବରୁ ଗାଁ ପାଖରେ ସ୍ଥିତ ଏକ ଦୋକାନରୁ ପାଖାପାଖି ୫ ଲକ୍ଷ ଟଙ୍କା ଚୋରି ହୋଇଥିଲା। ତ ହେଇଥିବ ଯେ ଚୋର ଏହି ପଇସାକୁ କ୍ଷେତରେ ଲୁଚେଇ ଦେଇଥିବେ। ହାଟା କୋତବାଲି ପ୍ରଭାରୀ ଜୟ ପ୍ରକାଶ ପାଠକ ଏହି କଥାରେ କହିଛନ୍ତି କି ଏହି ମାମଲାର ଯାଞ୍ଚ ଏବେ ଚାଲୁ ରହିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *