
ଆଖୁ କ୍ଷେତରୁ ୨୦୦୦ ଓ ୫୦୦ ଟଙ୍କିଆ ନୋଟ ମିଳିଲା ପରେ ଆତଙ୍କ ସୃଷ୍ଟି ହୋଇଗଲା, ଗ୍ରାମବାସୀ ମାଡ଼ ହେଇକି ନେଇଗଲେ ସବୁ ପଇସା ।
ଉତ୍ତରପ୍ରଦେଶର କୁସିନଗରର ଏକ ଆଖୁ କ୍ଷେତରେ ୨୦୦୦ ଓ ୫୦୦ ଟଙ୍କିଆ ନୋଟ ପଡିରହିଥିଲା। ଏହି ଖବର ଶୁଣି ଗାଁରେ ହଡକମ୍ପ ମଚିଗଲା ଓ ଗାଁ ବାସୀ ସାଙ୍ଗେସାଙ୍ଗେ କ୍ଷେତରେ ଯାଇ ପହଞ୍ଚିଲେ। ଆଖୁ କାଟିବା ପାଇଁ ଶ୍ରମିକ କ୍ଷେତକୁ ଯାଇଥିଲେ …
Read More