
ICC Awards of the Decade: ଧୋନି ଏହି ୨ ପୁରସ୍କାର ପାଇଁ ହେଲେ ମନୋନୀତ, କୋହଲିଙ୍କ ସହ ହେବ ପ୍ରତିଦ୍ୱନ୍ଦ୍ୱିତା । କୋହଲି ଏହି ସବୁ ବର୍ଗରେ ମନୋନୀତ ।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଯଥା ଆଇସିସି ଖୁବ ଶୀଘ୍ର ଏକ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟ୍ ଖେଳାଳି ଘୋଷଣା କରିବ । ଏଥିପାଇଁ ସେ ଅନେକ ବର୍ଗ ପ୍ରସ୍ତୁତ କରିଛନ୍ତି, ସେଥିମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ନାମିତ ହୋଇଛି । …
Read More