
ପଡ଼ିଆକୁ ଫେରିଲେ ପୁରୁଣା ଶ୍ରୀଶାନ୍ତ, ଅଭ୍ୟାସ ମ୍ୟାଚରେ ତାଙ୍କ ରୂପ ଦେଖି ସବୁ ଆଶ୍ଚର୍ଯ୍ୟ । ଦେଖନ୍ତୁ ଭିଡ଼ିଓ ।
ପାଖାପାଖି ୮ ବର୍ଷ ପରେ ଶ୍ରୀଶାନ୍ତ ପ୍ରତିଦ୍ୱନ୍ଦି କ୍ରିକେଟକୁ ଫେରିଛନ୍ତି। ଦ୍ରୁତ ବୋଲର ଶ୍ରୀଶାନ୍ତ ଘରୋଇ ସିରିଜ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ କେରଳ ଟିମରେ ବଛାଯାଇଛନ୍ତି।ସେ ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କେରଳ ତରଫରୁ ବୋଲିଙ୍ଗ ସାମ୍ଭାଳିବେ। ଘରୋଇ ମ୍ୟାଚ …
Read More