
ଉମେଶ କିମ୍ବା ସିରାଜ, କୂଳଦୀପ କିମ୍ବା ସୁନ୍ଦର, କାହାକୁ ବାଛିବେ କୋହଲି? ସବୁଆଡେ ହେଉଛି ଚର୍ଚ୍ଚା।
ଭାରତ ବନାମ ଇଂଲଣ୍ଡର ଟେଷ୍ଟ ମ୍ୟାଚ ଟିମର ଚୟନ ପିଚର ବ୍ୟବହାର ଅନୁସାରେ ହିଁ ହେଇଛି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ସ୍ପିନର ମାନଙ୍କୁ ବହୁତ ସାହାଯ୍ୟ ମିଳିଲା। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇଥିଲା। ଯାହାକି …
Read More