IPL ୨୦୨୧:MI VS KKR : ରୋମାଂଚକ ମ୍ୟାଚରେ କୋଲକତାକୁ ହରାଇଲା ମୁମ୍ବାଇ। ଶେଷ ସମୟରେ କୋଲକତା ଠାରୁ ମ୍ୟାଚ ଛଡାଇନେଲେ ଏହି ଚତୁର ବୋଲର।

ଆଇପିଏଲରେ ଆଉ ଏକ ରୋମାଂଚ ଭରା ମ୍ୟାଚ ଦେଖିବାକୁ ମିଳିଛି ଯେଉଁଠି ମୁମ୍ବାଇ ଏହି ବର୍ଷର ପ୍ରଥମ ଜିତ ପାଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଧାରିତ ୨୦ ଓଭରରେ ୧୫୨ ରନରେ ଅଲଆଉଟ ହୋଇଯାଇଥିଲା। ରୋହିତ ୩୨ ବଲରେ ୧ଟି …

Read More

IPL ୨୦୨୧: ବିଜୟ ପରେ ପଞ୍ଜାବୀ ଗୀତରେ ରାପିଂ କରୁଥିବାର ଦେଖାଦେଲେ ହରଭଜନ ଏବଂ ନୀତିଶ ରାଣା। ଦେଖନ୍ତୁ ଭିଡିଓ।

କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୧୪ତମ ସଂସ୍କରଣର ଆରମ୍ଭ ଜିତ ସହିତ କଲା,ସେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇଥିଲା। ଚେନ୍ନାଇର ଏମଏ ଚିଦଂବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଜିତିବାର ନାୟକ ଥିଲେ ନୀତିଶ ରାଣା। ସେ ୫୬ ବଲରେ ୯ଟି …

Read More

IPL ୨୦୨୧:ଗୋଟିଏ ମ୍ୟାଚରେ କେଏଲ ରାହୁଲ ଓ ଦୀପକ ହୁଡା ଭାଙ୍ଗିଲେ ଏହି ଦୁଇ ମହାନ ଖେଳାଳିଙ୍କ ରେକର୍ଡ।

ଆଇପିଏଲ ୨୦୨୧ର ଚତୁର୍ଥ ମ୍ୟାଚରେ କେତେକ କୀର୍ତ୍ତିମାନ ବନିଲା ଏବଂ କେତେକ ରେକର୍ଡ ଭାଙ୍ଗିଲା।କେଏଲ ରାହୁଲ ୫ ଛକା ଏବଂ ୭ଚୌକାର ସାହାଯ୍ୟରେ ୫୦ ବଲରେ ୯୧ ରନ ବନେଇଛନ୍ତି। ତାଙ୍କର ଏହା ଆଇପିଏଲର ୨୨ତମ ଅର୍ଦ୍ଧଶତକ ରହିଥିଲା। ସେ ଆଇପିଏଲରେ …

Read More

IPL ୨୦୨୧:RR VS PBKS ରାଜସ୍ଥାନର ପରାଜୟକୁ ଭୁଲି ପାରୁନାହାଁନ୍ତି ସାମସନ। କହିଦେଲେ ଏହି ବଡ଼ କଥା।

ଅଧିନାୟକ ସଞ୍ଜୁ ସାମସନଙ୍କ ସୁନ୍ଦର ଶତକ ପରେ ମଧ୍ୟ ରାଜସ୍ଥାନ ରୟାଲ୍ସକୁ ଆଇପିଏଲ ୨୦୨୧ରେ ନିଜର ପ୍ରଥମ ମ୍ୟାଚରେ ହାରିବାକୁ ପଡିଲା। ପଞ୍ଜାବ କିଙ୍ଗସ ସୋମବାରକୁ ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ୪ ରନରେ ହରାଇଛି। ଏହି ପରାଜୟ ପରେ …

Read More

ବଡ଼ ଖବର: ଆସୁଛି ଘୁର୍ଣ୍ଣିଝଡ଼। ଏହି ୧୧ଟି ଜିଲ୍ଲାକୁ ୟେଲୋ ଉଆର୍ନିଂ।

ଆସୁଥିବା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ,ଦକ୍ଷିଣ ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଭାଗ ୨୧ ଟି ଜିଲ୍ଲାରେ କାଳବୈଶାଖୀ ,ଘୁର୍ଣ୍ଣିଝଡ଼ ତଥା କିଛି ମାତ୍ରାରେ ବର୍ଷା ହେବାର ଆଶଙ୍କା ରହିଛି। ଏହି ନ୍ୟୁଜ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଇଛି,ଯାହାକି ଭୁବନେଶ୍ୱର ଅବସ୍ଥିତ। …

Read More

IPL ୨୦୨୧:ଅକ୍ଷର ପଟେଲଙ୍କୁ ନେଇ ଦିଲ୍ଲୀ କ୍ୟାପିଟଲ୍ସର ବଡ଼ ବୟାନ, ଚାରିଆଡେ ଭାଇରଲ।

ବାମହାତୀ ଅଫସ୍ପିନର ଅକ୍ଷର ପଟେଲ କୋଭିଡ-୧୯ କାରଣରୁ କ୍ବାରେଣ୍ଟାଇନ ଅଛନ୍ତି। ଏହି କାରଣରୁ ସେ ଆରମ୍ଭ ମ୍ୟାଚରେ ଖେଳିନଥିଲେ । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଦିଲ୍ଲୀ ମ୍ୟାନେଜମେଣ୍ଟ ତରଫରୁ ବଡ଼ ଖବର ଆସିଛି। ଟିମର ଡାଇରେକ୍ଟର ମୁସ୍ତାକ ଘୋଷ କହିଛନ୍ତି ସେ …

Read More

IPL ୨୦୨୧:ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜାହିର ଖାନ କଲେ ବଡ଼ ଖୁଲାସା। ସମସ୍ତେ ଆଶ୍ଚର୍ଯ୍ୟ।

ଆଇପିଏଲର ଫାଷ୍ଟ ମୁକାବିଳାରେ ମୁମ୍ବାଇ ଇଣ୍ଡିଆନସର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବଲ ପକାଇନଥିଲେ। ସେ କାନ୍ଧର ଆଘାତରୁ ଚିନ୍ତିତ ଥିଲେ। ଦଳକୁ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର ବିପକ୍ଷରେ ପରାଜୟ ମିଳିଥିଲା। କିନ୍ତୁ ମୁମ୍ବାଇର କ୍ରିକେଟ ଅପରେଶନସର ଡାଇରେକ୍ଟର ଜାହିର …

Read More

KKR VS MI:ଆଜିର ଏହି କଡା ମୁକାବିଲାରେ ଏହି ଷ୍ଟାର ଖେଳାଳି ବସିପାରନ୍ତି ବାହାରେ। ଦେଖନ୍ତୁ ଦୁଇ ଦଳର ପ୍ଲେଇଁ ଇଲେଭେନ।

ଏହି ବର୍ଷରେ ବିଜୟ ସହ ଆରମ୍ଭ କରିଥିବା କୋଲକତା ଟିମ ଏବେ ପାଞ୍ଚଥରର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।କୋଲକତା ସଂସ୍କରଣ ବିଜୟ ସହ ଆରମ୍ଭ କରିଥିଲା ଓ ସେ ନିଜ ପ୍ରଥମ ମ୍ୟାଚରେ ରବିବାରକୁ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇଥିଲା। …

Read More