କ୍ରିକେଟ ଜଗତକୁ ଆସୁଛି IPL ପରି ଆଉ ଏକ ଲିଗ, ରୋମାଞ୍ଚରେ ହେବ ଭରପୁର, ଜାଣନ୍ତୁ କିଏ କିଏ ଖେଳିବେ

ଏକ ନୂତନ ଲିଗର ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡରେ।ଯାହାର ନାମ ହେଉଛି ଦି ହଣ୍ଡ୍ରେଡ ଲିଗ। ତେବେ ଏହାର ନାମକରଣ ଏପରି କରାଯିବାର କାରଣ ହେଉଛି ଏଥିରେ ପ୍ରତ୍ୟେକ ଦଳ ୧୦୦ ଟି ବଲ ଖେଳିବେ। ସାଧାରଣତଃ ପ୍ରତ୍ୟେକ ଓଭରରେ ୬ …

Read More

ପୁଣି ଘାରିଲା ଚିନ୍ତା! ୮ ଦିନ ଯାଏ ଏହି ଜିଲ୍ଲା ସମ୍ପୂର୍ଣ୍ଣ ସର୍ଟ ଡାଉନ, ଅଧିକାଂଶ ଜିଲ୍ଲାରେ ଜାରି ରହିବ ଲକଡାଉନ

କରୋନାର ପ୍ରକୋପ ଧୀରେ ଧୀରେ କମିବା ପରିଲକ୍ଷିତ ହେଉଥିଲା। ଯାହା ଫଳରେ ଧୀରେ ଧୀରେ କଟକଣା କୋହଳ ବି କରାଯାଉଥିଲା। ମାତ୍ର ଡେ଼ଲ୍ଟା ଭାରିଏଣ୍ଟ ବଢ଼ାଇଲା ଚିନ୍ତା ଯାହାଫଳରେ ମହାରାଷ୍ଟ୍ରର ଉଧବ ସରକାର କଟକଣା କୋହଳ ପାଇଁ ଆଉଥରେ ଚିନ୍ତା କରିଥିଲେ …

Read More

କରୋନାରେ ଆରପାରିକୁ ଚାଲିଗଲେ ବାପା, ଚାକରାଣୀ ଘରୁ ସୁନା ନେଇ ସବୁ ଫେରାର, ୪ ପିଲାଙ୍କ ବୋଝ ଏବେ ଜେଜେମାଆଙ୍କ କାନ୍ଧରେ

ଏହି ମହାମାରୀ ସମୟରେ ଅନେକ କିଛି କାହାଣୀ ନଜର ଆସୁଥିବା ସମୟରେ ଭଦ୍ରକ ଜିଲ୍ଲାରୁ ଆଉ ଏକ କରାଳ କାହାଣୀ ନଜର ଆସିଛି ଯାହା କି ଆପଣଙ୍କ ଆଖିରେ ଲୁହ ଆଣିପାରେ।  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗ୍ରାମର ଶିବ …

Read More

ପୋଲିସ ବାବୁ ଚା ଦୋକାନିକୁ ଗୋଇଠା ପରେ ଗୋଇଠା ମାରିବା ପଡିଲା ମହଙ୍ଗା , ହେଲେ ସସପେଣ୍ଡ, ଦେଖନ୍ତୁ ଭିଡିଓ

ଏମିତି ଏକ ଘଟଣା ଯାହା ପାଲଟିଛି ଆଶ୍ଚର୍ଯ୍ୟର ବିଷୟ। ସିସିଟିଭିରେ କଏଦ ହେଲା ପୋଲିସ ବାବୁଙ୍କ ଏହି ଘଟଣା। ଦୋକାନ ଭିତରେ ପଶିଗଲେ ଆଉ ଦୋକାନରୁ ଜିନିଷ ଉଠାଇ ଦୋକାନିକୁ ଗୋଇଠା ମାରି ଚାଲିଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର ସହିଦ …

Read More

ବିଛଣାରେ ୪ ବର୍ଷ ଧରି ରୁବେନ, ବୃଦ୍ଧା ମାଆ ଓ ୩ଝିଅଙ୍କ ଉପରେ ପାଲଟିଲେ ବୋଝ

ମାସେ କି ଦୁଇମାସ ନୁହଁ ବରଂ ଚାରି ଚାରି ବର୍ଷ ହେବ ବିଛଣାରେ ପଡିଛନ୍ତି ଆଉ ରୋଜଗାର କରିବା ବୟସରେ ସୋଇ ସୋଇ ବିଛଣା ଉପରେ ସମୟ କାଟୁଛନ୍ତି। ଘରେ ରୋଜଗାରର ମାଧ୍ୟମ ନାମରେ କହିଲେ କେବଳ ତାଙ୍କ ବୁଢ଼ା ମା …

Read More

୧୫ ବର୍ଷର ସମ୍ପର୍କରେ ଲାଗିଗଲା ପୂର୍ଣ୍ଣଛେଦ, ଅଲଗା ହେଲେ ଅମୀର ଓ କିରଣ

କହିରଖୁଚୁ କି ବାହାଘରର ୧୫ ବର୍ଷର ପରେ କିରଣ ଏବଂ ଅମୀର ଅଲଗା ହୋଇଯାଇଛନ୍ତି। ନିଜ ନିଜର ମତକୁ ନେଇ ସେମାନେ ଅଲଗା ହୋଇଛନ୍ତି ବୋଲି ଜଣା ଯାଇଛି। ସେ ନିଜର ଏହି ୧୫ ବର୍ଷ ଏକାଠି ରହିବା ପରେ ସୁଖ, …

Read More

ସୁନା ଏବଂ ରୁପା ଦରକୁ ନେଇ ଆସିଲା ବଡ଼ ଅପଡେଟ, ସୁନା ୨ ଦିନରେ ହେଲା ୧୬୦୦ ଟଙ୍କା ଶସ୍ତା

କହିରଖୁଚୁ ଲଗାତାର ସୁନାଦର କମିବା ପରେ ଆଜି କିଛି ବଢିଛି ବୋଲି ଜଣା ଯାଇଛି। ପୂର୍ବ ଦୁଇ ଦିନ କଥା କହିବା ତ ଏହା ୧୬୦୦ ଟଙ୍କା ଶସ୍ତା ହୋଇଥିଲା। ମଲଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସୁନା ଦର ବଢ଼ିଛି। ଟଙ୍କା …

Read More

୭ ବର୍ଷର ଛୁଆକୁ ୨୭ ଥର ଟେକି କଚାଡ଼ି ଦେଲେ କୋଚ୍, କୋମାରେ ରହିବା ପରେ ଛୁଆର ମୃତ୍ୟୁ

ଏକ କୋଚଙ୍କ ବିଷୟ ଏବେ ଚର୍ଚ୍ଚା ଧରିଛି। ଏହି କୋଚ ତାଇୱାନର। କଥା ଏହାକି ଜୁଡୋ କ୍ଳାସ ଚାଲୁଥିବା ବେଳେ ୨୭ଥର ୭ ବର୍ଷର ଛୁଆକୁ କଚାଡିଥିଲେ। ଯାହା ଫଳରେ ପିଲାଟି ଆଘାତ ପ୍ରାପ୍ତ ହୋଇଯାଇଥିଲା। କହିରଖୁଚୁ କି ଦୁଃଖର କଥା …

Read More