IND VS SL: ନିର୍ଣ୍ଣାୟକ ଟି-୨୦ ରେ ଭାରତକୁ ୭ ୱିକେଟରେ ହରାଇ ଟ୍ରଫି ଉପରେ କଲା କବ୍ଜା, ପଢନ୍ତୁ ସମ୍ପୂର୍ଣ୍ଣ ଖବର

ପ୍ରଥମ ଟି-୨୦ ଜିତିବା ପରେ ଭାରତ ଶ୍ରୀଲଙ୍କା ପାଖରୁ ୨ୟ ଟି-୨୦ ହାରିଯାଇଥିଲା ହେଲେ ନିର୍ଣ୍ଣାୟକ ମ୍ୟାଚରେ ଭାରତକୁ ଶ୍ରୀଲଙ୍କା ହରାଇ ଟି-୨୦ ଟ୍ରଫି ନିଜ ନାମରେ କରିଦେଇଛି। ଆଗ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୮ ୱିକେଟ …

Read More

ପ୍ରେମିକ ଘଟାଇଲା ଅଘଟଣ, ରାକ୍ଷସ ସାଜି ପ୍ରେମିକାକୁ ଜୀବନ୍ତ ଜାଳିଦେଲା! ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏକ ଏପରି ଘଟଣା ଘଟିଛି ଯାହା ଚାରିଆଡେ ଚର୍ଚାର ବିଷୟ ପାଲଟିଛି। ଏତେ ଭଲ ପାଉଥିବା ପ୍ରେମିକାକୁ ଅତି ନିର୍ଦୟ ଭାବେ ମାରିଛି ପ୍ରେମିକ। ପ୍ରେମିକାକୁ ଜିଅନ୍ତା ଜାଳିଦେଇଛି ପ୍ରେମିକ। ଆପଣଙ୍କୁ କହିରଖିବୁ ପ୍ରତାପପୁରର କୃଷ୍ଣଚନ୍ଦ୍ର …

Read More

ମା’ଙ୍କୁ ଭିଡିଓ କଲ କରି ଦେଖାଉଥିଲେ ପ୍ରକୃତିର ସୌନ୍ଦର୍ଯ୍ୟ ,ହଟାତ କଟିଗଲା ଫୋନ, ଚାଲିଗଲେ ଆରପାରିକୁ, ଦେଖନ୍ତୁ ଭିଡିଓ

ମୃତ୍ୟୁ କାହା ପାଖକୁ କେତେବେଳେ ଆସିବ କିଏବା ଜାଣେ।କିଛି ଏହିଭଳି ଦୁଃଖଦ ଘଟଣା ଘଟିଛି  ପାଥାଖେଡ଼ାର ମେଧାବୀ ଛାତ୍ରୀ ପ୍ରତୀକ୍ଷାଙ୍କ ସହ ଯିଏକି ରବିବାର ଦିନ ହିମାଚଳପ୍ରଦେଶର କିନ୍ନୋରରେ ହୋଇଥିବା ଭୂଖଳନରେ ପ୍ରାଣ ହରାଇଛନ୍ତି। ସେ ଆଇଆଇଟି ଖଡ଼କପୁରରେ ବିଟେକ ଓ …

Read More

ଅକ୍ଷୟ କୁମାର ବଢ଼ାଇଲେ ସାହାଯ୍ୟର ହାତ, କାଶ୍ମୀରର ଏକ ସ୍କୁଲ ପାଇଁ ଖର୍ଚ୍ଚ କଲେ ୧ କୋଟି ଟଙ୍କା

ବଲିଉଡ଼ର ଅଭିନେତା ଅକ୍ଷୟ କୁମାର କାଶ୍ମୀରର ଏକ ସ୍କୁଲକୁ ପୁନରୁଦ୍ଧାର ପାଇଁ କଥିତ ରୂପରେ ଏକ କୋଟି ଟଙ୍କା ଦାନ କରିଛନ୍ତି। କହିରଖିବୁକି ଅକ୍ଷୟ କୁମାର ୧୭ ଜୁନକୁ ଜାମ୍ମୁ-କାଶ୍ମୀରରେ ସୀମା ସୁରକ୍ଷାବଳଙ୍କ ସହିତ ବିତାଇଥିଲେ। ଏହି ସମୟରେ କାଶ୍ମୀରର ନିରୁଗ୍ରାମରେ …

Read More

ଶିଖର ଧୱନଙ୍କ ଷ୍ଟ୍ରାଇକ ରେଟ ଉପରେ ଉଠିଲା ପ୍ରଶ୍ନ, କଣ ଏମିତି ଖେଳିଲେ ମିଳିବ ଟି-୨୦ ବିଶ୍ୱକପରେ ମୌକା?

ଭାରତର ଅନୁଭବୀ ବ୍ୟାଟ୍ସମ୍ୟାନ ଶିଖର ଧୱନ ଶ୍ରୀଲଙ୍କା ଵିପକ୍ଷ ଦ୍ଵିତୀୟ ମ୍ୟାଚରେ ୪୨ ବଲରେ ୪୦ ରନ କଲେ।ଏହି ମ୍ୟାଚରେ ତାଙ୍କୁ ଅଧିକ ସମୟ ରହିବା ବହୁତ ଜରୁରୀ ଥିଲା ହେଲେ ତାଙ୍କର ଷ୍ଟ୍ରାଇକ ରେଟ ୧୦୦ ରୁ କମ ଥିଲା। …

Read More

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଏହି ଶୁଭ ଦିନରେ, ଜାଣନ୍ତୁ କଣ ପଡିବ ଏହାର ପ୍ରଭାବ

ଏହିବର୍ଷ ସର୍ବମୋଟ ଚାରିଟି ଚନ୍ଦ୍ରଗ୍ରହଣ ଥିଲା ଯେଉଁଥିରୁ ଏବେ ପର୍ଯ୍ୟନ୍ତ ଦୁଇଟି ଲାଗିସାରିଲାଣି। ଆପଣ ଜାଣିଥିବେ ପ୍ରଥମ ଚନ୍ଦ୍ରଗ୍ରହଣଟି ମଇ ମାସ ୨୬ ତାରିଖରେ ଲାଗିଥିଲା ଓ ମାତ୍ର ୧୫ ଦିନ ମଧ୍ୟରେ ଦ୍ୱିତୀୟ ଜୁନ ୧୦ ରେ ଲାଗିଥିଲା ସୂର୍ଯ୍ୟପରାଗ। …

Read More

ପାଣିପାଗ ବିଭାଗର ସତର୍କ ସୂଚନା, ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୩୦ ଯାଏ କାଚିବ

ଏହି ବର୍ଷ ରାଜ୍ୟରେ ଅନେକ ଲଘୁଚାପ ପରେ ମଧ୍ୟ ଏହି ବର୍ଷ ରାଜ୍ୟର ଅନେକ ଜିଲ୍ଲାରେ ଆବଶ୍ୟକ ଠାରୁ କମ ବର୍ଷ ହୋଇଛି। ଏବେ ଆଉ ଏକ ଲଘୁଚାପ ହେବାକୁ ଯାଉଛି।ଅନେକ ସ୍ଥାନରେ କମ ବର୍ଷ ଯୋଗୁ କୃଷି କାର୍ଯ୍ୟରେ ବାଧା …

Read More

ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଦିନିକିଆ ରାଙ୍କିଙ୍ଗରେ ହେଲା କ୍ଷତି, ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଟି-୨୦ରେ ଜଲୱା

ଭାରତୀୟ ଅଧିନାୟକ ବିରାଟ କୋହଲି ଓ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବୁଧବାରକୁ ଜାରିହୋଇଥିବା ଆଇସିସି ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ଓ ଷଷ୍ଠ ନମ୍ବରରେ ସ୍ଥାନ ପାଇଁଛନ୍ତି। କିନ୍ତୁ ଅଧିନାୟକ ବିରାଟ କୋହଲି ଓ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ଦିନିକିଆ ରାଙ୍କିଙ୍ଗରେ …

Read More