
IND vs WI: ରୋହିତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଅଧିନାୟକତ୍ୱ କରିବାକୁ ପ୍ରସ୍ତୁତ, ଭୁବି-ଅଶ୍ୱିନୀଙ୍କ ଟିକେଟ କଟିବ!
ବ୍ୟୁରୋ ରିପୋର୍ଟ: ଭାରତର ଏକଦିବସିୟ ଓ ଟି-୨୦ର ଅଧିନାୟକ ରୋହିତ ଶର୍ମା ଫିଟ ହୋଇଯାଇଛନ୍ତି। ରୋହିତ ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୬ ଫେବୁଆରୀରୁ ଆରମ୍ଭ ହେବାକୁ ଥିବା ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ପାଇଁ ଅଧିନାୟକତ୍ୱ କରିବକୁ ପ୍ରସ୍ତୁତ। ଦକ୍ଷିଣ …
IND vs WI: ରୋହିତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଅଧିନାୟକତ୍ୱ କରିବାକୁ ପ୍ରସ୍ତୁତ, ଭୁବି-ଅଶ୍ୱିନୀଙ୍କ ଟିକେଟ କଟିବ! Read More