
ବିଜୟ ହଜାରେ ଟ୍ରଫିରେ ଧୋନିଙ୍କ ଦଳର ଥିବା ଦୁଇ ଖେଳାଳି ଦେଖାଇଲେ ଦମ! ଆସାମକୁ ହରାଇ ଫାଇନାଲରେ ମହାରାଷ୍ଟ୍ର
ବ୍ୟୁରୋ ରିପୋର୍ଟ: ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ ସୌରଷ୍ଟ୍ର ଏବଂ ମହାରାଷ୍ଟ୍ର ମଧ୍ୟରେ ଖେଳାଯିବାର ଅଛି। ପ୍ରଥମ ସେମିଫାଇନାଲରେ ସୌରଷ୍ଟ୍ର କର୍ଣ୍ଣାଟକକୁ ହରାଇଥିବା ବେଳେ ଦ୍ଵିତୀୟ ସେମିଫାଇନାଲରେ ମହାରାଷ୍ଟ୍ର ଆସାମକୁ ହରାଇଛି। ଏହି ମୁକାବିଲା ରୋମାଞ୍ଚକର ଥିଲା। ଆସାମ ଦଳକୁ …
ବିଜୟ ହଜାରେ ଟ୍ରଫିରେ ଧୋନିଙ୍କ ଦଳର ଥିବା ଦୁଇ ଖେଳାଳି ଦେଖାଇଲେ ଦମ! ଆସାମକୁ ହରାଇ ଫାଇନାଲରେ ମହାରାଷ୍ଟ୍ର Read More