ଓଭରବ୍ରିଜରେ ମେଟ୍ରୋ ଟ୍ରେନ ଯାଉଥିବା ବେଳେ ଖସିପଡିଲା ୧୬ଫୁଟ ତଳକୁ, ୨୩ଜଣଙ୍କର ମୃ-ତ୍ୟୁ, ଦେଖନ୍ତୁ ଭିଡ଼ିଓ ।

23 died in metro train bridge collapse at Mexico City

ସାରା ବିଶ୍ୱ ବର୍ତ୍ତମାନ ମହାମାରୀ କରୋନା ସହିତ ଲଢ଼ୁଥିବାବେଳେ ମେକ୍ସିକୋରୁ ଏକ ଦୁଃ-ଖଭରା ଖବର ଆସିଛି । ସୋମବାର ଦିନ ମେକ୍ସିକୋ ସିଟିରେ ଏକ ଭୟଙ୍କର ଦୁ-ର୍ଘ-ଟ-ଣା ଘଟିଛି । ଏକ ମେଟ୍ରୋ ଟ୍ରେନ ମେକ୍ସିକୋ ସିଟିର ଓଭରବ୍ରିଜ ଉପରେ ଯାଉଥିବା ସମୟରେ ହଠାତ ରାସ୍ତା ଉପରେ ଖ-ସି ପଡ଼ିଥିଲା । ସହରର ବ୍ୟାପକ ବିପଦ ପରିଚାଳନା ଏବଂ ନାଗରିକ ସୁରକ୍ଷା ଏଜେନ୍ସି ଅନୁଯାୟୀ  ଏଥିରେ ୨୩ଜଣ ଲୋକଙ୍କର ମୃ-ତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଲୋକ ଏଥିରେ ଆ-ହ-ତ ହୋଇଛନ୍ତି । ଆ-ହ-ତ-ଙ୍କ ମଧ୍ୟରୁ ୪୯ ଜଣଙ୍କୁ ବର୍ତ୍ତମାନ ନିକଟସ୍ଥ ହସ୍ପି-ଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ମୃ-ତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆ-ଶ-ଙ୍କା କରାଯାଉଛି । ଏହି ଦୁ-ର୍ଘ-ଟ-ଣା ସୋମବାର ଦିନ ରାତିରେ ଘଟିଛି ।

ଟ୍ରେନଟି ୧୬ ଫୁଟ ତଳକୁ ରାସ୍ତା ଉପରେ ଖସି ପଡ଼ିଥିଲା । ଯେଉଁଥିପାଇଁ ଏହା ତଳେ ଏକାଧିକ ଗାଡ଼ି ଚାପି ହୋଇ ରହିଯାଇଥିଲା । ଦୁ-ର୍ଘ-ଟ-ଣା-ରେ ଟ୍ରେନର କିଛି ଅଂଶ ମଧ୍ୟ କ୍ଷ-ତିଗ୍ରସ୍ତ ହୋଇଛି । ଉ-ଦ୍ଧା-ର-କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ । ମେଟ୍ରୋର ୧୨ ଲାଇନରେ ଟ୍ରେନ ଯାଉଥିବା ବେଳେ ଏହିଭଳି ଦୁ-ର୍ଘ-ଟ-ଣା ଘଟିଥିଲା । ସିସିଟିଭିରେ ଦୁର୍ଘ-ଟଣାର ଦୃଶ୍ୟ କ-ଏ-ଦ ହୋଇଯାଇଥିଲା । ଚଳନ୍ତା ଟ୍ରେନ କେଉଁଭଳି ଭାବରେ ହଠାତ ରାସ୍ତା ଉପରେ ଖସିପଡିଥିଲା, ତା’ର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଯାଇଥିଲା । ମେକ୍ସିକୋ ସିଟିର ମେୟର କାଲୁଡିଆ ଶେଇନବାମୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିମ୍ନମାନର କାମ ପାଇଁ ଏପରି ଘଟଣା ଘଟିଛି ବୋଲି କୁହାଯାଉଛି ।

23 Killed, 70 Injured As Mexico City Metro Overpass Collapses
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *