୩୬ ବର୍ଷୀୟ ନୋରା ବାଛି ନେଇଛନ୍ତି ନିଜ ଜୀବନ ସାଥି, ଜଲ୍ଦି କରିବେ ବିବାହ ।

27-year-old Nora Fatehi has chosen her partner will marry soon, Nora Fatehi, Bollywood, Nitidina

Pବଲିଉଡ଼ର ଧମାକାଦାର ଡ୍ୟାନ୍ସର ଓ ଅଭିନେତ୍ରୀ ନୋରା ଫତେହି ଆଜି ନିଜ ପ୍ରତିଭା କୁ ନେଇ ବଲିଉଡ଼ରେ ଏକ ଅଲଗା ସ୍ଥାନ ହାସଲ କରିଛନ୍ତି। ନୋରା ଫତେହି ନିଜର ଡ୍ୟାନ୍ସକୁ ନେଇ ଆଜି ହଜାର ହଜାର ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। ନୋରା ଫତେହିଙ୍କ ଗୋଟିଏ ଗୋଟିଏ ଡ୍ୟାନ୍ସ ଷ୍ଟେପ କୁ ଲୋକ କପିକରିବାକୁ ଚାହିଁଥାନ୍ତି ଓ ସେହିପରି ଡ୍ୟାନ୍ସ କରିବାକୁ ଚାହିଁଛନ୍ତି। କିଛି ଦିନ ତଳେ ନୋରା ଫତେହିଙ୍କୁ ମଲାଇକା ଅରୋଡାଙ୍କ ରିୟଲୀଟି ଶୋରେ ଜର୍ଜ ହୋଇଥିବା ଦେଖାଯାଇଥିଲା ଓ ଲୋକ ତାଙ୍କୁ ବହୁତ ପସନ୍ଦ କରିଥିଲେ।

Google

ନୋରା ଫତେହି ବଲିଉଡର ଜଣେ ସୁନ୍ଦର ଓ ପରିଶ୍ରମୀ ଅଭିନେତ୍ରୀ ଅଟନ୍ତି। ନୋରା ଫତେହି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ସର୍ବଦା ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ସେୟାର କରିଥାନ୍ତି। ଆଜି କାଲି ନୋରା ନିଜ ବିବାହକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି।

ନୋରା ଫତେହି ବାଛିନେଇଛନ୍ତି ନିଜ ଜୀବନସାଥୀ:-

ସୁନ୍ଦରୀ ନୋରା ଫତେହି ନିଜ ପାଇଁ ଜୀବନସାଥୀ ଖୋଜି ସାରିଛନ୍ତି ଓ ସେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଅଛନ୍ତି ।ନୋରା ଫତେହି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଜଣାଇଛନ୍ତି କି ସେ ନିଜ ପାଇଁ ଜୀବନସାଥୀ ବାଛିସାରିଛନ୍ତି ଓ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି। ନୋରାଙ୍କୁ ପସନ୍ଦ କରିବା ଵାଲାଙ୍କ ସଂଖ୍ୟା କମ ନୁହେଁ। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କୌଣସି ସୁନ୍ଦର ଅଭିନେତ୍ରୀଙ୍କ ଠୁ କମ ନୁହେଁ। ଏତେ ଅଧିକ ପ୍ରଶଂସକ ଥିବା ରୁ ନୋରା ସୋସିଆଲରେ ନିଜ ଜୀବନସାଥୀ ବାଛିଛନ୍ତି।

ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ନୋରା:-

ପ୍ରକୃତରେ ସୋସିଆଲରେ ନୋରା ଫତେହିଙ୍କୁ ବିବାହର ପ୍ରସ୍ତାବ ଆସିଛି। ସେହି ପ୍ରସ୍ତାବକୁ ଦେଖୀ ସେ ନିଜକୁ ହଁ କହିବାରୁ ଅଟକାଇ ପାରିଲେନି। ନୋରା ଫତେହି ନିଜର ଏକ ପ୍ରଶଂସକ ଛୋଟ ଛୁଆଟିର ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଇନଷ୍ଟାଗ୍ରାମରେ ଷ୍ଟୋରି ସେୟାର କରି ନୋରା ଛୋଟ ଛୁଆଟିର ପ୍ରସ୍ତାବ ବିଷୟରେ କହିଥିଲେ।

Google

ନୋରା ଫତେହି ସେୟାର କରିଥିବା ଭିଡ଼ିଓରେ ଛୋଟଛୁଆଟି କହୁଛି”ସେ ଦିଲବର ଦିଲବର ଗାର୍ଲସହ ବିବାହ କରିବାକୁ ଚାହୁଁଛି ଓ ତାଙ୍କୁ ନିଜର ପତ୍ନୀ କରିବାକୁ ଚାହୁଁଛି”। ଛୋଟ ଛୁଆଟି କହୁଛି କି ସେ ଦିଲବର ଗାର୍ଲଙ୍କୁ ବିବାହ କରିବ।ଛୋଟ ଛୁଆଟିର ଏହି ଭିଡ଼ିଓରେ ଲୋକ ବହୁତ ସୁନ୍ଦର ପ୍ରତିକ୍ରିୟା ଦେଉଛନ୍ତି।

ପ୍ରଶଂସକଙ୍କୁ ପସନ୍ଦ ଆସିଲା ନୋରା ଫତେହିଙ୍କ ଅନ୍ଦାଜ:-

ଷ୍ଟୋରି ସେୟାର କରି ନୋରା ଫତେହି ଲେଖିଛନ୍ତି ,”ବହୁତ ହୋଇଗଲା ଏବେ ମତେ ମୋର ସ୍ୱାମୀ ମିଳିଗଲେ। ଆମେ ବିବାହ କରିବାକୁ ଯାଉଛୁ”। ନୋରାଙ୍କ ଏପରି ଲେଖା ଦେଖୀ ସବୁ ପ୍ରଶଂସକ ତାଙ୍କ ଦିୱାନା ହୋଇଯାଇଛନ୍ତି। ସମସ୍ତଙ୍କୁ ପସନ୍ଦ ଆସିଛି ନୋରାଙ୍କ ଏହି ଅନ୍ଦାଜ। ଲୋକ ଲଗାତର କମେଣ୍ଟ କରି ନିଜ ପ୍ରତିକ୍ରିୟା ଦେଉଛନ୍ତି। ନୋରା ଫତେହି ରିୟାଲିଟି ଶୋ ବିଗ ବସରେ ବି ନଜର ଆସିଛନ୍ତି। ନୋରା ଫତେହି ବଲିଉଡ଼ରେ ଅନେକ ପ୍ରସିଦ୍ଧ ଗୀତରେ ଡ୍ୟାନ୍ସ କରି ଧୂମ ମଚାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *