୬୭ ଆସିଲେ ୭୫ ଗଲେ । ରାଜ୍ୟରେ ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୬୭ ଆସିଲେ ୭୫ ଗଲେ । ରାଜ୍ୟରେ ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ୭୫ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହେଲେ । ୭୫ ଜଣ ସୁସ୍ଥ ହେବ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ସୁସ୍ଥ ହୋଇଥିବା ୭୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଓ ଗଂଜାମ ଜିଲ୍ଲାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୯, ପୁରୀରୁ ୮ ଜଣ ସୁସ୍ଥ ହେଲେ ।

ନୟାଗଡ ଓ କେନ୍ଦ୍ରପଡା ରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କନ୍ଧମାଳ ଓ ବଲାଙ୍ଗିର ରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଆଜି ୭୫ କୁ ମିଶାଇ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୮୮୭ କୁ ବୃଦ୍ଧି ଘଟିଛି । ସକାଳେ ୬୭ ଜଣ ନୂଆ ପଜିଟିଭ ଚିହ୍ନଟ ହେଇଥିଲେ । ଆଜି ନୂଆ ୬୭ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୬୦ ରେ ପହଁଚିଲା । ରାଜ୍ୟରେ ମୋଟ୍ ଆକ୍ଟିଭ କେସ୍ ୭୬୬ ସୁସ୍ଥ ହୋଇଛନ୍ତି ୮୮୭ ଓ ମୃତ ସଂଖ୍ୟା ୭ । ରାଜ୍ୟରେ ଏବେ ଆକ୍ଟିଭ କେସ୍ ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ଅଛି ।

୬୭ ଆସିଲେ ୭୫ ଗଲେ । ରାଜ୍ୟରେ ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
୬୭ ଆସିଲେ ୭୫ ଗଲେ । ରାଜ୍ୟରେ ଆଜି ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୬୭ କରୋନା ପଜିଟିଭ ମଧ୍ୟ୍ୟରୁ ୭୫ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଉ ୨ ଜଣ ଲୋକାଲ କେସ୍ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।

ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୫୯,୦୫୪ କୁ ବୃଦ୍ଧି ହୋଇଛି । ୮୬,୫୭୩ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୭,୯୨୯ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪,୫୪୧ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *