ରାଜ୍ୟରେ ଆଜି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୭୬ ଆସିଲେ ୭୯ ଗଲେ ।

ରାଜ୍ୟରେ ଆଜି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୭୬ ଆସିଲେ ୭୯ ଗଲେ, Nitidina, Odisha, Stay home Stay safe, Corona, Covid-19, News

ରାଜ୍ୟରେ ଆଜି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୭୬ ଆସିଲେ ୭୯ ଗଲେ ।

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୭୯ ଜଣ କରୋନା ଆକ୍ରାନ୍ତ । ୭୯ ଜଣ ସୁସ୍ଥ ହେବ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ସୁସ୍ଥ ହୋଇଥିବା ୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ସର୍ବାଧିକ ୨୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭, ଗଂଜାମ ଜିଲ୍ଲାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି ।

ପୁରୀ ଜିଲ୍ଲାରୁ ୭ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, କଟକ ଜିଲ୍ଲାରୁ ୪ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଓ ବଲାଙ୍ଗିର ରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଆଜି ୭୯ କୁ ମିଶାଇ ରାଜ୍ୟରେ କରୋନା ସୁସ୍ଥଙ୍କ ସଂଖ୍ୟା ୮୧୨ କୁ ବୃଦ୍ଧି ଘଟିଛି । ସକାଳେ ୭୬ ଜଣ ନୂଆ ପଜିଟିଭ ଚିହ୍ନଟ ହେଇଥିଲେ । ଆଜି ନୂଆ ୭୬ କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯୩ ରେ ପହଁଚିଲା । ରାଜ୍ୟରେ ମୋଟ୍ ଆକ୍ଟିଭ କେସ୍ ୭୭୪ ସୁସ୍ଥ ହୋଇଛନ୍ତି ୮୧୨ ଓ ମୃତ ସଂଖ୍ୟା ୭ ।

୭୬ କରୋନା ପଜିଟିଭ ମଧ୍ୟ୍ୟରୁ ୭୪ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଉ ୨ ଜଣ ଲୋକାଲ କେସ୍ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।

ରାଜ୍ୟରେ ଆଜି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୭୬ ଆସିଲେ ୭୯ ଗଲେ, Nitidina, Odisha, Stay home Stay safe, Corona, Covid-19, News
ରାଜ୍ୟରେ ଆଜି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଦେଶର କରୋନା ଖବର:

ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୫୩,୨୩୦ ରେ ପହହିଁଛି । ୮୪,୧୨୫ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୪,୭୨୯ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪.୩୬୫ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *