ସୋସିଆଲ ମିଡ଼ିଆ ଏକ ଏପରି ଜାଗା ଅଟେ ଯେଉଁଥିରେ ଅଜବ ଗଜବ ଭିଡିଓର ଗନ୍ତାସ୍ଥଳୀ ଅଟେ। ଖାସ କରି ଯେବେଠାରୁ ଏହି ସ୍ମାର୍ଟ ଫୋନ ଓ ଇଣ୍ଟରନେଟର ମୂଲ୍ୟ ଶସ୍ତା ହୋଇଛି ସେବେଠାରୁ ଅନଲାଇନ ବହୁତ ମାତ୍ରାରେ ଏ ସବୁ ବ୍ୟାପି ଯାଇଛି। କେତେକ ଭିଡିଓ ତ ଏପରି ହୋଇଥାଏ ଯାହାକୁ ଦେଖି ଆମେ ନିଜ ମୁଣ୍ଡ ଧରି ବସିପଡୁ।

ଏବେ ସୋସିଆଲ ମିଡିଆରେ ଭାଇରଲ ଏହି ଭିଡିଓକୁ ହିଁ ଧରିନିଅନ୍ତୁ। ଏଥିରେ ଏକ ପୁଅ ନିଜ ମୁଣ୍ଡକୁ ୩୬୦ ଡିଗ୍ରୀ କୋଣରେ ବୁଲାଇନେଉଛି। ଏହି ଭିଡିଓ ଦେଖିବାରେ ଯେତିକି ଭୟାନକ ଲାଗଛି ସେତିକି ହିଁ ଅଜିବଗରିବ ମଧ୍ୟ ଅଟେ। ଏହି ଭିଡିଓକୁ ଟ୍ୱିଟରରେ @GaurangaBhardwa1 ନାମକ ଏକ ୟୁଜର ପୋଷ୍ଟ କରିଛନ୍ତି।
ଭିଡିଓ ଶେୟାର କରି ଏହି ୟୁଜର ଲେଖିଛନ୍ତି-‘ନିଜକୁ ଚମ୍ପିୟାନ ଭାବୁଛ ତେବେ ଏହା କରିକି ଦେଖାଅ।’ଏହି ଭିଡିଓ ଉପରେ ଆଉ କିଛି କହିବା ପୂର୍ବରୁ ପ୍ରଥମେ ଚାଲନ୍ତୁ ଭିଡିଓ ଦେଖିନିଅନ୍ତୁ।
Khud ko Champ smjhte ho to ye karke dikhao pic.twitter.com/cRASbsdgR4
— Professor ngl राजा बाबू 🥳🌈 (@GaurangBhardwa1) December 8, 2020
ତେବେ ଆପଣ ଦେଖିଲେ ନା ଏହି ଭିଡିଓ କେତେ ଅଜିବ ଅଟେ। ଏହି ଭିଡିଓ ଉପରେ ଲୋକଙ୍କର ଜବରଦସ୍ତ କମେଣ୍ଟସ ଆସୁଅଛି। କେହି ଏହି ପୁଅକୁ ଏଲୀୟନ କହୁଛି ତ କେହି ଏହା ପଚାରିବାକୁ ଲାଗୁଛି କି ଭାଇ ଏପରି କିପରି କରିନେଉଛ। ସେହିପରି କେତେକ ଲୋକ ଏହା ଉପରେ ମଜାକ ମଧ୍ୟ ବନାଇବା ଆରମ୍ଭ କରିଦେଲେଣି। ଚାଲନ୍ତୁ ଆପଣଙ୍କୁ ଲୋକଙ୍କର କିଛି ମଜାଳିଆ ପ୍ରତିକ୍ରିୟା ମଧ୍ୟ ଜଣେଇଦେଉଛୁ।
Inki behena hai ye pic.twitter.com/v9U8hF4Cqo
— Tejusurya 2.0 (@Tejusurya_) December 8, 2020
ଭାଇର ଭଉଣୀ ମିଳିଗଲା। ଠିକ କହିଲ ଏପରି କିଛି ଚେଷ୍ଟା ନ କରିବା ହିଁ ଭଲ ଅଟେ .ଏବେ ଏପରି କିଛି ଚେଷ୍ଟା କରିବ ତ ଡ଼ାକ୍ତରଖାନ ହିଁ ଯିବ।
କହିଦେଉଛୁ କି ଆପଣ ଏହି ପ୍ରକାରର ନିରବୁଦ୍ଧିଆ କାମ ଭୁଲରେ ବି ଚେଷ୍ଟା କରିବେ ନାହିଁ। ନଚେତ ପ୍ରସିଦ୍ଧ ହେବା ବଦଳରେ ସିଧା ମେଡ଼ିକାଲ ଯିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।