୬ ଜଣ ପ୍ରେମିକାଙ୍କୁ ଏକା ସହ ଗର୍ଭବତୀ କରେଇଦେଇଥିବା ଏହି ବ୍ୟକ୍ତି! ଜାଣନ୍ତୁ ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ।

ଜିକା ଦିନରେ ପ୍ରିଟି ମାଇକ ନାମକ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟେ ବିବାହ ଉତ୍ସବରେ ଜଣେ ବ୍ୟକ୍ତି ୬ ଜଣ ଗର୍ଭବତୀ ମହିଳାଙ୍କ ସହିତ ପହଁଚିଲା ଓ ସେ ଏହା ମଧ୍ୟ ଦାବି କରିଛି କି ସେ ସବୁ ମହିଳାଙ୍କ ଗର୍ଭରେ ଥିବା ପିଲାଙ୍କ ବାପା।

Google
ପ୍ଲେ ବଏ ନାମରେ ପ୍ରସିଦ୍ଧ:

ପ୍ରକୃତରେ ପ୍ରିଟି ମାଇକ ନାଇଜେରିଆର ରହିବା ଵାଲା ଅଟନ୍ତି ଓ ସେ ପ୍ଲେବଏ ନାମରେ ପ୍ରସିଦ୍ଧ ଅଟନ୍ତି। ଏହା ପୂର୍ବରୁ ବି ସେ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି। ୨୦୧୭ରେ ମହିଳା ମାନଙ୍କ ଖରାପ ଫଟୋ ପୋଷ୍ଟ ପାଇଁ ତାଙ୍କୁ ଗିରଫ ମଧ୍ୟ ହୋଇଥିଲେ।

ବିବାହ ଉତ୍ସବରେ ୬ ଗର୍ଭବତୀ ମହିଳାଙ୍କ ସହ ପହଁଚିଲେ:

ପ୍ରିଟି ମାଇକ ନିଜର ଅଭିନେତା ସାଙ୍ଗ ବିଲିୟମସ ଉଚେମ୍ବାଙ୍କ ବିବାହରେ ୬ ଜଣ ଗର୍ଭବତୀ ମହିଳାଙ୍କ ସହ ପହଁଚିଥିଲେ। ଏହା ପରେ ବର କନ୍ୟାଙ୍କ ଠୁ ଅଧିକ ଚର୍ଚ୍ଚା ମାଇକଙ୍କର ହୋଇଥିଲା। ସୋସିଆଲ ମିଡ଼ିଆରେ ପ୍ରିଟି ମାଇକ ଲେଖିଛନ୍ତି ସେ ଏବେ ତାଙ୍କର ସବୁଠୁ ସୁନ୍ଦର ଜୀବନ ଅତିବାହିତ କରୁଛନ୍ତି ଓ ଏହା କୌଣସି ଅଭିନୟ ଟ୍ରିକ ନୁହେଁ।

Google

ଇନଷ୍ଟାଗ୍ରାମରେ ଅନେକ ଲୋକ ଲେଖିଛନ୍ତି କି ସେ ବର କନ୍ୟାଙ୍କର ମଜା ଖରାପ କରିଦେଲେ। କାରଣ ଉତ୍ସବରେ ସମସ୍ତେ ତାଙ୍କର ହିଁ ଚର୍ଚ୍ଚା କରୁଥିଲେ। ପ୍ଲେବଏ ନାମରେ ପ୍ରସିଦ୍ଧ ଏହି ବ୍ୟକ୍ତି ସର୍ବଦା ନିଜ ଗ୍ଲାମରସ ଜୀବନର ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଇଂଷ୍ଟାଗ୍ରାମରେ ପ୍ରିଟି ମାଇକଙ୍କର ୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି,ଯେଉଁଥିରୁ ତାଙ୍କ ଲୋକପ୍ରିୟତାକୁ ଜଣା ପଡିଥାଏ।

6 young men reached friend's wedding with pregnant women, told themselves father of all children
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *