ଅକ୍ଟୋବର ଆରମ୍ଭରେ ହିଁ ଆଇଫୋନ ସିରିଜର ଘୋଷଣା ଆପଲ କମ୍ପାନୀ କରିଦେଇଥିଲା। ଯାହାପରେ ସୋସିଆଲ ମିଡିଆରେ ଆଇ ଫୋନ ସହ ଜଡିତ ଅନେକ ଜୋକ ଆସିବାକୁ ଲାଗିଲା। ସୋସିଆଲ ମିଡିଆରେ ଅଧିକାଂଶ ଏପରି ପୋଷ୍ଟ ଦେଖିବାକୁ ମିଳୁଥିଲା ଯାହା ଆଇ ଫୋନ ସହ ଜଡିତ ଥିଲା। ମିମସରେ ଅଧିକାଂଶ ଆଇ ଫୋନର ମୁଲ୍ୟ ଦେଖି ମଜାକ ବନାଯାଉଥିଲା। ମଜାକ କରି ଲୋକ କହୁଥିଲେ କି ଆଇଫୋନ କିଣିବା ପାଇଁ ଲୋକଙ୍କୁ ତାଙ୍କ କିଡନୀ ବିକିବାକୁ ହେବ। ଏହି ମଜାକ ମଧ୍ୟରେ ଏବେ ଚୀନରୁ ଏମିତି ଏକ ଖବର ଆସିଛି ଯାହାକୁ ଶୁଣି ଆପଣଙ୍କ ହୋସ ଉଡିଯିବ।

ଆଇପ୍ୟାଡ଼ ୨ ଓ ଆଇଫୋନ କିଣିବା ପାଇଁ ନିଜ କିଡନୀ ବିକିଦେଲେ:-
୨୦୧୧ ରେ ଚୀନର ୧୭ ବର୍ଷୀୟ ଏକ ପୁଅ ୱାଙ୍ଗ ସାଂଗୁନ ଆଇପ୍ୟାଡ଼ ୨ ଓ ଆଇଫୋନ କିଣିବା ପାଇଁ ନିଜ କିଡ୍ନୀ ବିକିଦେଇ କହିଲେ କି ୨ ଟି କିଡ୍ନୀର କଣ ଆବଶ୍ୟକ ଗୋଟିଏ ହିଁ ବହୁତ। କହିରଖୁଛୁ କି ସାଂଗୁନ ତାଙ୍କ କିଡ୍ନୀ ୩,୨୭୩ ଡଲାରରେ ବିକିଥିଲେ। ସେହି ସମୟରେ ସେ ଆଇଫୋନ ଓ ଆଇପ୍ୟାଡ଼ ୨ ନେବା ପାଇଁ ଆବେଗ ଥିଲେ।ଏବେ ତାଙ୍କ ବୟସ ୨୫ ବର୍ଷ ହୋଇଗଲାଣି।
ଅବୈଧ ଉପାୟରେ ହୋଇଥିଲା ସର୍ଜରି:-
ଖବର ମୁତାବକ ସାଂଗୁନ ମୃତ୍ୟୁ ସହ ଲଢେଇ କରୁଛି।ଆଇଫୋନ ଓ ଆଇପ୍ୟାଡ଼ ନେବା ଚକରରେ ସେ ନ ଭାବି ଚିନ୍ତି ବ୍ଲାକ ମାର୍କେଟ ଅର୍ଗାନ ପାର୍ଲର ସହ କଥା ହୋଇଥିଲେ।ଯାହା ପରେ ସେ ପୁଅକୁ କହିଲେ କି ସେ ଅର୍ଗାନ ବିକି ୩୦୦୦ ଡ଼ଲାର କମେଇପାରିବେ। ଅର୍ଗାନ ପ୍ୟାଡଲର କଥା ଶୁଣି ସେ ନିଜ କିଡ୍ନୀ ବିକିବା ପାଇଁ ନିଷ୍ପତ୍ତି ନେଲେ ଓ ଅବୈଧ ଉପାୟରେ ସର୍ଜରି କରି ତାଙ୍କ ଡାହାଣ କିଡ୍ନୀ ବିକି ଦେଲେ।

ସର୍ଜରି ପରେ ପୁରା ଶରୀରରେ ଇଂଫେକସନ ହୋଇଗଲା:-
ସର୍ଜରିର କିଛି ବର୍ଷ ପରେ ଜଣା ପଡିଲା କି କିଡ୍ନୀରେ ଅନ ହାଇଜେନିକ ଅପରେସନ ଲୋକେସନ ଓ ପୋଷ୍ଟ ଅପରେଟିଭ କେୟାରରେ ଭୁଲ ପାଇଁ ପୁରା ଶରୀରରେ ଇଂଫେକସନ ହୋଇଗଲାଣି। ସମୟ ସହ ଏହା ବଢି ଚାଲିଲା ଓ ସବୁଦିନ ଏହାକୁ ଡାୟାଲିସିସ କରିବାକୁ ପଡିଲା।ଚମକେଇବା କଥା ଏହା ଯେ ସାଂଗୁନ ଏହି ସର୍ଜରି କଥା ନିଜ ପରିବାରକୁ ଜଣେଇ ନଥିଲେ। ଘର ଲୋକେ ସେବେ ଜାଣିଲେ ଯେବେ ସେ ମାହାଙ୍ଗା ଗ୍ୟାଜେଟ ଘରକୁ ଆଣିଲେ।ପୁଲିସ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଛି। ସାଂଗୁଁନ ଏହି କଥା ନିଜ ଘର ଲୋକଙ୍କୁ ନିଜେ କହିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।