ହୁଆଟ୍ସପ ନିଜ ୟୁଜର୍ସ ମାନଙ୍କ ପାଇଁ ସମୟ ସମୟରେ ଅନେକ ନୂଆ ଫିଚର ନେଇକି ଆସିଥାଏ। ଏବେ ବହୁତ ଶୀଘ୍ର ୱାର୍ଟସପ ରେ ଏକ ନୂଆ ଫିଚର ଆସିବାକୁ ଯାଉଛି।ଯାହା ଦ୍ୱାରା ମ୍ୟାସେଜ ମନକୁ ମନ ଗାଏବ ହୋଇଯିବ । ହୁଆଟ୍ସପ ବର୍ତ୍ତମାନ ଏହି ନୂଆ ଫିଚର ଉପରେ କାମ କରୁଛି।
ହୁଆଟ୍ସପରେ ଆମେ ପ୍ରତିଦିନ ଜଣାନାହିଁ କେତେ ମ୍ୟାସେଜ ପଠାଇଥାଉ। ପ୍ରତିଦିନ ଆମେ ଏତେ ହଜାର ହଜାର ମ୍ୟାସେଜ ପଠାଇଦେଇଥାଉ କି ଆମ ଆବଶ୍ୟକ ମ୍ୟାସେଜ ଆଉ ପାଇପାରିନଥାଉ। ଏବେ ହୁଆଟ୍ସପରେ ଏକ ନୂଆ ଫିଚର ଯୋଡ଼ା ହେବାକୁ ଯାଉଛି ଯାହା ଦ୍ୱାରା ପୁରୁଣା ମ୍ୟାସେଜ ମନକୁ ମନ ଗାଏବ ହୋଇଯିବ।ଏହି ଫିଚର ଦ୍ଵାରା ୟୁଜର୍ସ ମାନଙ୍କ ମ୍ୟାସେଜ ମନକୁ ମନ ଗାଏବ ହୋଇଯିବ। ଯଦି ଆପଣ ଜିମେଲ, ସିଗ୍ନାଲ, ଟେଲିଗ୍ରାମ, ସ୍ନାପଚାଟରେ ଆଗରୁ ଅଛନ୍ତି । ଆପଣଙ୍କୁ ଜଣାଥିବା ଏହି ପ୍ଲାଟଫର୍ମରେ ଡ଼ିସଆପିଆରନ୍ସ ମ୍ୟାସେଜ ଫିଚର ପୂର୍ବରୁ ଥାଏ। ଏହି ଫିଚର ଦ୍ଵାରା ଏକ ନିର୍ଧାରିତ ସମୟ ପରେ ମ୍ୟାସେଜ ମନକୁ ମନ ଗାଏବ ହୋଇଯାଇଥାଏ। ଏବେ ହୁଆଟ୍ସପ ବି ଏହି ଫିଚର ଉପରେ କାମ କରୁଛି। ଯେମିତି ୟୁଜର୍ସ ହୁଆଟ୍ସପରେ ମ୍ୟାସେଜ ଦେଖିନେବେ ସେହି ମ୍ୟାସେଜ ମନକୁ ମନ ଗାଏବ ହୋଇଯିବ କିନ୍ତୁ ହୁଆଟ୍ସପ ମ୍ୟାସେଜରେ ୟୁଜର୍ସ ଟାଇମ ସେଟ କରିପାରିବେ। ଅର୍ଥ ସେଟ କରାଯାଇଥିବା ଟାଇମ ପରେ ମ୍ୟାସେଜ ମନକୁ ମନ ଡିଲେଟ ହୋଇଯିବ।
WeBetainfo ଦେଲା ସୂଚନା:-
ଆପଣଙ୍କୁ କହିରଖିବୁ କି କିଛି ଦିନ ତଳେ ପ୍ରକାଶ ହେଲା FAQ ପେଜ ଏହା ମାଧ୍ୟମରେ ନୂଆ ଫିଚରର ସୂଚନା ଆସିଛି। WeBetainfo ସାର୍ଵଜନିକ ସୂଚନା ଅନୁସାରେ ଫିଚର କେବଳ ସାତ ଦିନ ପାଇଁ ହିଁ ରହିବ। ହୁଆଟ୍ସପରେ ୟୁଜର୍ସଙ୍କ ପାଖରେ ନିଜ ତରଫରୁ ମ୍ୟାସେଜ କାଟିବା ପାଇଁ କଷ୍ଟମାଇଜ ଅପ୍ସନ ରହିବ ନାହିଁ କିନ୍ତୁ ଟେଲିଗ୍ରାମରେ ଏହି ସୁବିଧା ଉପଲବ୍ଧ ଅଛି। ଯାହା ଦ୍ୱାରା ଆପଣ ନିଜ ହିସାବରେ ମ୍ୟାସେଜ ଏକ୍ସପାୟରୀ ସେଟ କରିପାରିବେ। ହୁଆଟ୍ସପକୁ ଏହି ଫିଚର ପୂର୍ଵ ବର୍ଷ ଆଣ୍ଡ୍ରେଏଡ଼ ୟୁଜର୍ସଙ୍କ ପାଇଁ ପବ୍ଲିଲ ବିଟା ରେ ପକାଶ କରିଥିବା ଫିଚର ଠୁ ବହୁତ ଅଲଗା। ପୁରୁଣା ଅବଧିରେ ମ୍ୟାସେଜ ଗାଏବ ହେବା ସୁବିଧା ମିଳୁଥିଲା।
ଏବେ ନୂଆ ଫିଚର ରୋଲଆଉଟ ହେବାପରେ ଏକ୍ସପାୟରିଂ ମ୍ୟାସେଜ ଫିଚର ଭଳି ଏହି ଫିଚର ୟୁଜର୍ସବକୁ ଏକ୍ସପାୟରିଂ ମିଡିଆ ପଠାଇବା ପାଇଁ ଅନୁମତି ଦେବ। ଯାହା ପ୍ରାପ୍ତ କର୍ତା ଦେଖିବା ପରେ ମନକୁ ମନ ଗାଏବ ହୋଇଯିବ।
ଏହି ଫିଚରର ଖାସ କଥା ଏହା କି ଏଥିରେ ଏକ୍ସପାୟରିଂ ମିଡିଆ ଗାଏବ ହୋଇଥିବା ଫାଇଲ୍ସ ପରେ ସ୍କ୍ରିନ ରେ ଦେଖାଯାଉଥିବା “Thisa media is expired” ମ୍ୟାସେଜ ଭଳି କୌଣସି ମ୍ୟାସେଜ ଦେଖାଯିବନାହିଁ।ଏକ୍ସପାୟରିଂ ମିଡିଆ ଚାଟ ଦ୍ଵାରା ଏକ ଅଲଗା ପ୍ରକାରର ଦେଖାଯିବ। କାହାକୁ ଆପଣ ସହଜରେ ଦେଖାଯିବ କି ମିଡିଆ ବହୁତ ଜଲ୍ଦି ସମାପ୍ତ ହୋଇଯିବ। ଯଦି ଆପଣ ଏହି ନୂଆ ଫିଚର ଦ୍ଵାରା କୌଣସି ମିଡିଆ ପଠାଇଛନ୍ତି ତ ତାହା ବି ଏକ ନିର୍ଧାରିତ ସମୟ ପରେ ଡିଲେଟ ହୋଇଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।