ବ୍ୟୁରୋ ରିପୋର୍ଟ: ରଣବୀର ଏବଂ ଆଲିଆଙ୍କ ବିବାହ ସରିଛି। କପୁର ଫ୍ୟାମିଲିରେ ଆଲିଆଙ୍କ ଏଣ୍ଟ୍ରି। ୧୪ ଏପ୍ରିଲରେ ହୋଇଥିଲା ଏହି ଦୁହିଁଙ୍କ ବାହାଘର। କେତେକ ସେଲିବ୍ରେଟି ତାଙ୍କର ଏହି ବିବାହ ପାଇଁ ଶୁଭେଚ୍ଛା ଦେଇଛନ୍ତି। ଏହା ସହ ବାହା ହୋଇଥିବା ଏହି ଦମ୍ପତିଙ୍କ ଫଟୋ ବି ସାମ୍ନାକୁ ଆସିଛି।
ଆଲିଆଙ୍କୁ କୋଳରେ ଉଠାଇଥିଲେ ରଣବୀର। ସୋସିଆଲ ମିଡିଆରେ ଭିଡିଓ ଭାଇରଲ। ତଳେ ଦିଆଯାଇଥିବା ଭିଡ଼ିଓ ଆପଣ ଦେଖନ୍ତୁ।
#WATCH | Actors Alia Bhatt and Ranbir Kapoor make their first public appearance after tying the knot in Mumbai, today. pic.twitter.com/yQP5bTDnvM
— ANI (@ANI) April 14, 2022
ରଣବୀର-ଆଲିଆଙ୍କ ବିବାହ ଚର୍ଚ୍ଚାର ବିଷୟ ସୋସିଆଲ ମିଡିଆରେ ଚାଲିଛି। ଦୁହିଁଙ୍କ ଫଟୋ ଭାଇରଲ ହେଉଛି। ତାଙ୍କର ଏହି ବିବାହରେ ବହୁତ କମ ଲୋକ ଉପସ୍ଥିତ ଥିଲେ। ଚର୍ଚ୍ଚା ତାଙ୍କର ରିସେପସନକୁ ନେଇ। ହେଲେ କୌଣସି ବି ପ୍ରକାରର ରିସେପସନ ପାର୍ଟିର ପ୍ଲାନ ନାହିଁ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।