ପ୍ରଫେସର ପଠେଇଥିଲେ ଅ-ଶ୍ଳୀ-ଳ ମେସେଜ, ସୋସିଆଲ ମିଡିଆରେ ହିରୋଇନ ଦେଲେ ଉଚିତ ଶିକ୍ଷା । ଭାଇରଲ ହେଉଛି ସ୍କ୍ରିନସର୍ଟ ।

Actress and singer soundarya bala exposes professor who sent her obscene text message

ଲୋକମାନେ ମହିଳାଙ୍କୁ ହଇରାଣ କରିବା ପାଇଁ ଏକ ନୂତନ ସ୍ଥାନ ପାଇଛନ୍ତି, ତାହା ହେଉଛି ସୋସିଆଲ ମିଡିଆ । ସୋସିଆଲ ମିଡିଆରେ ଝିଅମାନଙ୍କୁ ହଇରାଣ କରିବା ବା ଅ-ଶ୍ଳୀ-ଳ ମେସେଜ୍ କରିବା ଏକ ଅ-ପ-ରା-ଧ । କେତେବେଳେ ସେମାନଙ୍କୁ ଅପମାନଜନିତ କଥା ପଠାଯାଉଛି ତ ଆଉ କେତେବେଳେ ଅ-ଶ୍ଳୀ-ଳ ମେସେଜ୍ । ଏହିପରି କାମ ଜଣେ କଲେଜ ପ୍ରଫେସର କରିଛନ୍ତି । ଅଭିନେତ୍ରୀ ତଥା ଗାୟକ ସୌନ୍ଦର୍ଯ୍ୟା ବାଲା ନନ୍ଦକୁମାର ମଧ୍ୟ ସୋସିଆଲ ମିଡିଆରେ ଏହିଭଳି କିଛି ହଇରାଣ ହେବାର ସମ୍ମୁଖୀନ ହୋଇଛନ୍ତି । ସୋସିଆଲ ମିଡିଆରେ ସାଉଥ ଅଭିନେତ୍ରୀ ତଥା ଗାୟିକା ସୌନ୍ଦର୍ଯ୍ୟାଙ୍କୁ ଆପତ୍ତିଜନକ ମେସେଜ ପଠାଇଛନ୍ତି ଜଣେ କଲେଜ ପ୍ରଫେସର । ଏହି କାରଣରୁ ସୌନ୍ଦର୍ଯ୍ୟା ବିରକ୍ତ ହୋଇ ସୋସିଆଲ ମିଡିଆରେ ପୋଲ ଖୋଲିଛନ୍ତି । ଏନେଇ ସେ ଏହି ପ୍ରଫେସରଙ୍କୁ ଏକ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କ ପୋଲ ଖୋଲିଥିଲେ । ସେ ଇନ-ଷ୍ଟାଗ୍ରାମରେ ତାଙ୍କ ମେସେଜ ସେୟାର କରି ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।

Google

ସୌନ୍ଦର୍ଯ୍ୟଙ୍କ କହିବା କଥା କି ଯଦି କଲେଜ ପ୍ରଫେସର ଏମିତି ମେସେଜ ପଠେଇପାରୁଛନ୍ତି ଏହାକୁ ନଜରରେ ରଖି ସେ କଲେଜ ଛାତ୍ରୀ ମାନଙ୍କୁ ସତର୍କ କରାଇଦେଇଛନ୍ତି। ସୌନ୍ଦର୍ଯ୍ୟଙ୍କ ଲେଖା ଅନୁସାରେ ସେ କହିଲେ ଏହା ଲଜ୍ୟାଜନକ ଯେ ଜଣେ କଲେଜ ପ୍ରଫେସର ଏପରି ମେସେଜ ପଠେଇପାରୁଛନ୍ତି। ସୌନ୍ଦର୍ଯ୍ୟା କହିଛନ୍ତି ଯେ ଯଦି ଜଣେ କଲେଜ ପ୍ରଫେସର ସୋସିଆଲ ମିଡିଆରେ ଏପରି କାର୍ଯ୍ୟ କରୁଛନ୍ତି, ତା’ହେଲେ ତାଙ୍କ କଲେଜର ଝିଅମାନେ ସତର୍କ ହେବା ଉଚିତ୍ ।

ସୌନ୍ଦର୍ଯ୍ୟା ପ୍ରଫେସରଙ୍କୁ ଇନଷ୍ଟାଗ୍ରାମରେ ବ୍ଲ-କ୍ କରିଛନ୍ତି । ସେ ଲେଖିଛନ୍ତି- “ଜଣେ ପ୍ରଫେସର ଜଣେ ମହିଳାଙ୍କ ସହ ଏହିପରି କଥାବାର୍ତ୍ତା କରୁଛନ୍ତି । ଏହା ବହୁତ ଲଜ୍ଜାଜନକ । ତାଙ୍କ ପ୍ରୋଫାଇଲ୍ ଅନୁଯାୟୀ ସେ ମଦୁରଇର ଜଣେ ପ୍ରଫେସର । ମୁଁ ଚିନ୍ତିତ ଯେ ସେହି କଲେଜର ଝିଅମାନେ ନିଜକୁ ସୁରକ୍ଷିତ ଅନୁଭବ କରୁଛନ୍ତି କି?” ତେବେ ପ୍ରଫେସରଙ୍କ ଠାରୁ ଏଭଳି ଅ-ଭ-ଦ୍ର ମେସେଜ ପାଇବା ପରେ ସୌନ୍ଦର୍ଯ୍ୟା ତୁରନ୍ତ ପଦକ୍ଷେପ ନେବା ସହିତ ସଙ୍ଗେ ସଙ୍ଗେ ତଅଙ୍କୁ ଇନଷ୍ଟାଗ୍ରାମରୁ ବ୍ଲ-କ୍ କରିଥିଲେ ।

Google

ପ୍ରଫେସରଙ୍କ ବିରୋଧରେ ସୌନ୍ଦର୍ଯ୍ୟା ନେଇଥିବା ଏହି ପଦକ୍ଷେପ ପାଇଁ ତାଙ୍କୁ ବର୍ତ୍ତମାନ ସବୁଠାରେ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି । ଅନେକ ଫ୍ୟାନ ସୌନ୍ଦର୍ଯ୍ୟାଙ୍କ ସାହସକୁ ମନ୍ତବ୍ୟ ଦେଇ ତାରିଫ୍ କରିଛନ୍ତି । ତେବେ ଏଭଳି ଅ-ଶ୍ଳୀ-ଳ ମନ୍ତବ୍ୟର ସମ୍ମୁଖୀନ ହେଉଥିବା କେବଳ ସୌନ୍ଦର୍ଯ୍ୟା ନୁହଁନ୍ତି । ଅନେକ ମହିଳା କଳାକାରଙ୍କ ପାଇଁ ଏହା ବହୁତ ସାଧାରଣ ହୋଇଗଲାଣି । ଅନେକ ତାରକା ଅଛନ୍ତି ଯେଉଁମାନେ ନିଜ ପୋଷାକରୁ ଆରମ୍ଭ କରି ନିଜ କାମ ପର୍ଯ୍ୟନ୍ତ ଟ୍ରୋଲ ହେବାର ଶିକାର ହେଉଛନ୍ତି ଓ ଅପବ୍ୟବହାରର ସାମ୍ନା କରୁଛନ୍ତି ।

ସୌନ୍ଦର୍ଯ୍ୟ ଟିଭିରେ ବହୁତ ଶୋ କରିବାର ନଜର ଆସିଛନ୍ତି। ସେ ସୁପର ସିଙ୍ଗର ସୋ ଦ୍ଵାରା ନିଜର କ୍ୟାରିୟର ଷ୍ଟାର୍ଟ କରିବାର ନଜର ଆସିଥିଲେ। ରଜନୀକାନ୍ତଙ୍କ ଅଭିନୀତ ‘କବାଲି’ ସହିତ ସେ ଫିଲ୍ମରେ ଡେବ୍ୟୁ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଜଣେ ପବ୍ ଗାୟକ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ତାଙ୍କୁ ନିକଟରେ ଥାଲପତି ବିଜୟ ଏବଂ ବିଜୟ ସେଥୁପାଠୀଙ୍କ ‘ଗୁରୁ’ରେ ଦେଖିବାକୁ ମିଳିଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *