ତାଲିବାନ ବିପକ୍ଷରେ ନିଜେ ଆଫଗାନ ନାଗରିକ ଉଠେଇଲେ ହତୀୟାର, ଏବେ ହେବ କଣ?

ଆଫଗାନିସ୍ତାନରୁ ଆମେରିକୀୟ ସୈନିକ ମାନଙ୍କର ଫେରିବା ବାଟରେ ପୁଣି ଆଫ୍ଗାନି ଆ-ତ-ଙ୍କ-ବା-ଦୀ ଦଳ ତାଲିବାନ ମୁଣ୍ଡ ଟେକି ସାରିଛି। ଏହା ଆଫ୍ଗାନିସ୍ତାନରେ ବହୁତ ଆ-ତ-ଙ୍କ ବ୍ୟାପକ କରାଉଚି ଆଉ ରାଜଧାନୀ କାବୁଲର ଆଖ ପାଖ ଇଲାକା ମାନଙ୍କରେ କିଛି ଜନବସତିକୁ ଏମାନେ ଅଧିକାର କରି ସାରିଛନ୍ତି ଆଉ ଦୁଇଦିନ ଭିତରେ ହି ଶତାଧିକ ଲୋକଙ୍କର ହ-ତ୍ୟା ହେଇ ସାରିଛି। ମାତ୍ର ଏହା ଭିତରେ ନିଜେ ଆଫଗାନିସ୍ତାନର ସାଧାରଣ ଲୋକମାନେ ହିଁ ହତୀୟାର ଉଠେଇ ନେଇ ସାରିଛନ୍ତି ଆଉ ତାହା ସହିତ ତାଲିବାନ ଆ-ତ-ଙ୍କ-ବା-ଦୀ ମାନଙ୍କୁ ଏହା ଚେତାବନୀ ଦେଇଛନ୍ତି କି ଯଦି ସେମାନେ ଆ-କ୍ର-ମ-ଣ ନ ଅଟକାନ୍ତି ତାହେଲେ ତାଙ୍କ ସାଧାରଣ ଜନତା ହି ହତୀୟାର ଉଠେଇବେ। କାବୁଲର ଉତ୍ତର ଭାଗରେ ଥିବା ପରବାନ ସୁବାର ଆମ ବନ୍ଧୁ ୫୫ ବର୍ଷୀୟ ମହମ୍ମଦ ସଂଲାଙ୍ଗୀ କହିଲେ କି, ” ଯଦି ସେମାନେ ଆମ ଉପରେ ଯୁଦ୍ଧ ଲଦି ଦିଅନ୍ତି ଆଉ ଆମ ମହିଳା ମାନଙ୍କ ସହ ଅ-ତ୍ୟା-ଚା-ର ଆଉ ଉତ୍ପୀଡ଼ନ କରନ୍ତି ତାହେଲେ ଆମେ ବି ଚୁପ ହେଇ ବସିବୁ ନାହିଁ। ଆମେ ବି ହତୀୟାର ଉଠେଇବୁ। ଆମ ୭ ବର୍ଷର ଛୁଆ ବି ତାଙ୍କ ବିପକ୍ଷରେ ହତୀୟାର ଉଠେଇବ ଆଉ ତାଙ୍କୁ ଜବାବ ଦେବ।”

Google

ସଂଲାଙ୍ଗୀ ସେହି କିଛି ଲୋକ ମାନଙ୍କ ଭିତରୁ ଜଣେ ଯିଏ କି ତାଲିବାନର ଆ-ତ-ଙ୍କ-ବା-ଦୀ ମାନଙ୍କ ବିପକ୍ଷରେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆପନଙ୍କୁ କହି ରଖୁଛୁ କି ଆମେରିକା ନିଜର ସୈନିକ ମାନଙ୍କୁ ପ୍ରାୟ ଦୁଇ ଦଶକ ପରେ ଆଫଗାନିସ୍ତାନରୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛି। ଏଠାରେ ତାଲିବାନର ସେନା ମାନଙ୍କ ବିପକ୍ଷରେ ଯୁଦ୍ଧର କିଛି ଶେଷ ଦେଖା ଯାଉନାହିଁ। ଏହି ଲଡାକୁ ଲୋକମାନେ ଆଫଗାନିସ୍ତାନ ସେନା ମାନଙ୍କୁ ସାହାଯ୍ୟ କରିବେ। ପରବାନର ହିଁ ଆଉ ଜଣେ ଛାତ୍ର ନିବାସୀ ଫରିଦ ମହମ୍ମଦ କହିଲେ କି ଆମ ଦେଶରୁ ବିଦେଶୀ ସେନା ମାନେ ଛାଡିକି ଚାଲି ଯାଉଛନ୍ତି ଆଉ ଆମକୁ ଆମ ଦେଶ ବଞ୍ଚେଇବାକୁ ହି ହେବ। ଏହାଛଡା ଆଉ କିଛି ରାସ୍ତା ନାହିଁ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତଥା ଅନ୍ୟ ନାଟୋ ଦେଶ ମାନଙ୍କର ଅଧିକାରୀ ମାନେ ଏହା ଫଇସଲା କଲେ କି ସେମାନେ ତାଙ୍କ ଦେଶର ସେନା ମାନଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବେ। ଏହି କାର୍ଯ୍ୟ ୧୧ ସେପ୍ଟେମ୍ବର ୨୦୨୧ ଆଗରୁ ହିଁ ପୁରା ହେବାକୁ ପଡିବ। ଏହିଦିନ ହିଁ ଆମେରିକାର ବିଶ୍ୱ ଟ୍ରେଡ଼ ସେଣ୍ଟର ଉପରେ ହେଇଥିବା ଆ-ତ-ଙ୍କୀ ଆ-କ୍ର-ମ-ଣ କୁ ୨୦ ବର୍ଷ ପୁରା ହେଇଯିବ। ଏହାପରେ ହିଁ ଆମେରିକା ଆଫଗାନିସ୍ତାନରେ ଅବସ୍ଥିତ ଆ-ତ-ଙ୍କୀ ସଂଗଠନ ଉପରେ ଆ-କ୍ର-ମ-ଣ କରିଥିଲା। ସେ ପ୍ରାୟ ୧.୫ ଲକ୍ଷ ସେନା ଆଫଗାନିସ୍ତାନକୁ ପଠାଇ ଥିଲେ ବୋଲି ଜଣା ଯାଇଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *