ଆଫଗାନିସ୍ତାନରେ ଖେଳୁଛି ଆତଙ୍କ! ଭୟରେ ପ୍ଲେନ ଟାୟାରରେ ଝୁଲି ଆସିବା ସମୟରେ ପଡି ୩ ଜଣଙ୍କ ଗଲା ପ୍ରାଣ

କହିରଖିବୁ ବର୍ତ୍ତମାନ ଆଫଗାନିସ୍ଥାନର ସ୍ଥିତି ବହୁତ ଖରାପ ରହିଛି କାରଣ ଏବେ ତାଲିବାଲ ଆଫଗାନିସ୍ତାନ ଉପରେ ପୁରା କବ୍ଜା କରିଛି। ରବିବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ଦଖଲ କରିଛି ତାଲିବାନ ଏହାକୁ ନେଇ ସେଠିକାର ଲୋକ ଏବେ ଭୟବିତ ଅଛନ୍ତି।ଲୋକମାନେ ସେଠାରେ ଏତେ ମାତ୍ରାରେ ଡରିଯାଇଛନ୍ତିକି ସେଠାରୁ କୌଣସି ଉପାୟରେ ପଳେଇ ଆସିବାକୁ ଚାହୁଁଛନ୍ତି।

ଏହା ମଧ୍ୟରେ ଦେଶ ଛାଡି ଯିବାକୁହେବ ତିନିଯୁବକ ଏପରି ଚେଷ୍ଟା କରିଥିଲେକି ଶେଷରେ ତିନିଜଣଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା। ଏହାର ଭିଡ଼ିଓ ମଧ୍ୟ ହୋଇଛି ଯାହା ବହୁତ ଦୁଃଖଦିଅ ଅଟେ। ନିଜ ଅବହେଳା ପାଇଁ ଚାଲିଗଲା ତିନି ଯୁବକଙ୍କ ଜୀବନ।ତାଲିବାନର ଅତ୍ୟାଚାର ସହି ନପାରି ଡରରେ ଅନେକ ଲୋକ ଆଫଗାନିସ୍ତାନ ଛାଡି ଅନ୍ୟ ଦେଶକୁ ପଳେଇ ଆସୁଛନ୍ତି। ସେହିପରି ହି ତିନିଜଣ ଯୁବକ ମଧ୍ୟ ଅନ୍ୟତ୍ର ଯିବାକୁ ବିମାନରେ ପହଁଚିଥିଲେ କିନ୍ତୁ ଅଧିକ ଯାତ୍ରୀ ହେବାରୁ ବିମାନରେ ଜାଗା ନହେବାରୁ ତିନି ଯୁବକ ବିମାନର ଟାୟାର ଧରି ଚଢୁଥିଲେ।

କିନ୍ତୁ ଆଫଗାନିସ୍ତାନ ଛାଡିବା ଇଚ୍ଛାରେ ଜୀବନ ମଧ୍ୟ ଛାଡିଯିବ ବୋଲି କିଏ ଅବା ଜାଣିଛି। କିନ୍ତୁ ତିନିଜଣ ଯାକ ପଡିଯାଇ ପ୍ରାଣ ହରାଇଥିଲେ ଯାହାର ଭିଡ଼ିଓ ଏବେ ଭାଇରାଲ ହେବା ସହ ଚର୍ଚାର ବିଷୟ ପାଲଟିଛି। ଏବେ ପର୍ଯ୍ୟନ୍ତ ବିମାନ ବିଷୟରେ ସମ୍ପୂର୍ଣ ଖବର ମିଳିପାରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *