ଫେବ୍ରୁଆରୀର ଗୋଟେ ସପ୍ତାହ ପ୍ରେମୀ ମାନଙ୍କ ପାଇଁ କେଉଁ ତ୍ୟୋହାର ଠାରୁ କମ ନୁହଁ। ମାତ୍ର ଏହି ସପ୍ତାହ ମଧ୍ୟରେ ହିଁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷନୌରେ ‘ସିଦ୍ଧି ହେଟସ ଶିବା’ ର ହୁଡିଂ ଜାଗା ଜାଗାରେ ଲାଗିଛି। ଲକ୍ଷନୌ ପାଖ ଇଲାକାରେ ଗୋମତିନଗରରେ ଜାଗା ଜାଗାରେ ଏମିତି ହୁଣ୍ଡିଙ୍ଗ ଲାଗିଛି। ଆଲାମବାଗରେ ବି ଏମିତି ହୁଣ୍ଡିଙ୍ଗସ ଲାଗିଛି ଆଉ ଦର୍ଜନଗରରେ ବି ଏମିତି ହୁଡିଂ ଲାଗିଛି। ଲୋକମାନେ ଏହି ହୁଡିଂ ଦେଖିକି ଚକିତ ହେଇ ଯାଇଛନ୍ତି। ଏହି ପୋଷ୍ଟର ଦେଖିକି ଲୋକଙ୍କୁ ” ସୋନାମ ବେବଫା ହେ” ର ମନେ ପଡିଗଲା।

ସବୁ ଲୋକ ଅଟକି ଅଟକିକି ଏହି ହୁଡିଂ ମାନଙ୍କର ଫୋଟୋ ଉଠାଉଛନ୍ତି। ହୁଡିଂ ମାନଙ୍କର ଫୋଟୋ ସୋସିଆଲ ମିଡିଆରେ ବହୁତ ଜଲଦି ଭାଇରାଲ ହେଉଛି। ଲୋକ ଯିଏ ବି ଏହି ଫୋଟୋ ଦେଖୁଚି ସେ କହୁଛି କି ପ୍ରେମ ସପ୍ତାହରେ ଏହି ଘୃଣା କଣ ପାଇଁ। ଟ୍ୱିଟରରେ ଜଣେ ଲୋକ କମେଣ୍ଟ କରିକି ଲେଖିଲା କି ସିଦ୍ଧି ନାମକ ଏହି ଝିଅକୁ ଶିବା ନାମର ପୁଅ ସହ ଘୃଣା ଅଛି ଯାହା ପାଇଁ ସେ ନିଜର ରାଗ ଏହିପରି ବାହାର କରୁଛି। ଯେତେ ଯାଏ ଖବର ଭଲ ଭାବରେ ନ ଆସିଛି ସେତେ ଯାଏ କହି ହେବନି କି ଜାଗା ଜାଗା ଏହି ହୁଡିଂ କିଏ ଲଗେଇଛି।
#Siddhihatesshiva
Does anyone has idea what's going on here pic.twitter.com/VOKVWRpK8p— The_Sarcastic_Dude (@kumaramo965) February 11, 2021
ଏହିପରି ଆଉ ଏକ ୟୁଜର କହିଲେ କି ଶିବା ଭାଇ ଜଲଦି କ୍ଷମା ମାଗିନିଅ ନହେଲେ ଆକାଶରୁ ଗ୍ରେଟ ୱାଲ ଅଫ ଚାଇନା ନ ଦେଖାଯାଇ ଏହି ହୁଡିଂ ବେସି ଦେଖାଯିବ। ହରଷୁ ଲେଖିଲେ ” ନୂଆ ଶୋ ଦେଖିବା ପାଇଁ ଆଉ ଅପେକ୍ଷା କରି ପାରିବିନି।” ଆଉ ଜଣେ ୟୁଜର ଲେଖିଲେ ,” କାହାକୁ ଜଣା ଅଛି କି ଏଠାରେ କଣ ହେଉଛି?” ହର୍ଷ କୁମାର ଲେଖିଲେ ‘ସିଦ୍ଧି ହେଟସ ଶିବା ପାଇଁ ଏତେ ହୁଡିଂ କାହିଁକି ଲାଗିଛି? କଣ ଏହା ଏକ ନୂଆ ୱେବ ସିରିଜ ଯାହା ଆସିବାକୁ ଲାଗିଛି।”
Let's bless their love story
By like thier poster and posts.#SiddhiHatesShiva pic.twitter.com/AlbNhqfVVV— wavy // करमजली stan // (@wavyhopper) February 11, 2021
ଜଣେ ୟୁଜର ଲେଖିଲେ କି ସମସ୍ତେ ଏହା ବାବଦରେ କଥା ହେଉଛନ୍ତି। ଏହା ମୋ ସହର ଆଖ ପାଖରେ ଅଛି। ପି ମଂଚଳା କହିଲେ କି ” ପୁରା ସହରରେ ଉତ୍ପାଦ ଉଠିଛି। ମୁଁ ଏହା ପାଇଁ ପିରା ଉତ୍ସାହିତ ରହିଛି। ଆଉ ଜଣେ କମେଣ୍ଟ କରିକି ଲେଖିଲେ “ଲାଗୁଚି କେଉଁ ନୂଆ ଶୋ ଆସିବାକୁ ଯାଉଛି କାରଣ ମୁଁ ଫ୍ଲାଇଓଭର ପାଖରେ ଏମିତି ଅନେକ ହୁଡିଂ ଦେଖିଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।