କଣ ଚୀନରେ ହେବ ଖାଦ୍ୟର ଅଭାବ? ଜାଣନ୍ତୁ ବିଶେଷଜ୍ଞ ମାନେ ଏହାକୁ ନେଇ କଣ ଦେଲେ ମତ।

ଚୀନରୁ ବାହାରିଥିବା ବୁହାନ ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଏବେ ୨୦ ଲକ୍ଷ ଯାଏ ପହଞ୍ଚିବାକୁ ଲାଗିଲାଣି ଆଉ ଏଥିରେ ହେଇଥିବା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ଟପି ଗଲାଣି। ଏହାଦ୍ୱାରା ଚୀନ ସବୁଠୁ ଅଧିକ ପ୍ରଭାବିତ ହେଇଛି ଆଉ ଏହି ମହାମାରୀ ଖାଦ୍ୟ ସପ୍ଲାଏ ତଥା ଫୁଡ଼ ଚେନକୁ ଧ୍ୱସ୍ତ କରିକି ରଖି ଦେଇଛି। ଏବେ ଯଦି ଆମେ ଚୀନର ଲୋକସଂଖ୍ୟା ଉପରେ ନଜର ପକେଇବା ତ ସେହି ସମସ୍ତ ଲୋକ ମାନଙ୍କ ପାଖକୁ ଖାଦ୍ୟ ସପ୍ଲାଏ କରିବା ପାଇଁ ଚୀନକୁ ସବୁଠୁ ଅଧିକା ବିପଦର ସାମ୍ନା କରିବାକୁ ପଡିବ। ଏହାଦ୍ୱାରା ଦୁନିଆର ଆହୁରି ଅନେକ ଲୋକ ଚୀନ ଉପରେ ରାଗିକି ଅଛନ୍ତି।

ସୋସିଆଲ ମିଡିଆରେ ଏହି ଖବର ବହୁତ ଭାଇରାଲ ହେଉଛି କି ଚୀନରେ ଖାଦ୍ୟର ଏତେ ଭୟଙ୍କର କମି ହେଇଯାଉଛି କି ତା ପାଇଁ ଏକ ସରକାରୀ ଦସ୍ତାବିଜ ସାମ୍ନାକୁ ଆସିଛି ଯାହା ଭିତରେ ଖାଦ୍ୟ ସପ୍ଲାଏ କମ କରିବା ପାଇଁ ଅର୍ଡର ଦିଆଯାଇଛି। ଏହାର ଚର୍ଚ୍ଚା ଖୁବ କରାଯାଉଛି।

ଏହାକୁ ସିସିପି ର ଆଧିକାରୀଙ୍କ ନୋଟିଫିକେସନ କୁହାଯାଉଛି। ଏହା ଭିତରେ ସମସ୍ତ ପରିବାର ମାନଙ୍କ ପାଇଁ ୩-୬ ମାସ ଯାଏ ଖାଇବା କମ କରିବା ପାଇଁ ମୋଟୀଭେଟ କରିବାକୁ ତଥା ଅନ୍ୟ ୩-୬ ମାସ ଖାଇବା ଜୁଟେଇବାକୁ କୁହାଯାଇଛି। ମାତ୍ର ଚୀନର ସରକାର ଖାଦ୍ୟ କମି ଉପରେ ଖଣ୍ଡନ କରିଛନ୍ତି ଆଉ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଏହା ଉପରେ ଲେଖା ବି ଲେଖି ଦେଇଛନ୍ତି।

କରୋନା ଭାଇରସ କାରଣରୁ ଦୁନିଆରେ ଖାଇବା ଉତ୍ପାଦନର ଯେପରି କମି ହେଇଯାଇଛି ତଥା ସେମାନଙ୍କ ନେବା ଆଣିବାରେ ଯେପରି ହ୍ରାସ ଘଟିଛି ତାହାଦ୍ୱାରା ଚୀନ ଉପରେ ହେଉଥିବା ଅସୁବିଧାର ନଜର କଲେ ତାହା ୧୯୫୯-୬୨ର କଥା ମନେ ପଡ଼ିଯାଏ। ଚୀନ ଉପରେ ସମସ୍ତ ଭାର ଅଛି ଯାହାଦ୍ୱାରା ତାହା ବାହାର ଦେଶ ମାନଙ୍କରୁ ଖାଇବା ଆଣିଥାଏ ଆଉ ସବୁଠୁ ବଡ଼ ଲୋକସଂଖ୍ୟା ବିଶିଷ୍ଟ ଦେଶ ହେଇଥିବା ହେତୁ ତାହା ଖାଦ୍ୟର ସବୁଠୁ ବଡ଼ କଂଯ୍ୟୁମର ଅଟେ।

ଚୀନର ଶ୍ରମିକ ମାନେ ଯାହା ଉତ୍ପାଦନ କରିଥିଲେ ତାହା ଦୁଇ ମାସ ପାଇଁ ବଜାର ନଆସିପାରିବାରୁ ସେମାନେ ବିତ୍ତୀୟ ସଙ୍କଟ ଭିତର ଦେଇକି ଯାଉଛନ୍ତି। ଏପଟେ ଭିଏତନାମ ବି ଚାଉଳ ଦେବା ପାଇଁ ମନା କରିଦେଲା ଆଉ ଥାଇଲାଣ୍ଡ ବି ଚିକେନ୍ ତଥା ଏଗ ଦେବା ପାଇଁ ମନା କରିଦେଲା ତ ଖାଦ୍ୟ ସଙ୍କଟ ଆହୁରି ବଢ଼ି ଯାଇଛି।

ଆଫ୍ରିକାରେ ବି ତିଦ୍ଦେ ସମସ୍ୟା ପାଇଁ ଖାଦ୍ୟ ଉତ୍ପାଦନ ସମସ୍ୟାଗତ ଅବସ୍ଥାରେ ଅଛି। ଏହାଦ୍ୱାରା ଚିନକୁ ପ୍ରଭାବ ପଡୁଛି। ଏହା ଆଗରୁ ଯେତେବେଳେ ସ୍ୱାଇନ ଫ୍ଲୁ ସେଠାରେ ଚାଲିଥିଲା ତ ଚୀନରେ ଖାଦ୍ୟ ପଦାର୍ଥ ମାନଙ୍କର ଦାମ ୨୧% ବଢି ଯାଇଥିଲା।

Google

ଚୀନ ନିଜେ ଦୁନିଆର ୨୨% ଲୋକଙ୍କୁ ଖୁଆଇ ଥାଏ ଆଉ କିଛି ମାମଲା ରେ ଆତ୍ମନିର୍ଭର ବି ହେଇଥାଏ। ଗହମ, କର୍ଣ୍ଣ ତଥା ଚାଉଳର ୯୫% ସେହିଠାରେ ହିଁ ଉତ୍ପାଦନ ହେଇଥାଏ ମାତ୍ର ସୋୟାବୀନ ତଥା ଚିନିର ୮୦% ଅପୁର୍ତ୍ତି ପାଇଁ ଚୀନ ଆନ୍ତର୍ଜାତୀୟ ବଜାର ଉପରେ ନିର୍ଭରଶୀଳ ଅଟେ। ଏଠାରେ ମିଟର ଖାଦ୍ୟ ବହୁତ ହୁଏ ତେଣୁ ଏହା ପାଇଁ ସୋୟାବୀନର ଆବଶ୍ୟକତା ଥାଏ। ଏଥିପାଇଁ ଚୀନ ଆନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରିଥାଏ। କରୋନା ପାଇଁ ଏହି ବ୍ୟବସ୍ଥା ଉପରେ ଆଞ୍ଚ ଆସୁଛି।

କରୋନା ଭାଇରସ ଦୁନିଆର ଫୁଡ଼ ଚେନ ସପ୍ଲାଏ ଉପରେ ଏପ୍ରକାର ପ୍ରଭାବ ପକାଇଛି ତାହା ସମସ୍ତେ ପ୍ରଭାବିତ ହେଇଛନ୍ତି। ଚୀନ ଯେପରି ଅନ୍ୟ ଦେଶ ମାନଙ୍କୁ ନିଜ ତରଫରୁ ନକଲି କୀଟ ତଥା ଭ୍ୟାକ୍ସିଂ ଦେଇକି ନିଜର ସମ୍ପର୍କ ଖରାପ କଲା ତାର ଫଳାଫଳ ତା ଉପରେ ପଡିବ। ତେଣୁ ବଡ ବଡ ବିଶେଷଜ୍ଞ ମାନଙ୍କର ବି କହିବା କଥା କି ଚୀନରେ ଖାଦ୍ୟାଭାବ ହେବାକୁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *