ରୋହନପ୍ରିତଙ୍କ ଆଗକୁ ଆସିବାକୁ ଥିବା ଗୀତର ପୋଷ୍ଟର ରିଲିଜ ହୋଇଛି ଯାହାର ନାମ “ଏକ୍ସ କଲିଙ୍ଗ”।ରୋହନପ୍ରିତଙ୍କ ଆଗକୁ ଆସିବାକୁ ଥିବା ପ୍ରୋଜେକ୍ଟରେ ତାଙ୍କ ସହ ଅବନିତ କୌର ଦେଖାଯାଉଛନ୍ତି। ସେହିପରି ସ୍ୱାମୀଙ୍କ ଏହି ନୂଆ ଗୀତର ପୋଷ୍ଟର ନେହା ବି ସେୟାର କରିଛନ୍ତି।

କିଛି ଦିନ ତମେ ରୋହନପ୍ରିତ ସିଂ ଓ ନେହା କକରଙ୍କର ବିବାହ ହୋଇଥିଲା। ଏବେ ଦୁହେଁ ଜୀବନର ଏହି ସମୟକୁ ବି ଏଞ୍ଜୟ କରୁଛନ୍ତି କିନ୍ତୁ ଏହା ମଧ୍ୟରେ କିଛି ଏପରି ହୋଇଛି ଯାହା ନେଇ ନେହାଙ୍କୁ ରାଗ ଆସିଛି। ନେହା ଇନଷ୍ଟାଗ୍ରାମରେ ନିଜ ରାଗ ବିଷୟରେ କହିଛନ୍ତି। ଆସନ୍ତୁ ଜାଣିବା କଣ ଅଟେ ପୁରା ମାମଲା।
ଏକ୍ସ କଲିଙ୍ଗର ପୋଷ୍ଟର ରିଲିଜ:-
ରୋହନପ୍ରିତଙ୍କ ଆଗକୁ ଆସିବାକୁ ଥିବା ଗୀତର ପୋଷ୍ଟର ରିଲିଜ ହୋଇଛି ଯାହାର ନାମ “ଏକ୍ସ କଲିଙ୍ଗ”।ରୋହନପ୍ରିତଙ୍କ ଆଗକୁ ଆସିବାକୁ ଥିବା ପ୍ରୋଜେକ୍ଟରେ ତାଙ୍କ ସହ ଅବନିତ କୌର ଦେଖାଯାଉଛନ୍ତି। ସେହିପରି ସ୍ୱାମୀଙ୍କ ଏହି ନୂଆ ଗୀତର ପୋଷ୍ଟର ନେହା ବି ସେୟାର କରିଛନ୍ତି ଓ ତାହାର କ୍ୟାପ୍ସନରେ ଲେଖିଛନ୍ତି- “ରୋହନପ୍ରୀତ ଏକ୍ସ କଲିଙ୍ଗ” ତାହା ସହିତ ସେ ଏକପ୍ରକାର ରାଗୱାଲା ଇମୋଜି ମଧ୍ୟ ସେୟାର କରିଛନ୍ତି।

ରୋହନପ୍ରୀତି ବି ଦେଇଛନ୍ତି ପ୍ରତିକ୍ରିୟା:-
ସେହିପରି ନେହାଙ୍କ ଏହି ପୋଷ୍ଟରେ ରୋହନପ୍ରୀତ ବି ଦେଇଛନ୍ତି ପ୍ରତିକ୍ରିୟା। ସେ ଲେଖିଛନ୍ତି-“ନେହା ରାଣ ଅଛି ମୁଁ କିଛି କରିନାହିଁ” ଆଗାମୀ ଦିନର ମଜେଦାର ଟ୍ୟୁନିଙ୍ଗ ଦେଖାଯାଉଛି।
୨୪ ଅକ୍ଟୋବରକୁ ହୋଇଛି ନେହା ଓ ରୋହନପ୍ରୀତଙ୍କ ବିବାହ:-
ଏହି ମାସର ୨୪ ତାରିଖକୁ ନେହା ଓ ରୋହନପ୍ରୀତଙ୍କ ବିବାହ ହୋଇଛି ଓ ଏହି ସମୟରେ ଦୁହିଁଙ୍କ ବିବାହର ଫଟୋ ବହୁତ ଭାଇରାଲ ହେଉଛି। ନେହା କିଛି ଦିନ ତଳେ ନିଜ ରିସେପ୍ସନର ମଧ୍ୟ ଫଟୋ ସେୟାର କରିଥିଲେ। ଯେଉଁଠି ସେ ନିଜ ସ୍ପେସାଲ କେକ ସହ ଦେଖାଯାଉଛନ୍ତି। ସେ କ୍ରିମ ରଙ୍ଗର ହେବି ଲେହେଁଙ୍ଗା ପିନ୍ଧିଛନ୍ତି। ଏହି ରିସେପ୍ସନ ପାଇଁ ନେହା କକର ରୋହନପ୍ରୀତଙ୍କ ସମସ୍ତ ପରିବାରକୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ଗୀତର ଫଟୋବି କରିଥିଲେ ସେୟାର:-
ରିସେପ୍ସନ ପୂର୍ବରୁ ନେହା ଗୀତର ଫଟୋ ସେୟାର କରିଥିଲେ ଯେଉଁଠି ସେ ରୋହନପ୍ରୀତ ଙ୍କ ହାତ ଧରିଥିବା ଦେଖାଯାଉଛନ୍ତି। ନେହା ଗୋଲାପୀ ରଙ୍ଗର ଲେହେଁଙ୍ଗା ପିନ୍ଧିଥିବା ବେଳେ ରୋହନପ୍ରୀତ ଧଳା ରଙ୍ଗର ସୁଟ ପିନ୍ଧିଥିବା ଦେଖାଯାଇଛି।

୨୧ ଅକ୍ଟୋବରକୁ ରିଲିଜ ହୋଇଥିଲା “ନେହ୍ନୁ ଦା ବ୍ୟାହ”:-
ସେହିପରି ରୋହନପ୍ରୀତ ଓ ନେହାଙ୍କ ବିବାହ ପୂର୍ବରୁ ଦୁହିଁଙ୍କ ଏକ ସାଥିରେ ଏକ ଆଲବମ ରିଲିଜ ହୋଇଥିଲା ଯାହାର ନାମ”ନେହ୍ନୁ ଦା ବ୍ୟାହ”। ଏହା ନେହାଙ୍କ ବିବାହର ୩ ଦିନ ପୂର୍ବରୁ ରିଲିଜ ହୋଇଥିଲା ଯାହାକୁ ଲୋକ ବହୁତ ଭଲ ପାଇବା ଦେଇଛନ୍ତି। ଏହି ଗୀତର ଅପେକ୍ଷା ଲମ୍ବା ସମୟରୁ କରାଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।