ରାଷ୍ଟ୍ରପତି ହୋଇକି ବାଇଡେନ ଦେଲେ ଟ୍ରମ୍ପଙ୍କୁ ବଡ଼ ଝଟକା, ଏମିତି କିଛି କଲେ ଯାହା ଦେଖି ସମସ୍ତେ ଚକିତ।

ବହୁତ ଝାମଲା ପରେ ଆମେରିକାରେ ନୂଆ ସରକାର ଗଠନ ହୋଇଗଲା। ଡେମୋକ୍ରେଟ ଜୋ ବାଇଡେନ ବୁଧବାରକୁ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ। ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜନ ରବର୍ଟଙ୍କୁ ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରେଇଲେ। ଏହାସହ ମଧ୍ୟ ଭାରତୀୟ ମହିଳା କମଳା ହ୍ୟାରିସ ମଧ୍ୟ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ।ସେ ଗାଦିରେ ବସି,ବାଇଡେନ ଏମିତି କିଛି କଲେ ଯାହା ପୁରା ଦୁନିଆ ଅପେକ୍ଷା କରିଥିଲା। ସେ କିଛି ନୂଆ ନିଷ୍ପତ୍ତି ନେଲେ ଓ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳେଇଦେଲେ।

Google

ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ଦିନ କିଛି ନୂଆ ନିୟମରେ ହସ୍ତାକ୍ଷର କଲେ। ଯେଉଁଥିରେ ପ୍ରମୁଖ ରୂପରେ ପ୍ୟାରିସ ଜଳବାୟୁ ବିଷୟରେ ଥିଲା। ହ୍ଵାଇଟ ହାଉସ ଜାନକାରୀ ଦେଇଛନ୍ତି କି ଜଳବାୟୁ ପରିବର୍ତ୍ତନରେ ପ୍ୟାରିସ କଥାରେ ଆମେରିକା ପୁଣି ଫେରିବ। ସେ ପ୍ୟାରିସ କଥା ସହ ପୁଣି ଜଡିତ ହେବ। ସେ ଦେଶର ଜନତାଙ୍କୁ ନିର୍ଵାଚନ ଜରିଆରେ ପ୍ରତିଜ୍ଞା କରିଥିଲେ। ଏତିକି ନୁହେଁ,ବାଇଡେନ କୋରୋନା ଭାଇରସ ବିରୁଦ୍ଧରେ ଯୁଦ୍ଧ ଜୋର କରିବା ପାଇଁ ଏକ ମହାମାରୀ କଂନ୍ଟ୍ରୋଲ କରିବା ପାଇଁ ହସ୍ତାକ୍ଷର କରିଛନ୍ତି। ସେ ମାସ୍କ ପିନ୍ଧିବା ଓ ସୋସିଆଲ ଡିଷ୍ଟାଣ୍ଟସକୁ ଅନିବାର୍ୟ୍ଯ କରିଦେଇଛନ୍ତି। ଏହାଛଡ଼ା ସେ ଡୋନାଲଡ଼ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳେଇ ଆମେରିକାରେ “ମୁସଲିମ ତ୍ରିବଲ ବ୍ୟାନ”କୁ ଶେଷ କରିଦେଲେ। ଟ୍ରମ୍ପ ଏହା ପାଇଁ କିଛି ମୁସଲିମ ଦେଶ ଓ ଆଫ୍ରିକୀ ଦେଶରେ ଆମେରିକୀୟ ତ୍ରିବଲ ଉପରେ ବ୍ୟାନ କରିଦେଇଥିଲେ। ଏତିକି ନୁହେଁ ବାଇଡେନ ମେକ୍ସିକୋ ବର୍ଡରରେ କାନ୍ଥ କରିବାର ଟ୍ରମ୍ପଙ୍କ ନିଷ୍ପତ୍ତିକୁ ମଧ୍ୟ ବଦଳାଇଦେଲେ ଓ ଏହାପାଇଁ ଫଣ୍ଡିଂ ମଧ୍ୟ ରୋକ କରିଦେଲେ। ଏହାପରେ ମେସ୍କିକୋ ମଧ୍ୟ ଜୋ ବାଇଡେନଙ୍କ ପ୍ରଶଂସା କରିଥିଲା।

ବାଇଡେନ ରାଷ୍ଟ୍ରପତି ହେବାର ତୁରନ୍ତ ପରେ କିଷ୍ଟୋନ ଏକ୍ସଏଲ ପାଇପଲାଇନ ବିସ୍ତାରରେ ରୋକ ଲଗେଇବା ନିୟମରେ ମଧ୍ୟ ଦସ୍ତଖତ କରିଛନ୍ତି। କିଷ୍ଟନ ଏକ ତେଲ ପାଇପ ଲାଇନ ଅଟେ। ଯାହା କଞ୍ଚା ତେଲର ଅଲବତାର କାନାଡ଼ାଇ ପ୍ରାନ୍ତରୁ ଆମେରିକୀୟ ରାଜ୍ୟ ଇଲିନୋଇସ,ଓକ୍ଲାହୋମ ଓ ଟେକ୍ସଆସ ପର୍ଯ୍ୟନ୍ତ ନେଇଯାଏ।ବାଇଡେନ କିଷ୍ଟନ ପାଇପିଲାଇନ ବିରୁଦ୍ଧରେ କଥା ହୋଇଥିଲେ ଓ କହିଥିଲେ “ଟାର ସ୍ୟାଡ଼ସ”ଆମକୁ ଦରକାର ନାହିଁ। ବାଇଡେନଙ୍କ ରାଷ୍ଟ୍ରପତି ଅଭିଯାନର ପ୍ରମୁଖ ପ୍ରତିଜ୍ଞା କିଷ୍ଟନ ଏକ୍ସଏଲ ପରିଜୋଜନା ରଦ୍ଧ କରିବାର ଥିଲା। ଯେମିତି ଆମେରିକା ଅନ୍ତ୍ରରାଷ୍ଟ୍ରୀୟ ବିକାଶ ବିତପୋଷଣ ମାଧ୍ୟମରେ ଆର୍ଜେଣ୍ଟିନାରେ ଫ୍ରେକିଂ ଓ ତେଲ ଗ୍ୟାସର ଉତ୍ପାଦନକୁ ପ୍ରୋତ୍ସାହନ ଦେବାର ଥିଲା। ଯାହା ପୂର୍ଵ ଥର ବାକା ମୁଏରତା ପରିଯୋଜନା ପାଇଁ ହୋଇଥିଲା। ନିର୍ଵାଚିତ ଉପରାଷ୍ଟ୍ରପତି କମଳା ହ୍ୟାରିସ ସମେତ କେତେକ ଆମେରିକୀୟ ସିନେଟର ଏହା ସମ୍ବନ୍ଧୀୟ ଏକ ୟାଚିକାରେ ହସ୍ତାକ୍ଷର କରିଥିଲେ।

Google

ବାଇଡ଼େନ କହିଥିଲେ କି ସେ ବଣ କାଟିବା ପାଇଁ ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋଙ୍କୁ ଜବାବ ଦେବେ। ଅନ୍ୟ ଦେଶ ସହ ରାଲି କରିବା ଓ ଆମାଜନ ସୁରକ୍ଷା ପାଇଁ ୨୦ ଆରବ ଡଲାର ସର୍ମଥନ ଦେବାରେ ବୋଧେ ଏହା ହାସିଲ କରାଯାଇପାରେ। ହେଲେ ସ୍ଥାନୀୟ ବ୍ରାଜିଲ ସମୂହ ଏହି କଥାର ଜୋର ଦିଅନ୍ତି କି ଏହା ଏହି ପ୍ରକାରରେ କରାଯାଇପାରିବ,ଯାହା ବ୍ରାଜିଲର ଆମାଜନରେ ନିଜର ଭାଗ ଉପରେ ସମ୍ପ୍ରଭୁତାକୁ ସ୍ୱୀକାର କରେ ଓ ତାହାର ଠିକ ରୂପେ ସମ୍ମାନ କରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *