ଆପଣ ଜାଣି ଖୁସି ହେବେକି ଏହି କରୋନା ମହାମାରି ସମୟରେ ରିଜର୍ଭ ବ୍ୟାଙ୍କ ଲୋନ ଉପରେ ଲୋକଙ୍କୁ ଆରାମ ଦେଇଛି। ଆରବିଆଇ ଲୋକଙ୍କ ପାଇଁ ଖୁସି ଖବର ଆଣିଛି।ଆରବିଆଇ ସୁପ୍ରିମକୋର୍ଟ ରେ ଏହା କହିଥିଲା କି ଏହି କରୋନା ମହାମାରୀ ସମୟରେ ଯେଉଁ ଲୋକମାନେ ଲୋନ ସହିତ ମୋରାଟୋରିଅମ ବ୍ୟବହାର କରିଥିଲେ ସେମାନଙ୍କୁ କମ ସୁଧ ଦେବାକୁ ହେବ। ଏହା ସହିତ ଯେଉଁମାନଙ୍କର ପୂର୍ବରୁ ଟଙ୍କା କଟାଯାଇଥିଲା ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ। ଆପଣଙ୍କୁ କହିରଖିବୁ ଏହା ପୂର୍ବରୁ କିନ୍ତୁ ବ୍ୟାଙ୍କ ମୋଟାରିଅମ ବ୍ୟବହାର କରିଥିବା ଗ୍ରାହକ ମାନଙ୍କ ଠୁ ଚକ୍ରବର୍ତ୍ତୀ ସୁଧ ନେଇଥିଲା କିନ୍ତୁ ଏହା ପରେ ଗଜେନ୍ଦ୍ର ଶର୍ମାଙ୍କ ନିବେଦନ ଦାଖଲ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲା। ସେଥିପାଇଁ ଏବେ ଚକ୍ରବର୍ତ୍ତୀ ସୁଧ ବଦଳରେ ଖାଲି ସୁଧ ନିଆଯିବ।

କରୋନା ମହାମାରି ଲକଡାଉନରେ ଏହି ସମୟରେ ଇଏମଆଇରେ ମିଳିବ ଛାଡ଼:-
ଆପଣଙ୍କୁ କହିରଖିବୁ କି ଲୋନ ମୋଟାରିଅମ ସମୟ ସୀମା ମାର୍ଚ୍ଚ ୧ ତାରିଖରୁ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଲାଗୁହେବ।କେନ୍ଦ୍ର ସରକାର ଲୋକ ନେଇଥିବା ଲୋକଙ୍କୁ ଛାଡ଼ ସୁବିଧା ଦେଇ ଇଏମଆଇରେ ଜମା ଉପରେ ଛାଡ଼ ଦେଇଛନ୍ତି। ଖୁସି କଥା ଏହା ଏହା କି ଯେ ୩୧ ଅଗଷ୍ଟ ପରଠାରୁ ଇଏମଆଇରେ ସରଳ ସୁଧ ଜମା କରିବାକୁ ହେବ। ଏହି ସବୁ ସୁଧ ମୋରାଟୋରିଅମ ହୁଉସିଂ, ଏଜୁକେସନ ଲୋନ, କ୍ରେଡ଼ିଟ କାର୍ଡ଼ ଭଳି ଲୋନ ପାଇଁ ଏହା ସବୁ ଦିଆଯାଇଥାଏ।
କରୋନା ମହାମାରୀ ସମୟରେ ଲୋନ ଜମାନକରିବା ଜାଣିଶୁଣି ବାଧ୍ୟତାମୂଳକ ଥିଲା:-
ଆପଣଙ୍କୁ କହିରଖିବୁ ଅଭିଯୋଗ କରିଥିବା ଗଯେନ୍ଦ୍ର ଶର୍ମା କହିଛନ୍ତି କି କରୋନା ଲକଡାଉନ ସମୟରେ ସମସ୍ତ ବ୍ୟବସାୟ ବନ୍ଦ କାରଣରୁ ସେମାନେ ଲୋନ ପୈଠ କରିପାରିନଥିଲେ। ଲକଡାଉନ ସମୟରେ କୌଣସି ବି ସଂସ୍ଥା ଚାଲୁନଥିବାରୁ ରୋଜଗାର ହୋଇପାରୁନଥିଲା ତେବେ ଲୋନ କିପରି ବା ପୈଠ କରିଥାନ୍ତେ । ଆଉ ଏକ କଥା ବି ହେଲା ମୋରାଟୋରିଅମ ବିଷୟରେ ଅନେକ ଲୋକ ଜାଣିନଥିଲେ।

ଯେବେ ଏହା ବିଷୟରେ ଜାଣି ହିଁ ନଥିଲେ ତେବେ ଏହାର ବ୍ୟବହାର ପାଇଁ ଆବେଦନ ହିଁ କିପରି କରିବେ। ଆପଣ ଜାଣିଥିବେ ଲକଡାଉନ ସମୟରେ ପୋଲିସର କଡା ସୁରକ୍ଷା ଥିଲା ଯାହା କାରଣରୁ କେହି ଘରୁ ବାହାରିନଥିଲେ ତ କିପରି ଲୋନ ପୈଠ କରିଥାନ୍ତେ? ପ୍ରକୃତରେ ଏହି ମାମଲା ରାଇଟ ଟୁ ଲିଭ ର ଅଟେ। ଏହାର ନେଇ ଆମେ ଅଭିଯୋଗ କରିଛୁ।ଏହା ପରେ ସେମାନେ କହିଛନ୍ତି କି କୋର୍ଟର ରାୟ ତାଙ୍କ ପକ୍ଷରେ ରହିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।