IPL୨୦୨୧: ଚେନ୍ନାଇ ସୁପର କିଙ୍ଗସର ପ୍ଲେଇଁ ଇଲେଭେନ ଦେଖି ଚକିତ ରହିଗଲେ ବିରେନ୍ଦ୍ର ସେହ୍ୱାଗ, ଏହା ଥିଲା ଆଶ୍ଚର୍ଯ୍ୟ ହେବା ପଛର କାରଣ!

ଆଇପିଏଲ ୨୦୨୧ ର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ଦେଖାଇଛି ଦମଦାର ଖେଳ। ଯାହାକୁ ଦେଖି ବିରେନ୍ଦ୍ର ସେହ୍ୱାଗ ଚକିତ ହୋଇପଡିଛନ୍ତି। ଏହା ସହିତ ସେ ମଧ୍ୟ ଟ୍ୱିଟ କରିଛନ୍ତି ଯେ ଏହି ଟିମ ର ବ୍ୟାଟିଂ ଲାଇନପ ତ ଶେଷ ହିଁ ହେଉନି। ଚେନ୍ନାଇ ସୁପର କିଙ୍ଗସ ଯେଉଁ ୧୧ ଖେଲାଳିଙ୍କୁ ଦିଲ୍ଲୀ ବିପକ୍ଷରେ ଖେଳିବାକୁ ସୁଯୋଗ ଦେଇଛି ସେମାନେ ସମସ୍ତେ ବ୍ୟାଟିଂ କରିବାର କୌଶଳ ରଖିଛନ୍ତି।

Google

ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ ଲାଇନପର ଅନ୍ଦାଜ ଆପଣ ଏଥିରୁ ଲଗାଇପାରିବେ ୧୧ ନମ୍ବରରେ ବ୍ୟାଟିଂ କରିବାକୁ ଯାଇଥିବା ଦୀପକ ଚାହାର ମଧ୍ୟ ଏକ ଅଲରାଉଣ୍ଡର ଭାବେ ପରିଚିତ। ୯ ନମ୍ବର ରେ ଡିଜେ ବ୍ରାଭୋ ଏବଂ ୧୦ ନମ୍ବର ରେ ସାରଦୁଲ ଠାକୁର ଥିଲେ। ଏହାକୁ ଦେଖି ବିରେନ୍ଦ୍ର ସେହ୍ୱାଗ ଟ୍ୱିଟ କରିଛନ୍ତି ଯେ ବ୍ୟାଟିଂ ଲାଇନଅପ ଶେଷ ହିଁ ହେଉନି।

Google

ଦିଲ୍ଲୀ ବିପକ୍ଷରେ ଚେନ୍ନାଇର ବ୍ୟାଟିଂ ଲାଇନ ଅପ ଥିଲା ଏମିତି: ଋତୁରାଜ ଗାଏକବାଡ଼,ଫାଫ ଡୁ ପ୍ଲେସି,ସୁରେଶ ରାଇନା,ଅମ୍ବତି ରାୟୁଡୁ,ମୋଇନ ଅଲି, ମହେନ୍ଦ୍ର ସିଂ ଧୋନି,ସାମ କରନ, ରବୀନ୍ଦ୍ର ଜାଡେଜା,ସାରଦୁଲ ଠାକୁର,ଦ୍ୱେନ ବ୍ରାଭୋ,ଦୀପକ ଚାହାର।

ଚେନ୍ନାଇ ସୁପର କିଙ୍ଗସ ୩ ଓଭରରେ ନିଜର ୨ ଟି ୱିକେଟ ହରାଇଦେଇଥିଲା। ତଥାପି ୧୮୮ ରନ କରିବାରେ ସକ୍ଷମ ହୋଇପାରିଥିଲା। ଡୁ ପ୍ଲେସୀଙ୍କୁ ଆବେଶ ଖାନ ଆଉଟ କରିଥିଲେ ଏବଂ ଗାଏକବାଡ଼ଙ୍କୁ କ୍ରିସ ଓକ୍ସ। ଦିଲ୍ଲୀ ମଧ୍ୟ ଭଲ ଭଲ ଅଲରାଉଣ୍ଡରଙ୍କ ସହିତ ମ୍ୟାଚକୁ ଆସିଥିଲା। କ୍ରିସ ଓକ୍ସ,ଟମ କରନ ଭଳି ଅଲରାଉଣ୍ଡର ସାମିଲ ଥିଲେ।

Google

ଦିଲ୍ଲୀର ପ୍ଲେଇଁ ଇଲେଭେନ:ପୃଥ୍ବୀ ସ୍ୱ,ଶିଖର ଧାୱନ,ମାର୍କସ ଷ୍ଟୋଇନିକସ,ଋଷଭ ପନ୍ତ,ଆଜିଙ୍କ୍ୟ ରାହାଣେ,କ୍ରିସ ଓକ୍ସ,ଆବେଶ ଖାନ,ସମରନ ହେଟମାୟାର,ଟମ କରନ,ରବିଚନ୍ଦ୍ରନ ଅଶ୍ୱିନୀ,ଅମିତ ମିଶ୍ର,

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *