ସୋନୁ ସୁଡ଼ କୋରନା ପଜିଟିଭ ଚିହ୍ନଟ ହେବା ପରେ ଫ୍ୟାନ୍ସ ମାନେ କହିଲେ ଏମିତି କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ। ଦେଖନ୍ତୁ ଟ୍ୱିଟ।

ସୋସିଆଲ ମିଡିଆରେ କୋଭିଡର ଦ୍ୱିତୀୟ ଲହରୀ ଦୁଇଗୁଣ ଜୋରରେ ବଢି ଚାଲିଛି, ଆଉ ଦୁଇଗୁଣ ଦ୍ରୁତ ଗତିରେ ଲୋକଙ୍କୁ ନିଜ ଆୟତ୍ତରେ ନେଇ ଚାଲିଛି। ସୋନୁ ସୁଦ ବି ଏହି ଲିଷ୍ଟରେ ଏବେ ସାମିଲ ହେଇ ଯାଇଛନ୍ତି। ସୋନୁ ସୁଦ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜେ ହିଁ ନିଜର ଫ୍ୟାନ ମାନଙ୍କୁ ଏହି ଖବର ବାବଦରେ କହିଛନ୍ତି କି ସେ ଏବେ କୋଭିଡ ପଜିଟିଭ ଅଛନ୍ତି। ଏହା ସହିତ ହିଁ ସେ ଏବେ ଏବେ ହି ଟ୍ୱିଟ କରିକି କିଛି ରୋଗୀ ମାନଙ୍କର ସାହାଯ୍ୟ ନ କରି ପାରିବାର ଦୁଃଖ ପ୍ରକାଶ କରିଛନ୍ତି। ଏହା ତାଙ୍କର ହୃଦୟଙ୍ଗତ ସମ୍ବେଦନା ଅଟେ।

ସୋନୁ ସୁଦ ଲେଖିଲେ,” ଆପଣ ସଭିଙ୍କୁ ମୋର ଏଇଆ ଜଣେଇବାର ଥିଲା କି ଆଜି ସକାଳେ ହିଁ ମୋର କୋଭିଡ ଟେଷ୍ଟର ରିପୋର୍ଟ ପଜିଟିଭ ଆସିଛି। ମୁ ନିଜକୁ କ୍ବାରେଣ୍ଟିନ କରି ଦେଇଛି ଆଉ ସଭିଙ୍କୁ ସାବଧାନ ରହିବା ପାଇଁ କହୁଛି। ମାତ୍ର ଚିନ୍ତା କରିବା କଥା ନୁହଁ କାରଣ ମୁଁ ବହୁତ ଜଲଦି ହିଁ ଠିକ ହେଇଯିବି। ଏହା ଆପଣ ନିଶ୍ଚୟ ମନେ ରଖନ୍ତୁ କି ମୁଁ ଆପଣଙ୍କର ସମସ୍ତ ପରିସ୍ଥିତିରେ ସହଯୋଗ କରିବା ପାଇଁ ତୟାର ଅଛି।” ଏହି ଖବର ଆସିବା କ୍ଷଣି ହିଁ ସୋସିଆଲ ମିଡିଆରେ ଲୋକ ମାନଙ୍କର ସମ୍ବେଦନାର ମେସେଜ ବର୍ଷା ହେଉଛି।

ସୋସିଆଲ ମିଡିଆ ଉପରେ ଯେପରି ହିଁ ସୋନୁ ସୁଦଙ୍କର କରୋନା ପଜିଟିଭ ହେବା ଖବର ଆସିଲା ସେହିପରି ହିଁ ଲୋକ ମାନେ ତାଙ୍କର ସମ୍ବେଦନ ଶୀଳତା ତଥା ତାଙ୍କର ସ୍ୱାସ୍ଥ୍ୟ ପାଇ ନିଜର ଚିନ୍ତା ଜାହିର କଲେ। ଏହାର କାରଣରୁ ସୋସିଆଲ ମିଡିଆରେ ଏପରି ଅନେକ ଟ୍ୱିଟ ଆସିବାକୁ ଲାଗିଲା ଯାହା କି ଆକ୍ଟର ସୋନୁ ସୁଦଙ୍କର ସ୍ୱାସ୍ଥ୍ୟ ଠିକ ହେବା ପାଇଁ କାମନା କରିବାକୁ ଲାଗିଲା।

ଜଣେ ୟୁଜର ଲେଖିବାର ନଜର ଆସିଲେ ଯେ,” ଲକଡାଉନର ମସିହା ଙ୍କ ସହ ଆମର କାମନା ତଥା ପ୍ରାର୍ଥନା ସର୍ବଦା ଅଛି ଆଉ ଆମେ ଆଶା କରୁଛୁ କି ଆପଣ ବହୁତ ଜଲଦି ଠିକ ହେଇ ଯିବେ।” ସେହିଠାରେ ଆଉ ଜଣେ ୟୁଜର ଲେଖିଲେ,” ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ଚିନ୍ତିତ ଅଛୁ ମାତ୍ର ଆମର ଭରସା ଅଛି କି ଆପଣ କୋରନାକୁ ହରେଇ ଦେବେ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *