ଚାଣକ୍ୟଙ୍କ ନୀତିକୁ ନିଜ ଭିତରେ ଆତ୍ମସାତ କରିନିଆଯାଏ ତ ସଫଳତା ହାସଲ କରିହେବ। ଏହା କୁହାଯାଇପାରେ କି ଚାଣକ୍ୟ ନୀତି ସଫଳତା ପାଇବା ପାଇଁ ଶିକ୍ଷା ଦେଇଥାଏ।ସେହି ନୀତିରେ ସେ ଏପରି ଅଭ୍ୟାସ ବିଷୟରେ କହିଛନ୍ତି ଯାହାକୁ ନଛାଡିବା ଦ୍ଵାରା ଆର୍ଥିକ ସମସ୍ୟା ଲାଗିରହିଥାଏ।

ଚାଣକ୍ୟ ନୀତିରେ ସେହି ସବୁ ବିଷୟକୁ ଭଲସେ ବୁଝାଯାଇଛି ଯାହା ଆମ ଜୀବନଉପରେ ଅନେକ ପ୍ରଭାବ ପକାଇଥାଏ। ଚାଣକ୍ୟଙ୍କ ନୀତିକୁ ନିଜ ଭିତରେ ଆତ୍ମସାତ କରିନିଆଯାଏ ତ ସଫଳତା ହାସଲ କରିହେବ। ଏହା କୁହାଯାଇପାରେ କି ଚାଣକ୍ୟ ନୀତି ସଫଳତା ପାଇବା ପାଇଁ ଶିକ୍ଷା ଦେଇଥାଏ। ସେହି ନୀତିରେ ସେ ଏପରି ଅଭ୍ୟାସ ବିଷୟରେ କହିଛନ୍ତି ଯାହାକୁ ନଛାଡିବା ଦ୍ଵାରା ଆର୍ଥିକ ସମସ୍ୟା ଲାଗିରହିଥାଏ। ଏହା ଦ୍ଵାରା ଧନୀ ବ୍ୟକ୍ତି ମଧ୍ୟ ଗରିବ ହୋଇଯାଇଥାଏ। ଚାଣକ୍ୟଙ୍କ ଅନୁସାରେ କଣ ସେହି ଅଭ୍ୟାସ ଆସନ୍ତୁ ଜାଣିବା।
ସ୍ୱଚ୍ଛତାର ଧ୍ୟାନ ନରଖିବା:-
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ସ୍ୱଚ୍ଛତାର ଧ୍ୟାନ ନରଖିଥାଏ ସେ ବ୍ୟକ୍ତି ମାତା ଲଷ୍ମୀଙ୍କୁ ଅପ୍ରସନ୍ନ କରିଦେଇଥାଏ ଓ ମାତା ଲଷ୍ମୀ ତାଠୁ ଦୁରେଇ ଯାଇଥାନ୍ତି।ଏପରି ଅବସ୍ଥାରେ ଧନୀ ବ୍ୟକ୍ତି ମଧ୍ୟ ଗରିବ ହେବାକୁ ଅଧିକ ସମୟ ଲାଗିନଥାଏ।
ଯିଏ ମିଠା କଥା କହିନଥାନ୍ତି:-
ଯେଉଁ ଲୋକ ସର୍ବଦା କଠୋର କଥା କହିଥାନ୍ତି। ସମସ୍ତଙ୍କ ସହ ରାଗରେ କଥାହୋଇଥାନ୍ତି ସେହି ଲୋକଙ୍କ ପାଖରେ ମାତା ଲଷ୍ମୀ ରହିନଥାନ୍ତି। ଯଦି ଆପଣଙ୍କ ଭିତରେ ମଧ୍ୟ ଏହି ଗୁଣ ଅଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ। କାରଣ କଠୋର କଥା ଆପଣଙ୍କର କେବଳ କ୍ଷତି କରିଥାଏ।

ସୂର୍ଯ୍ୟଦୟ ପରେ ଶୋଉଥିବା ବ୍ୟକ୍ତି:-
ଯେଉଁ ଲୋକ ସୂର୍ଯ୍ୟଦୟ ପରେ ଶୋଇରହିଥାନ୍ତି ଉଠନ୍ତି ନାହିଁ। ସେହି ଲୋକ ନିଜ ଜୀବନରେ କେବେବି ଧନୀ ହୋଇପାରି ନଥାନ୍ତି। ତା ସହିତ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ଲୋକ ସୂର୍ଯ୍ୟଦୟ ହେବା ସମୟରେ ମଧ୍ୟ ଶୋଇଥାଏ ତାଙ୍କର ଆର୍ଥିକ ସଂବୃଦ୍ଧି ଅଟକିଯାଇଥାଏ।
ଯିଏକି ଦାନ୍ତକୁ ସଫା ରଖିନାଥନ୍ତି:-
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ କୁହାଯାଇଛି ଯେଉଁ ଲୋକ ନିଜ ଦାନ୍ତକୁ ସଫା କରନ୍ତିନି ବା ସଫା ରଖିନଥାନ୍ତି ସେମାନଙ୍କୁ ସର୍ବଦା ମାତା ଲଷ୍ମୀଙ୍କ ଠୁ ଦୂରରେ ରହିବାକୁ ପଡିଥାଏ ଓ ଏପରି ଲୋକ ଚାହିଁକିବି ଧନୀ ହୋଇପାରିନଥାନ୍ତି।
ଅଧିକ ଖାଇବା ଵାଲା:-
ଆବଶ୍ୟକତା ଠୁ ଅଧିକ ଖାଦ୍ୟ ଦିନସାରା ଖାଉଥିବା ଲୋକ ମଧ୍ୟ ଧନୀ ହୋଇପାରନ୍ତି ନାହିଁ। କାରଣ କୁହାଯାଇଛିକି ଆବଶ୍ୟକତା ଠୁ ଅଧିକ ଖାଉଥିବା ଲୋକ ଦରିଦ୍ର ହୋଇଯାଇଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।