ରାଫେଲ ଠାରୁ ଡରିଗଲା ଚୀନ, ବାୟୁସେନା ପ୍ରମୁଖ ଦେଲେ ବଡ଼ ବୟାନ।

ବାୟୁସେନା ପ୍ରମୁଖ ଆରକେଏସ ଭଦୋରିଆ କହିଲେ କି ରାଫେଲ ଯୋଗୁଁ ଚୀନର କ୍ୟାମ୍ପ ମାନଙ୍କରେ ଭୟର ମାହୋଲ ଅଛି। ଏହି କାରଣରୁ ସେ ଯେ ୨୦ ଏୟାରକ୍ରାଫ୍ଟ ଏଲଓସିରେ ଲଞ୍ଚ କରି ଦେଇଛନ୍ତି। ତାଙ୍କର ଦାବି କି ଭାରତ ଚିନି ସେନାଙ୍କୁ ମୁକାବିଲା କରିବା ପାଇଁ ଉପଯୁକ୍ତ ସେନା ଯୋଗେଇ ଦେଇଛନ୍ତି।

Google

ତାଙ୍କ କହିବା କଥା କି ଚୀନ ସରକାର ତଥା ସେନା ମାନଙ୍କ ସହ ଲଗାତାର କଥା ବାର୍ତ୍ତା ଜାରି ଅଛି। ସବୁ କିଛି କଥା ବାର୍ତ୍ତାର ଫଳାଫଳ ଉପରେ ନିର୍ଭର କରେ। ଯଦି କଥାର ରେଜଲ୍ଟ ପଛକୁ ହଟିଯିବା ହୁଏ ତାହେଲେ ଭଲ ହେବ ମାତ୍ର ଯଦି ପରିସ୍ଥିତି ଜଟିଳ ହୁଏ ତାହେଲେ ତାହା ପାଇଁ ଆମ ସେନା ପ୍ରସ୍ତୁତ ଅଛି। ଜଣେ ନିଉଜ ଏଜେନ୍ସିକୁ ସେ କହିଲେ କି ଗୋଟେ ସେନାର ଦାୟିତ୍ତ୍ୱ ସବୁ ସ୍ଥିତିରେ ନିଜ ସୀମାର ରକ୍ଷା କରିବା।

ସେ କହିଲେ କି ପୁଞ୍ଜିଗତ ଖର୍ଚ୍ଚରେ ବୃଦ୍ଧି କରିବା ବହୁତ ବଡ଼ ପଦକ୍ଷେପ ଅଟେ। ପୂର୍ବ ବର୍ଷ ବି ପ୍ରାୟ ୨୦ ହଜାର କୋଟି ଟଙ୍କା ଉପଲବ୍ଧ କରା ଯାଇ ଥିଲା ଯାହାଦ୍ୱାରା ସେନା ମାନଙ୍କୁ ସାହାଯ୍ୟ ମିଳିଲା। ମୋତେ ଲାଗୁଛି କି ଏହା ଆମ କ୍ଷମତା ନିର୍ମାଣ କରିବା ପାଇଁ ପର୍ଯ୍ୟାପ୍ତ ଅଟେ। ସେହି ସମୟରେ ଚୀନ ସହ ବିବାଦ ଦେଖିକି ଭାରତୀୟ ସେନା ଏଲଓସି ପାଖରେ ୩୦ ନୂଆ ସ୍କ୍ବାଡ୍ରନ ଆରମ୍ଭ କରିବାର ପ୍ରୋଗ୍ରାମ ବନେଇଲା।

Google

ତାଙ୍କର ଏହି ବୟାନ ଏପରି ସମୟରେ ଆସିଛି ଯେଉଁ ସମୟରେ ସାଧାରଣ ସେନାକୁ ପୂର୍ବ ସମୟ ଅପେକ୍ଷା ୭.୪% ଅଧିକର ବ୍ୟବସ୍ତା କରା ଯାଉଛି। ଏହି ବର୍ଷ ସେନା ପାଇଁ ପ୍ରାୟ ୩.୬୨ ଲକ୍ଷ କୋଟି ଟଙ୍କା ଅଧିକ ବ୍ୟବସ୍ଥା କରା ଯାଇଛି। ସେନା ଉପରେ ଥିବା ପ୍ରେସରକୁ ଦେଖି ଲୋକ ମାନଙ୍କର ନଜର ଏହି କଥା ଉପରେ ଲାଗିଥିଲା କି ସରକାର ରକ୍ଷା କ୍ଷେତ୍ର ପାଇଁ କେତେ ବଜେଟ ରଖିଥିଲା। ଏହି ମାମଲାରେ ଆମେରିକା ସବୁଠୁ ଉପରେ ଅଛି ଆଉ ଚୀନ ନମ୍ବର ୨ରେ ଅଛି। ଦୁଇଟି ହିଁ ଦେଶ ନିଜର ସୁରକ୍ଷାକୁ ବହୁତ ଧ୍ୟାନ ଦିଅନ୍ତି।

ଏହା ଆଗରୁ ଜାନୁଆରୀରେ ବାୟୁସେନା ପ୍ରମୁଖ କହିଥିଲେ କି ଭାରତୀୟ ବାୟୁସେନା ଡିଆରଡିଓ ଙ୍କ ସହ ମିଶି ଏକ ପଞ୍ଚମ ଜେନେରେସନର ଲଢାକୁ ବିମାନ କାର୍ଯ୍ୟକୁ ସଫଳ କରିଛି। ଏଥିରେ ଷଷ୍ଠ ପିଢ଼ିର କିଛି ଉପକରଣ ବି ସାମିଲ ଅଛି। ସେମାନେ କହିଲେ କି ଟିକେ ଡେରିରେ ସେମାନେ ପଞ୍ଚମ ପିଢ଼ି ଉପରେ କାମ କରିବା ଆରମ୍ଭ କଲେ। ଏଥିପାଇଁ ତତ୍କାଳୀନ ପ୍ରାଦ୍ୟୋଗୀକ ତଥା ସେନ୍ସରର ପଞ୍ଚମ ପିଢ଼ି ଲାଧାକୁ ବିମାନକୁ ଏଥିରେ ସାମିଲ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *