ଏୟାରଟେଲ ନିକଟରେ ନିଜ ଗ୍ରାହକଙ୍କୁ ସବୁ ପ୍ରିପେଡ ଭାଉଚର ଅଫର ଦେବାକୁ ଥିବା ‘ପୋଷ୍ଟ ପ୍ୟାକ ବେନିଫିଟସ’ ବିଷୟରେ କହିଛି। ଏହି ବେନିଫିଟସ ସେହି ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ଅଟେ,ଯିଏ ପ୍ରପେଡ ପ୍ଲାନର ବ୍ୟବହାର କରୁଛନ୍ତି। ଏହା ସେହି ବେନିଫିଟସ ଯାହାକୁ କମ୍ପାନୀ ସବୁଦିନ,ବା ମାସକୁ ମିଳୁଥିବା ଡାଟା ଭଏସ ଓ ଏସଏମ୍ଏସ ଅଫର ଶେଷ ପରେ ଯୋଗାଇବ। ଉଦାହରଣ ପାଇଁ ଏୟାରଟେଲର ୫୯୯ର ପ୍ରିପେଡ ପ୍ଲାନରେ ଡେଲି ଡାଟାର ବେନିଫିଟସ ମିଳିଥାଏ। ମାନେ କି ପୋଷ୍ଟ ପ୍ୟାକର ଫାଇଦା ସେବେ ବୁଝିହବ ଯେବେ ୟୁଜର୍ସଙ୍କ ଡେଲି ଡାଟା ପ୍ୟାକ ଶେଷ ହୋଇଯିବ। ଏହାଛଡା ଏୟାରଟେଲ ଅନଲିମିଟେଡ କଲ ,ଡେଲି ଏସଏମ୍ଏସ କୋଟା ସମେତ ଅନ୍ୟ ଫାଇଦା ମଧ୍ୟ ଅଫର କରିଛନ୍ତି। ଏହାଛଡା ଆଉ ମଧ୍ୟ ଫାଇଦା ଅଛି,ଯାହା ଏୟାରଟେଲ ଦିବାଲି ଅଫର ରୂପରେ ଗ୍ରାହକଙ୍କ ପାଖରେ ଉପଲବ୍ଧ କରାଇଛି।

ଏହି ପ୍ରିପେଡ ପ୍ଲାନରେ ଲାଗିବ ନାହିଁ ଫିସ:-
ଭାରତୀୟ ଏୟାରଟେଲ ଅନଲିମିଟେଡ଼ କମ୍ବୋ ପ୍ଲାନ କଥା କହିବାକୁ ଗଲେ କମ୍ପାନୀ ୧୯ ଟଙ୍କା,୧୨୯ଟଙ୍କା,୧୪୯ଟଙ୍କା,୧୭୯ଟଙ୍କା,୧୯୭ଟଙ୍କା,୧୯୯ଟଙ୍କା,୨୧୯ଟଙ୍କା,୨୪୯ ଟଙ୍କା,୨୭୯ଟଙ୍କା,୨୮୯ଟଙ୍କା,୨୯୭ଟଙ୍କା,୨୯୮ଟଙ୍କା,୩୪୯ଟଙ୍କା,୩୭୯ଟଙ୍କା,୩୯୮ଟଙ୍କା,୩୯୯ଟଙ୍କା,୪୪୮ଟଙ୍କା,୪୪୯ଟଙ୍କା,୪୯୭ଟଙ୍କା,୪୯୯ଟଙ୍କା,୫୫୮ଟଙ୍କା,୫୯୮ଟଙ୍କା,୫୯୯ଟଙ୍କା,୬୪୭ଟଙ୍କା,୬୯୮ଟଙ୍କା,୧୪୯୮ଟଙ୍କା,୨୪୯୮ଟଙ୍କା,୨୬୯୮ଟଙ୍କାର ଅଫର ରହିଛି। ଏହି ପ୍ୟାକରେ ଅଲ ଲିମିଟେଡ଼ କଲର ସୁବିଧା ରହିଛି। ଏହି ସବୁ ପ୍ରିପେଡ ପ୍ଲାନରେ ଅଲ ଲିମିଟେଡ଼ କଲିଂରେ କୌଣସି ପଇସା ଦେବାକୁ ପଡେନାହିଁ।
୬୪କେବିପିଏସ ସ୍ପୀଡ଼ରେ ଅଲଗା ମିଳିବ ଡାଟା:-
ଡାଟା ବେନିଫିଟସ କଥା କହିବାକୁ ଗଲେ ୧୯୯ଟଙ୍କା,୨୧୯ଟଙ୍କା,୨୪୯ଟଙ୍କା,୨୭୯ଟଙ୍କା,୨୮୯ଟଙ୍କା,୨୯୭ଟଙ୍କା,୨୯୮ଟଙ୍କା,୩୪୯ଟଙ୍କା,୩୯୯ଟଙ୍କା,୪୪୯ଟଙ୍କା,୪୯୯ଟଙ୍କା,୪୯୭ଟଙ୍କା,୫୫୮ଟଙ୍କା,୫୯୮ଟଙ୍କା,୫୯୯ଟଙ୍କା,୬୪୭ଟଙ୍କା,୨୪୯୮ଟଙ୍କା ଓ ୨୬୯୮ ଟଙ୍କାର ରିଚାର୍ଜ ପ୍ୟାକ ଡେଲି ଡାଟା ବେନିଫିଟସ ସହ ଆସିଥାଏ। ସବୁ ପ୍ଲାନରେ ମିଳୁଥିବା ଡେଲି ଡାଟାର ଲିମିଟ ଅଲଗା ଅଲଗା ଅଟେ।

ଡେଲି ଡାଟା ସରିବା ପରେ ୟୁଜର୍ସଙ୍କୁ ୬୪ କେବିପିଏସ ସ୍ପୀଡ଼ର ଅନ ଲିମିଟେଡ଼ ଡାଟା ମିଳିଥାଏ। ଏହି ସ୍ପୀଡ଼ ସାହାଯ୍ୟରେ ୟୁଜର୍ସ ସହଜରେ ହ୍ଵାଟ୍ସଆପ ମେସେଜ ସେଣ୍ଡ ଓ ରିସିଭ କରିପାରିବେ। ସେହିପରି ୧୯ଟଙ୍କା,୪୮ ଟଙ୍କା,୪୯ ଟଙ୍କା,୭୯ଟଙ୍କା,୯୮ଟଙ୍କା,୧୨୯ଟଙ୍କା,୧୪୯ଟଙ୍କା,୧୭୯ଟଙ୍କା,୧୯୭ଟଙ୍କା,୨୫୧ଟଙ୍କା,୩୭୯ଟଙ୍କା,୪୦୧ ଓ ୧୪୯୮ଟଙ୍କାର ରିଚାର୍ଜ ପ୍ଲାନରେ ମିଳୁଥିବା ଡାଟା ସରିବା ପରେ ୫୦ ପଇସା ପର ଏମ୍ବି ବା ଭାଉଚର ଟ୍ୟାରିଫ ପ୍ଲାନ ହିସାବରେ ଚାର୍ଜ ନିଆଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।