ଅକ୍ଷୟ କୁମାର ଓ ଅଜୟ ଦେବଗନ ସବୁ ଫିଲ୍ମରେ ଅଲରାଉଣ୍ଡର କାମ କରନ୍ତି। ଏବେ ସମୟରର ଏହି ଦୁଇ ଜଣ ହିରୋ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୁଦ୍ଧରେ ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ କୋର୍ଟ ଯିବା ନେଇ ଆକ୍ଟର,ପ୍ରଡିଉସର ଓ ଲେଖକ କମାଲ ରାସିଫ ଖାଁ ତାଙ୍କ ଉପରେ ରାଗିଯାଇଛନ୍ତି ଓ କହିଲେ କି ସୁଶାନ୍ତ କେସରେ ତ କିଛି କହିଲେନି ହେଲେ ଅର୍ଣ୍ଣବଙ୍କ ବିରୁଦ୍ଧରେ କୋର୍ଟରେ ପହଞ୍ଚିଗଲେ।

କଙ୍ଗନାଙ୍କ ଅଫିସ ଭାଙ୍ଗିବାରେ ମଧ୍ୟ ଉଠେଇଲେ ପ୍ରଶ୍ନ:
କମାଲ ରାଶିଫ ଖାଁ ଏକ ଟ୍ଵିଟ ଜରିଆରେ କହିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ମାମଲା ଓ କଙ୍ଗନାଙ୍କ ଅଫିସ ଭାଙ୍ଗିବାରେ ମଧ୍ୟ ଅଜୟ ଓ ଅକ୍ଷୟ ଚୁପ ରହିଲେ। ଡ୍ରଗ୍ସ ମାମଲାରେ ୨ ଜଣ କିଛି କହିଲେ ନାହିଁ। ହେଲେ ସୁଶାନ୍ତଙ୍କ ପାଇଁ ଲଢ଼ୁଥିବା,ସତ ସହ ରହୁଥିବା ଅର୍ଣ୍ଣବଙ୍କ ବିରୁଦ୍ଧରେ କୋର୍ଟରେ ଆଗ ପହଞ୍ଚିଗଲେ। ସତ କଥା ଜଣାପଡିଛି ଏମାନଙ୍କ।

କମାଲ ରାଶିଫ ଖାନ କଲେ ଆଉ ଏକ ଆଶ୍ଚର୍ଯ୍ୟଜନକ ଟ୍ୱିଟ:
କମାଲ ରାଶିଫ ଖାଁ ସୁଶାନ୍ତଙ୍କ କେସରେ ମୂଳରୁ ଟୁଇଟ କରି ଆସୁଛନ୍ତି। କିଛି ସମୟ ପୂର୍ବରୁ ସେ ଟୁଇଟ କରିଥିଲେ କି କଣ ଆପଣଂକୁ ଲାଗୁଛି କି ବଲିଉଡର ଲୋକ ସବୁ ମିଶିକି ଅଛନ୍ତି। ଏଥିପାଇଁ ସେ ଅର୍ଣ୍ଣବଙ୍କ ବିରୁଦ୍ଧରେ କୋର୍ଟ ଯାଉଛନ୍ତି?

ଶାହାରୁଖ -ସଲମାନ ସମେତ ୩୪ ପ୍ରଡକ୍ସନ ହାଉସ ଗଲେ କୋର୍ଟ:
ବଲିଉଡର ବହୁତ ସଫଳ ଆକ୍ଟର,ନିର୍ଦେଶକ,ନିର୍ମାତା ଓ ତାଙ୍କ ବ୍ୟାନର ନାମ ସାମିଲ ଅଛି। ୟାଚିକା ଦର୍ଜ କରେଇବାରେ ଶାହାରୁଖ ଖାନ, ଅମୀର ଖାଁ,ସଲମାନ ଖାଁ, କରନ ଜୋହର,ଫରହାନ ଅକତର, ଅଜୟ ଦେବଗାନ, ଅକ୍ଷୟ କୁମାର,ଅନିଲ କପୁର,ଜୋୟା ଅକତର,ଆଦିତ୍ୟ ଚୋପ୍ରା,ସୋହେଲ ଖାଁ,ବିଶାଳ ଭରଦ୍ବାଜ,ବିନୋଦ ଚୋପ୍ରା, ରୋହିତ ସେଠୀ,ରାକେଶ ଓଁ ପ୍ରକାଶ ମେହେରା,କବିର ଖାଁ,ସାଜିଦ ନାଦିୟାବାଲା,ଅର୍ବାଜ ଖାଁ ଆଦି ବ୍ୟାନର ସାମିଲ ଅଛନ୍ତି। ଏହାସହ ଫିଲ୍ମ ଏଣ୍ଡ ପ୍ରଡିଉସର ଗିଲଡ଼ ଅଫ ଇଣ୍ଡିଆ (ପି ଜି ଆଇ),ସିନେ ଆର ଟିଭି ଆର୍ଟିଷ୍ଟ ଆସୋସିଏସନଙ୍କ ନାମ ମଧ୍ୟ ୟାଚିକାକର୍ତାଙ୍କ ମଧ୍ୟରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।