ଆଜି ବଲିଉଡର କିଛି ଟପ ଅଭିନେତା ମାନଙ୍କର ଲିଷ୍ଟରେ ସାମିଲ ହେଇ ସାରିଥିବା ଅକ୍ଷୟ କୁମାରଙ୍କୁ କିଏ ବା ନ ଜାଣେ। ଏହା ହିଁ କାରଣ କି ତାଙ୍କର ଚାହୁଁଥିବା ଲୋକ ମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ତଥା କୋଟି କୋଟି ରେ ହେଇ ସାରିଛି। କେବଳ ସେ ହି ନୁହଁ ତାଙ୍କର ପୁରା ପରିବାର ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି ଯାହାଙ୍କ ଭିତରେ ତାଙ୍କର ସ୍ତ୍ରୀ ଟ୍ଵିଙ୍କିଲ ଖାନ୍ନା ଆଉ ତାଙ୍କର ଦୁଇଟି ପିଲା ମଧ୍ୟ ସାମିଲ ଅଟନ୍ତି। ଆଜି ଆମେ ତାଙ୍କ ପୁତ୍ର ଆରବଙ୍କ ବାବଦରେ କହିବାକୁ ଯାଉଛୁ।
ଏପରି ବି ଆମେ ସମସ୍ତେ ଜାଣୁ କି ଆରବ ଆଜି ଯାଏ ଚର୍ଚ୍ଚା ଠାରୁ ବହୁତ ଦୂରରେ ନଜର ଆସିଛନ୍ତି ମାତ୍ର ଆଜିକାଲି ସେ ବହୁତ ଚର୍ଚ୍ଚାରେ ନଜର ଆସୁଛନ୍ତି। ଏହାର କାରଣ ହେଉଛି ତାଙ୍କରି କହିଥିବା ଏକ କଥା ଯାହା କି ତାଙ୍କୁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରଖିଛି। ତ ଚାଲନ୍ତୁ ଜାଣିବା ଏପରି କି କଥା କହିଲେ ଆରବ।
ଆରବ ଏବେ ମାତ୍ର ୧୬ବର୍ଷର ଅଟନ୍ତି ମାତ୍ର ଲୁକସ ମାମଲା ରେ ସେ ତାଙ୍କ ପିତାଙ୍କ ଠାରୁ କମ ନୁହନ୍ତି। ସେ ଏବେ ଚର୍ଚ୍ଚାରେ ନଜର ଆସୁଛନ୍ତି କାରଣ ତାଙ୍କର ଏକ ବକ୍ତବ୍ୟ ତାଙ୍କୁ ବହୁତ ଚର୍ଚ୍ଚାରେ ପକେଇଛି। ପ୍ରକୃତରେ ଅକ୍ଷୟଙ୍କର ପୁଅ କହିଲେ କି ସେ ବଲିଉଡର ଜଣେ ଅଭିନେତ୍ରୀଙ୍କୁ ବହୁତ ପସନ୍ଦ କରୁଛନ୍ତି ଆଉ ଏପରି ବି କହିଲେ କି ସେ ତାଙ୍କ ଡେଟ କରିବାକୁ ଇଛା ପ୍ରକାଶ କରୁଛନ୍ତି। ଏହା ସହିତ ହିଁ ସେ ସେହି ଅଭିନେତ୍ରୀ ଙ୍କର ନାମ ବି କହିଦେଲେ। ଏ କେହି ନୁହନ୍ତି ବରଂ ବଲିଉଡର ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ ଅଟନ୍ତି। ଏହା ଖାସ କଥା କି ଆରବ ଏହି କଥା ସଭିଙ୍କ ଆଗରେ କହିଲେ।
ଅବଶ୍ୟ ଆରବ କହିଲେ କି ଆଲିଆଙ୍କୁ ଫ୍ୟାନ ଭାବେ ସେ ବହୁତ ପସନ୍ଦ କରନ୍ତି ଆଉ ତାଙ୍କର ଲୁକର ସେ ଦିୱାନା ଅଟନ୍ତି। ଏହି କଥା ବି ସେ ସ୍ୱୀକାର କରିଛନ୍ତି କି ଆଳିଆଙ୍କର ଲୁକ ଆଉ ଚୁଲବୁଲି ହରକତ ତାଙ୍କୁ ତାଙ୍କର ଦିୱାନା ବନେଇ ଦେଇଛି। ସେ ଆଲିଆଙ୍କର ସମସ୍ତ ରିଆଲିଷ୍ଟିକ ଅଭିନୟର ବି ଫ୍ୟାନ ଅଟନ୍ତି ଆଉ ସେ କିଛି କିଛି ଫିଲ୍ମ ଏ ଥିପାଇଁ ବି ଦେଖିଛନ୍ତି କାରଣ ସେଥିରେ ଆଲିଆଙ୍କର ଆକ୍ଟିଂଗ ଅଛି।
ଏଠାରେ ହିଁ କଥା ଆଗକୁ ବଢାଇବାକୁ ଯାଇ ଆରବ କହିଲେ କି ସେ ଫ୍ୟାନ ଭାବେ ଆଲିଆଙ୍କୁ ବହୁତ ପସନ୍ଦ କରନ୍ତି ଆଉ ତାଙ୍କୁ ଡେଟରେ ନେଇ ଯିବାକୁ ଚାହାଁନ୍ତି। ଆଉ ସେ ମଧ୍ୟ କହିଲେ କି ଆଲିଆ ଯେଉଁ ପରିଶ୍ରମର ସହ ଆଜି ଯାଏ କାମ କରିଛନ୍ତି ଆଉ ଏତେ କମ ବୟସରେ ହିଁ ଏତେ ବାଟ ପହଂଚି ପାରିଛନ୍ତି ତାହା ପ୍ରଶଂସନୀୟ ଅଟେ। ଆଉ ଯଦି ଆଲିଆଙ୍କର କହିବା ତ ଆଜିକାଲି ତାଙ୍କର ନାମ ସର୍ବାଧିକ ଅଭିନେତା ରଣବିର କପୁରଙ୍କ ସହ ଯୋଡ଼ା ହେଉଛି।
ଏବେ ଦେଖିବା ଜିନିଷ ଏହା କି ଆଲିଆ ରଣବିରଙ୍କର ହେଉଛନ୍ତି କି ଆରବଙ୍କର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।