ଡ୍ରଗ୍ସ ମାମଲାରେ ଅକ୍ଷୟ କୁମାର କହିଥିଲେ ଏହି କଥା, “ଲଷ୍ମୀ ବମ୍ବ” ଫିଲ୍ମ ବ୍ୟାନ୍ କରିବାକୁ ସୋସିଆଲ୍ ମିଡିଆରେ ହେଲା ଦାବି ।

Akshay Kumar drugs controversy social media raised the demand to ban the film 'Laxmi Bomb', Nitidina

ଡ୍ରଗ୍ସ ମାମଲାରେ ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଲାଗିଥିବା ଦୋଷକୁ ନେଇ ଅକ୍ଷୟ କୁମାର ଏକ ଭିଡିଓ ଜରିଆରେ ନିଜ କଥା କହିଛନ୍ତି । ଅକ୍ଷୟଙ୍କର ଏହି କଥା କେତେ ଲୋକଙ୍କ ଦେହରେ ଗଲାନି। ଦେଖୁ ଦେଖୁ ଲୋକମାନେ ସୋସିଆଲ ମିଡିଆରେ ଆକ୍ଟରଙ୍କ ଚଳଚ୍ଚିତ୍ର “ଲକ୍ଷ୍ମୀ ବମ୍ବ” କୁ ବ୍ୟାନ କରିବାକୁ ଆରମ୍ଭ କରିଦେଇଛନ୍ତି। ସେଥିରେ ବେଶି ଫ୍ୟାନସ ସୁଶାନ୍ତ ସିଂହ ରାଜପୁତ ଙ୍କର ଅଛନ୍ତି ଯିଏ ଚଳଚ୍ଚିତ୍ର କୁ ବ୍ୟାନ କରିବାର ଲାଗିଛନ୍ତି । କହିଦେଉଛୁ କି ଏହି ଚଳଚ୍ଚିତ୍ର ରେ ଅକ୍ଷୟ କୁମାର ଙ୍କ ସହ କିୟାରା ଆଡ଼ବାଣୀ ବି ମୁଖ୍ୟ ଭୂମିକାରେ ଅଛନ୍ତି ।

Akshay Kumar drugs controversy social media raised the demand to ban the film 'Laxmi Bomb'
Google

ଅକ୍ଷୟ କୁମାର ଏକ ଭିଡିଓ ଜରିଆରେ ଏହା କହିଛନ୍ତି କି, ଆଜି ବହୁତ ଦୁଃଖରେ ଆପଣମାନଙ୍କ ସହିତ କଥା ହେଉଛି।ଗତ କିଛି ଦିନରୁ ମନରେ ବହୁତ କଥା ଆସୁଛି ଆପଣମାନଙ୍କ ସହିତ କଥା ହେବା ପାଇଁ , କିନ୍ତୁ ବୁଝି ପାରୁନଥିଲି କି କଣ କହିବି, କାହାକୁ କହିବି, କେତେ କହିବି।ଦେଖନ୍ତୁ, ଷ୍ଟାର ଆମକୁ କହିଲେ ବି ବଲିଉଡ ଇଣ୍ଡଷ୍ଟ୍ରିକୁ ନିଜ ନିଜର ଭଲ ପାଇବାରେ ଗଢିଛନ୍ତି। ଆମେ ଚଳଚ୍ଚିତ୍ର ମାଧ୍ୟମରେ ଆମର ଦେଶର ଧର୍ମ,ଏବଂ ମୂଲ୍ୟକୁ ଦୁନିଆର ସବୁ କୋଣରେ ପହଞ୍ଚାଇଛୁ। ଯାହା ଆପଣମାନେ ଅନୁଭବ କରୁଛନ୍ତି ମୁଁ ଚଳଚ୍ଚିତ୍ର ମାଧ୍ୟମରେ ତାକୁ ଦେଖେଇବାକୁ ପ୍ରୟାସ କଲି ,ସେ ବେରୋଜଗାର ଭାବରେ ହେଉ ପଛେ।ଗରିବ କିମ୍ବା ମୁଁ ସବୁ ମୁଦ୍ରା ର ସିନେମାର ଜରିଆରେ ନିଜ ହିସାବରେ ଦେଖେଇବାକୁ ପ୍ରୟାସ କଲି। ଏପରି ଯଦି ଆପଣଙ୍କୁ ଭିତରେ ରାଗ ଅଛି ତ ସେ ଆମର ଆଖି ଆଗରେ”।

ଅକ୍ଷୟ କୁମାର ଆଗକୁ କହିଛନ୍ତି କି “ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ଏମିତି ବହୁତ କଥା ସାମ୍ନାକୁ ଆସିଛି ଯାହା ଆମକୁ ଯେତିକି ଦୁଃଖ ଦେଇଛି ସେତିକି ଆପଣଙ୍କୁ ମଧ୍ୟ ଦେଇଛି। ଏହି କଥା ଆମ ନିଜକୁ ନିଜେ ଦେଖିବା ପାଇଁ ବାଧ୍ୟ କରିଛି। ଆମ ଇଣ୍ଡଷ୍ଟ୍ରିରେ ଏମିତି ବହୁତ କ୍ଷତ ସ୍ଥାନ ଦେଖିବାକୁ ବାଧ୍ୟ କରିଛି ଯାହାଉପରେ ଧ୍ୟାନ ଦେବା ନିହାତି ଜରୁରୀ ଅଟେ। ଯେମିତି ଡ୍ରଗ୍ସ ବିଷୟରେ ଆଜି କାଲି କଥା ପଡିଛି। ମୁଁ ଆଜି ହୃଦୟ ଉପରେ ହାତ ରଖି କେମିତି ମିଛ କହିଦେବି କି ଏମିତି ହୁଏ ନାହିଁ,ନିଶ୍ଚୟ ହୁଏ ଯେମିତି ସବୁ କାମରେ ହେଉଥିବ ହେଲେ ଏହା କହିବା ଠିକ ନୁହେଁ ଯେ ଏଥିରେ ସବୁ ମଣିଷ ସଂଯୋଗରେ ଥିବେ। ଏମିତି ହୋଇପାରିବ ନାହିଁ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *