ଗୋଟିଏ ସମୟ ଥିଲା ଯେଉଁଥି ଟ୍ଵିଙ୍କିଲ ଯେ ଅକ୍ଷୟଙ୍କର ପତ୍ନୀ ତାଙ୍କର ବହୁତ ପାରଦର୍ଶିତା ଥିଲା। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ହିଟ ହେଉଥିଲା ହେଲେ ଏମିତି ଏକ ସମୟ ଆସିଲା ଯେଉଁଠି ସେ ସଲମାନଙ୍କ ସହ ଫିଲ୍ମ କରିବାକୁ ମନାକରିଦେଲେ ଏବଂ ତାହାବି ଏଥିପାଇଁ ଯେ ସଲମାନଙ୍କ ପ୍ରଭୁତି ଝଗଡ଼ା ପୁର୍ଣ।

ଟ୍ଵିଙ୍କିଲ ଖାନା ଖାଇଲେ ରାଣ ଫିଲ୍ମ ନକରିବାକୁ ସଲମାନଙ୍କ ସହିତ:-
ଖବର ଅନୁସାରେ ୧୯୯୮ରେ ଯେବେ ‘ଜବ ପ୍ୟାର କିସୀସେ ହୋତା ହେ’ ଫିଲ୍ମରେ ସଲମାନ ଏବଂ ଟ୍ଵିଙ୍କିଲଙ୍କ ଯୋଡି ଧମାଲ କରିଥିଲା ଯାହା ପରେ ଏହି ଦୁଇ ଯୋଡି ଗାଏବ ହୋଇଗଲା। ହେଲେ ଆଜି ଯାଏ ଏହା ଜଣାପଡିନି କି ଟ୍ଵିଙ୍କିଲ କଣ ପାଇଁ ସଲମାନଙ୍କ ଫିଲ୍ମ କରିନାହାନ୍ତି।
ସଲମାନଙ୍କ ସହ ହୁଏ ସମସ୍ତଙ୍କ ଝଗଡା:-
ସଲମାନଙ୍କ ସହ ଫିଲ୍ମ କରିବାକୁ ମନା କରିଥିବା ସୋନାଲି ବିନ୍ଦରେ, ଜୁହି ଚାୱଲା, ଅମିଶା ପଟେଲ ସହିତ କେତେ ଅଭିନେତ୍ରୀ ସାମିଲ। ସଲମାନଙ୍କ ଗାର୍ଲଫ୍ରେଣ୍ଡ ଐଶ୍ୱରୀୟ ଏବେ ଫିଲ୍ମ ଦୁନିଆରୁ ଦୂରରେ। ହେଲେ ଗୋଟିଏ ସମୟ ଥିଲା ଯେଉଁଠି ସଲମାନ ଚାପୁଡ଼ା ଐଶ୍ୱରୀୟଙ୍କୁ ମାରିଥିଲେ ଯାହା ପରେ ସଲମାନ ଏବଂ ଐଶ୍ୱରୀୟ ଅଲଗା ହୋଇଗଲେ। ସେ ଏକ ଇଣ୍ଟରଭିଉରେ କହିଥିଲେ ସଲମାନ ମୋ ଉପରକୁ ହାତ ଉଠାଇ ମୋର ବେଜ୍ଜତି କରିଥିଲେ। ରାତି ୩ଟାରେ ସଲମାନ ଐଶ୍ୱରୀୟଙ୍କ ଘରେ ହଙ୍ଗାମା କରିଥିଲେ। ଯାହା ପରେ ଐଶ୍ୱରୀୟ ପୋଲିସ ରିପୋର୍ଟ ମଧ୍ୟ ଲେଖେଇଥିଲେ। ଯାହା ପରେ ଦୁଇଜଣଙ୍କ ଭିତରେ ବ୍ରେକଅପ ହୋଇଗଲା।

ଏହି ଅଭିନେତ୍ରୀଙ୍କୁ ଡରୁଥିଲେ ସଲମାନ ଖାନ:-
୧୯୯୩ରେ ଶ୍ରୀଦେବୀ ଏବଂ ସଲମାନ ଚନ୍ଦ୍ରମୁଖିରେ କାମ କରିଥିଲେ। ଏହା ଛଡା ଚାନ୍ଦ କା ଟୁକୁଡ଼ା ଫିଲ୍ମରେ ମଧ୍ୟ ସେ ଏକା ସାଙ୍ଗରେ ଅଭିନୟ କରିଥିଲେ। ଏକ ଇଣ୍ଟରଭିଉରେ ସଲମାନ କହିଥିଲେ ଯେ ତାଙ୍କୁ ଶ୍ରୀଦେବୀଙ୍କ ଫିଲ୍ମ କରିବାକୁ ଡର ଲାଗେ। ବଲିଉଡରେ ଅଭିନେତ୍ରୀଙ୍କୁ ଅଭିନେତାଙ୍କ ଅପେକ୍ଷା କମ ପଇସା ଦିଆଯାଉଥିଲା, ସେଥିରେ ହଙ୍ଗାମା ହୋଇଥିଲା। ବଲିଉଡରେ ସଦା ସର୍ଵଦା ଅଭିନେତାମାନଙ୍କୁ ଅଧିକ ଭଲ ଟଙ୍କା ଦେବା ପ୍ରଥା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।