ବଲିଉଡରେ ସର୍ବଦା ନିଜର ସୌନ୍ଦର୍ଯ୍ୟ ତଥା ଆକ୍ଟିଂ ଦ୍ୱାରା ଲୋକପ୍ରିୟ ହେଇଥିବା ଆଲିଆ ଭଟ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିବ ରୁହନ୍ତି ଆଉ ସର୍ବଦା କେଉଁ ନା କେଉଁ ସୁରଖି ଭିତରେ ଥାଆନ୍ତି। ଛୋଟ ମୋଟ କାମକୁ ନେଇ ସର୍ବଦା ଚର୍ଚାରେ ରୁହଁନ୍ତି। ସୋସିଆଲ ମିଡିଆରେ ଆଲିଆ ତଥା ରନବୀରଙ୍କର ଆଫେୟାରର ବହୁତ ଚର୍ଚ୍ଚାର ବିଷୟ ପାଲଟିଥିଲା। ସବୁ ଫ୍ୟାନ ମାନେ ତାଙ୍କ ଲଭ ଉପରେ ଛୋଟ ମୋଟ କଥା ଜାଣିବାକୁ ଲାଗିଥିଲେ।

ଏବେ ଏବେ ହିଁ ଆଲିଆଙ୍କର ଏକ ଫୋଟୋ ଆସିଛି ଯାହା ଭିତରେ ସେ ଆଉ କେଉଁ ଜଣେ ଲୋକ ସହ ଡିନର ରେ ଯାଉଛନ୍ତି। ସବୁ ଫ୍ୟାନ ମାନଙ୍କ ମନରେ ଏକ ହିଁ ପ୍ରଶ୍ନ ଅଛି କି ଯଦି ଏ ରଣବିର ନୁହନ୍ତି ତାହେଲେ ଆଉ କିଏ। ତାଙ୍କର ଏହି କଥା ଉପରେ ଏବେ ବହୁତ ଚର୍ଚା କରା ଯାଉଛି।
ଆଲିଆ ନିଜର ଇଂଷ୍ଠାଗ୍ରାମ ଷ୍ଟୋରୀରେ ଏକ ଫୋଟୋ ସେୟାର କଲେ ଯାହା ଏବେକାର ଅଟେ ଆଉ ଆଲି ଆ ଏବେ କାହାରି ସହ ଡେଟରେ ଗ୍ରସ୍ତ କରିଥିଲେ। ସେହି ଫୋଟୋରେ ଆଲିଆ ରଣବିରଙ୍କ ସହ ନୁହଁ ବରଂ ନିଜ ଶାହୀନ ଭଟଙ୍କ ସହ ଡେଟରେ ଯାଇଥିଲେ। ଏହି ଫୋଟରେ ଆଲିଆ ବହୁତ ସୁନ୍ଦର ଲାଗୁଛନ୍ତି ଆଉ ତାହା ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସିଛି।
ଫ୍ୟାନ ମାନେ ସୋସିଆଲ ମିଡିଆ ଉପରେ ବହୁତ ପ୍ରଶ୍ନ ତଥା ଉତ୍ତର ପଚାରିଥିଲେ ଯାହା ଭିତରେ ଆଲିଆ ନିଜ ବାବଦରେ ଆହୁରି ଅନେକ ରହସ୍ୟ ଖୋଲିଥିଲେ। ସେହି ରହସ୍ୟ ମାନଙ୍କ ଭିତରେ ଆଲିଆ ରଣବିର କପୁରଙ୍କ ସହ ରିଲେସନଶିପରେ ରହିବା କଥା ବି ଖୋଲି ଥିଲେ। ସେ ହିଣ୍ଟ ଦେବାକୁ ଯାଇ କହିଲେ କି ତାଙ୍କୁ ନମ୍ବର ୮ ସହ ପ୍ରେମ ଅଛି। ଆଉ ଆପଣଙ୍କୁ ଜଣା ହିଁ ଥିବ କି ନମ୍ବର ୮ ରଣବିର କପୁରଙ୍କର ପସନ୍ଦ ଦାୟକ ନମ୍ବର ଅଟେ।
ଏହାପରେ ଯେବେ ଫ୍ୟାନ ମାନେ ପଚାରିଲେ କି କଣ ସତରେ ନମ୍ବର ୮ ସହ ତାଙ୍କୁ ପ୍ରେମ ଅଛି, ତ ଏହାପରେ ଆଲିଆ ତାଙ୍କୁ କହିଲେ ,” ସତରେ ଲଭ ଅଛି।” ସେହି କହିବା ପରେ ଆଲିଆ ନିଜ ହାତ ଦ୍ୱାରା ଏକ ଗେଷ୍ଚର ବନେଇଲେ । ଆପଣଙ୍କୁ କହି ରଖୁଛୁ କି ଯେତେବେଳେ ରଣବିର କପୁରଙ୍କର ଜନ୍ମଦିନ ଥିଲା ସେତେବେଳେ ଆଲିଆ ଏକ ପୋଷ୍ଟ କରିଥିଲେ ଯାହାର କ୍ୟାପ୍ସନରେ ଆଲିଆ ଲେଖି ଥିଲେ ” ହ୍ୟାପି ବାର୍ଥ ଡେ ୮” ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ