ବ୍ୟୁରୋ ରିପୋର୍ଟ: ଏହା ପ୍ରାୟ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ କି ଫିଲ୍ମ ଜଗତରେ ଏମିତି ଦେଖାଯାଇଛି ତାହା ପୁଣି ବଲିଉଡ଼ ବା ହିନ୍ଦୀ ଫିଲ୍ମ ଜଗତରେ। ଏପରି କହିବାର ଅର୍ଥ ଅନେକ ସମୟରେ ଏବେ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଉଛି, କେବେ ବନ୍ଦ କରିଦିଆ ଯାଉଥିବା ବେଳେ ଅନେକ ପ୍ରୋଯେକ୍ଟ ଅଧାରୁ ରଦ୍ଧ କରିଦିଆଯାଉଛି। କିନ୍ତୁ କହିରଖିବୁ ତେଲଗୁ ଫିଲ୍ମ ଯାହାକୁ ହିନ୍ଦୀରେ ରିଲିଜ କରାଯାଇଥାନ୍ତା ତାକୁ ଅଟକାଇବା ପାଇଁ ସକ୍ଷମ ହେଇପାରୁନି ବଲିଉଡ଼।
ଆପଣଙ୍କୁ କହିରଖିବି ସୂଚନା ଅନୁସାରେ ଅଲୁ ଅର୍ଜୁନଙ୍କ ସୁପରହିଟ ଫିଲ୍ମ “ପୁଷ୍ପା” ଯାହାକୁ ତେଲଗୁରେ ରିଲିଜ କରାଯାଇଥିଲା ପରେ ଏହାକୁ ହିନ୍ଦୀରେ ରିଲିଜ କରାଯାଇଥିଲା ଓ ଏହା ଖୁବ ଲୋକପ୍ରିୟ ହୋଇଥିଲା। ଏହା ପରେ ଅଲୁ ଅର୍ଜୁନଙ୍କ ଆଉ ଏକ ସୁପରହିଟ ଫିଲ୍ମ “ଆଲା ବୈକୁଣ୍ଠ ପୁରାମୁଲ” ଯାହା ତେଲଗୁରେ ରିଲିଜ ହୋଇସାରିଛି ତାହା ୨୬ ଜାନୁଆରୀକୁ ହିନ୍ଦୀରେ ରିଲିଜ ହେବାରେ ଥିଲା କିନ୍ତୁ ଏହାକୁ ବନ୍ଦ କରିଦିଯାଇଛି ବୋଲି କିଛି ରିପୋର୍ଟସ୍ ରୁ ଜଣା ଯାଇଛି।

ଏହା ପଛର କାରଣ କହିରଖିବୁ କି ଜଣା ଅନୁମାନ କି ସେହି ଫିଲ୍ମର ସବୁ ଡିଜିଟାଲ ରାଇଟଲସ ଗୋଲ୍ଡ ମାଇନସ ଦ୍ଵାରା ହୋଇଥିଲା। ହିନ୍ଦୀରେ ମଧ୍ୟ ଏଥିରେ ହିଁ ରହିଥାନ୍ତା କିନ୍ତୁ ରିଲିଜ ପୂର୍ବରୁ ଅଲୁ ଅର୍ଜୁନଙ୍କ ବାପା ଏହାକୁ ହିନ୍ଦୀରେ ରିଲିଜ ନକରିବା ପାଇଁ କହିଥିଲେ। ଏହା ପଛର ବଡ଼ କାରଣ ହେଉଛି କାର୍ତ୍ତିକ ଆର୍ୟନ ଓ କୀର୍ତ୍ତି ସେନନକୁ ନେଇ ‘ସେହଜାଦେ’ ନାମକ ଫିଲ୍ମ ଚଳିତ ବର୍ଷ ରିଲିଜ୍ ହେବ ଯଦି ” ବୈକୁଣ୍ଠ ପୁରାମୁଲ” ରିଲିଜ ହେବ ତେବେ ସେହି ଫିଲ୍ମର ଡିମାଣ୍ଡ କମିଜିବ ତେଣୁ ଅଲୁ ଅର୍ଜୁନଙ୍କ ବାପା ଅଲୁ ଅରବିନ୍ଦ ନିଜେ ଗୋଲ୍ଡ ମାଇନ୍ସର ମାଲିକ ମନିସ ସାହାଙ୍କୁ ଭେଟିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।