ଆସିଲା ଖୁସିଖବର ଆମାଜନ ଓ ଫ୍ଲିପକାର୍ଟରେ ପୂଜାପର୍ବ ଅଫର, ଶସ୍ତାରେ ମିଳିବ ମୋବାଇଲ ଓ ଅନ୍ୟ ଜିନିଷ ।

Amazon and Flipkart festival Dussehra sale mobile & most products discounts prices, Amazon, Flipkart, Nitidina, festival sale

ପୂଜାପର୍ବ ଆରମ୍ଭ ହେବାକୁ ଆଉ ଏକ ମାସରୁ ମଧ୍ୟ କମ ସମୟ ରହିଲା । ଏହାକୁ ନେଇ ଅନଲାଇନ ମାର୍କେଟରେ ଏବେ ଠୁ ସରଗରମ ଆରମ୍ଭ ହୋଇଯାଇଛି । ପୂଜା ପର୍ବର ସମୟ ପାଖକୁ ଆସିଲାଣି ଏହାକୁ ଦେଖି ଅନଲାଇନ ସପିଂ ୱେବସାଇଟ ଆମାଜନ ଓ ଫ୍ଲିପକାର୍ଟରେ ଜଲଦି ହିଁ ବଡ ବଡ ସେଲ ଉପଲବ୍ଧ ହେବ । ଦୁଇ ୱେବସାଇଟ ସେଲର ନିର୍ଦ୍ଦେଶ ଦେଇଛନ୍ତି ଓ ସେଲର ଝଲକ ମଧ୍ୟ ଦେଖାଇଛନ୍ତି । ଆମାଜନରେ ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ’ ଆୟୋଜିତ ହେବ ଓ ଫ୍ଲିପକାର୍ଟରେ ‘ଦ ବିଲୀୟନ ଡେ’ ସେଲ ରଖାଯିବ । ୱେବସାଇଟରେ ସେଲର ତାରିଖ ସମ୍ବନ୍ଧରେ କିଛି ତଥ୍ୟ ଆସିନାହିଁ ।

Amazon and Flipkart Festive Sales End Tonight: Here Are All the Best Deals  and Offers You Can Grab Today
Google

ଆପଣମାନଙ୍କୁ କହିରଖୁଛୁ କି ଏଥର ଅନଲାଇନ ସପିଂ ୱେବସାଇଟ ଆମାଜନ ଓ ଫ୍ଲିପକାର୍ଟରେ ବମ୍ଫର ସେଲର ଆଶା ରହିଛି । ଏହି କମ୍ପାନୀର ଅନୁମାନ ଅଛି କି କୋରନା ସଂକ୍ରମଣକୁ ଆଖିରେ ରଖି ଲୋକେ ବଜାରରୁ ଏତେ ଜିନିଷ ଆଣିବେ ନାହିଁ । ସେହିପରି ବିଗତ ୬ ମାସରେ ଲୋକେ ବେଶି କିଣାକିଣି ମଧ୍ୟ କରିନାହାନ୍ତି । ଅନ୍ୟପଟେ ଅନଲାଇନ ଦ୍ଵାରା ୧୫ ଦିନ ପିତୃପକ୍ଷ ଓ ଏକ ମାସର ମଳୟମାସର କାରଣ ପାଇଁ ଲୋକେ କିଣାକିଣି କମ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ କି ମଳୟମାସ ଓ ପିତୃପକ୍ଷ ପାଇଁ ଲୋକେ କିଣାକିଣିକୁ କମାଇଛନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ସମୟରେ ନୂଆ ଜିନିଷ କିଣା ହୁଏ ନାହିଁ ।

ବ୍ୟାଙ୍କର ଡେବିଟ ଓ କ୍ରେଡ଼ିଟ କାର୍ଡ଼ରେ ରିହାତି:

ଆମାଜନ ଓ ଫ୍ଲିପକାର୍ଟର ଏହି ଅଫରରେ ଏକ୍ସଚେଞ୍ଜ ଅଫର, ନୋ କଷ୍ଟ ଇଏମଆଇ, ପୁର୍ଣ ଏମ୍ପ୍ଲେଓସିସ ପ୍ରୋଟେକ୍ସନର ସୁବିଧା ରହିଛି । ଯଦି ଆପଣ ଆମାଜନ ପ୍ରାଇମ ମେମ୍ବର ଅଛନ୍ତି କିମ୍ବା ଫ୍ଲିପକାର୍ଟର ପ୍ଲସ ମେମ୍ବର ଅଛନ୍ତି ତ ଆପଣଙ୍କୁ ସେଲର ପ୍ରଥମ ଏଣ୍ଟ୍ରି ମିଳିବ ଓ ଅନ୍ୟ ଫାଇଦା ମିଳିବ । ଆମାଜନରେ ଆପଣଂକୁ ଡେଲି ସପିଂ ରିୱାଡ଼ସ ମିଳିବ ।

Amazon, Flipkart announce third wave of blockbuster festive sale
Google

ଆମାଜନ ସେଲରେ ଲୋକଙ୍କୁ ଏଚଡ଼ିଏଫସି ବ୍ୟାଙ୍କର ଡେବିଟ ଓ କ୍ରେଡ଼ିତ କର୍ଡ଼ରେ ଆପଣଂକୁ ୧୦%ର ଇନ୍ସଟାଣ୍ଟ ଡିସ୍କଉଣ୍ଟ ମିଳିବ । ସେହିପରି ଫ୍ଲିପକାର୍ଟରେ ଏସବିଆଇ, ଆଇସିଆଇସିଆଇ, ଏଚଡ଼ିଏଫସି ଭଳି ବ୍ୟାଙ୍କ ସହ ମିଶି ନୋ କଷ୍ଟ ଇଏମାଇର ସୁବିଧା ଦେବ ।

ଏହି ଜିନିଷରେ ମିଳିବ ବଡ ରିହାତି:

ଆମାଜନରେ ଘର ଓ ରୋଷେଇ ଉପକରଣ ଜିନିଷରେ ୬୦% ପର୍ଯ୍ୟନ୍ତ, ପୋଷାକ ଓ ଆସେସୋରିଜ ଉପରେ ୭୦%, ଖାଦ୍ୟ ଓ ଗାର୍ମେଟିକ୍ସ ଉପରେ ୫୦%, ଇଲେକ୍ଟ୍ରୋନିକ ଓ ଆସେସୋରିଜ ଉପରେ ୭୦% ପର୍ଯ୍ୟନ୍ତ ରିହାତି ମିଳିବ । ଫ୍ଲିପକାର୍ଟରେ ଟିଭି ଓ ଅପ୍ଲାୟସିସ, ଇଲେକ୍ଟ୍ରୋନିକ ଓ ଆସେସୋରିଜ ଉପରେ ୮୦% ପର୍ଯ୍ୟନ୍ତ ରିହାତି ମିଳିବ । ଏହା ଛଡା କେତେକ ଅନ୍ୟ ଡିଲ ମଧ୍ୟ ରହିଛି ।

Amazon Great Indian Festival Sale and Flipkart Big Billion Days is almost  here competing in offering best deals
Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *