ଗୋଟିଏ ଭୁଲ ହେଲା କାଳ, ନହେଲେ ଏବେ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଥାନ୍ତେ। ଜାଣନ୍ତୁ ପୁରା ଘଟଣା।

ଯଦି ଆମେ ଆମ ଜୀବନର କିଛି ନିଷ୍ପତ୍ତି ଜଲ୍ଦି ନେଇଯାଉ ତ ଅଧିକାଂଶ ଏହା ଭୁଲ ହୋଇଥାଏ। ତାହା ଜୀବନ ସାଥି ଖୋଜିବାର ନିଷ୍ପତ୍ତି ହୋଇଥାଉ କିମ୍ବା ନିଜ କର୍ମ ବିଷୟରେ,ଜଲ୍ଦି ନିଷ୍ପତ୍ତି ନେବା ସର୍ବଦା ଭୁଲ ପ୍ରମାଣିତ ହୋଇଥାଏ। ତ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଜଲ୍ଦି ନିଜ ନିଷ୍ପତ୍ତି ନେଇ ତାଙ୍କ ଜୀବନ ପରିବର୍ତ୍ତନ କରିଦେଇଥିଲେ। ଗୋଟିଏ ରୁଢ଼ି ମଧ୍ୟ ରହିଛି”ଜଲ୍ଦି କାମ ସୈତାନର ଅଟେ।” ଏହି କଥା ସମ୍ପୁର୍ଣ୍ଣ ଠିକ। ଆମକୁ କେବେହେଲେ ବି ନ ଚିନ୍ତା କରି ନ ବୁଝିବିଚାରି କୌଣସି ବି ନିଷ୍ପତ୍ତି ନେବା ଉଚିତ ନୁହେଁ ଯାହା ପାଇଁ ଆଗମୀ ଜୀବନରେ ଏହା ଆମକୁ ଏପରି କଷ୍ଟ ଦେବ ଯେ ଯାହାକୁ କେବେହେଲେ ସୁଧାରି ଯାଇପାରିବନାହିଁ। ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାଙ୍କ ନାମ ରୋନାଲ୍ଡ଼ ୱେନ ଅଟେ।

Google

ରୋନାଲଡ଼ଙ୍କ ଏକ ଭୁଲ ନିଷ୍ପତ୍ତି ତାଙ୍କୁ କାଙ୍ଗାଳ କରିଦେଲା:-

ରୋନାଲଡ଼ ୱେନ ଆପଲର ତୃତୀୟ ଫାଉଣ୍ଡର ଅଟନ୍ତି। ଆପଲ କମ୍ପାନୀ ଦୁନିଆର ସବୁଠାରୁ ବଡ ମଲ୍ଟି ନ୍ୟାସନାଲ କମ୍ପାନୀ ମଧ୍ୟରେ ଏକ ଅଟେ। ରୋନାଲଡ଼ ଜଲ୍ଦି ଏପରି ଏକ ନିଷ୍ପତ୍ତି ନେଇଥିଲେ ଯାହା ପାଇଁ ସେ କାଙ୍ଗାଳ ହୋଇଯାଇଥିଲେ। ରୋନାଲଡ଼ ଆପଲ କଂପାନିର ଆରମ୍ଭ ରେ ୧୦%ସେୟାର ଯାହାକି ୮୦୦ ଡ଼ଲାର ଭାରତୀୟ ମୂଲ୍ୟରେ ଏହା ୫୨ କୋଟି ଟଙ୍କାରେ ବିକି ଦେଲେ ଯାହା ଆଜି ୧୦% ସେୟାରର ମୂଲ୍ୟ ପାଖାପାଖି ୫ଲକ୍ଷ କୋଟି ଟଙ୍କା। ରୋନାଲଡ଼ ବିନା ବୁଝିସୁଝି ଜଲ୍ଦି ନିଜ ସେୟାର ବିକି ବଡ ଭୁଲ କରିଦେଇଥିଲେ ଯାହା ପାଇଁ ସେ ଆଜି ପର୍ଯ୍ୟନ୍ତ ପସ୍ତଉଛନ୍ତି।

Google

ରୋନାଲଡ଼ ନିଜ ଦୁଇ ସାଙ୍ଗ ଷ୍ଟିଭ ଜବ୍ସ ଓ ସ୍ଟିଭ ୱେଜନୀୟକଙ୍କ ସହ ମିଶି ଆପଲ କମ୍ପାନୀର ଆରମ୍ଭ କରିଥିଲେ:-

ରୋନାଲଡ଼ ନିଜ ଦୁଇ ସାଙ୍ଗ ସ୍ଟିଭ ଜବ୍ସ ଓ ସ୍ଟିଭ ୱେଜନିଏକଙ୍କ ସହ ମିଶି ଆପଲ କମ୍ପାନୀ ଆରମ୍ଭ କରିଥିଲେ। ଆପଲ କମ୍ପାନୀର ସ୍ଥାପନା ଅପ୍ରେଲ ୧ ୧୯୭୬ ରେ ହୋଇଥିଲା। ବହୁତ ଛୋଟ ସ୍ତରରୁ କମ୍ପାନିର ଆରମ୍ଭ ଗୋଟିଏ କମ୍ପ୍ୟୁଟର ଡିରେକ୍ଟର ରୂପରେ ହୋଇଥିଲା।ଯାହା ଆଜି ପୁରା ଦୁନିଆର ସବୁଠାରୁ ବଡ ଟେକନିକାଲ କମ୍ପାନୀ ହୋଇଯାଇଛି। ଏହି କମ୍ପାନୀରେ ରୋନାଲଡ଼ ଏକ ଆର୍ଗୀନିଗସର ଉପରେ କାମ କରୁଥିଲେ ଓ ଆପଲ ଲୋଗୋକୁ ସେ ନିଜେ ହିଁ ଡିଜାଇନ କରିଥିଲେ। ଏମାନଙ୍କୁ ଲାଗୁନଥିଲା ଯେ ଏତେ ଛୋଟ ସ୍ଥରରୁ ବଢି ଏହି କମ୍ପାନୀ ଆଜି ସବୁଠାରୁ ବଡ ଟେକ୍ନୋଲୋଜି କମ୍ପାନୀ ହେବ ବୋଲି।

Google

୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମେଇ ପାରୁଥିଲେ ହେଲେ ଅଚାନକ କମ୍ପାନୀରୁ ବାହାରିବା ପାଇଁ ନିଷ୍ପତ୍ତି ନେଲେ:-

ଏହି କମ୍ପାନୀରୁ ବାହାରିବାର ସବୁଠାରୁ ବଡ କାରଣ ତାଙ୍କ ସାଙ୍ଗ ଷ୍ଟିଭ ଜବ୍ସ ଥିଲେ। ଏହି କମ୍ପାନୀରେ ରୋନାଲଡ଼ ଏତେ ଦିନ କାମ କରିନଥିଲେ କି ଅଚାନକ ସେ କମ୍ପାନୀକୁ ଛାଡିବାର ନିଷ୍ପତ୍ତି ନେଲେ। ଏହି କମ୍ପାନୀରୁ ସେ ବର୍ଷକ ମଧ୍ୟରେ ୧୫ ଲକ୍ଷ ଟଙ୍କା କମେଇ ପାରୁଥିଲେ ହେଲେ ତାଙ୍କ ଜିଦି କାରଣ ପାଇଁ ସେ କମ୍ପାନୀକୁ ଛାଡିଦେଲେ ଓ ଆଜି ତାଙ୍କର ଏହି ଭୁଲ ପାଇଁ ନା ତାଙ୍କ ନାମ ଅଛି ନା ଧନ। ତାଙ୍କ ଏହି ଭୁଲର ଅନୁତାପ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନ ସାରା ମନେ ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *