ଆମେରିକା ବାୟୁସେନା ତାଲିବାନ ଉପରେ କଲା ଏୟାରଷ୍ଟ୍ରାଇକ, ଆମେରିକା ଡରରେ ପାକିସ୍ତାନ..

ଏବେ ଆମେରିକା ଓ ତାଲିବାନ ମଧ୍ୟରେ ହିଂସା ବଢିବାରେ ଲାଗିଛି। ଆପଣଙ୍କୁ କହିରଖିବୁ ଆଫଗାନିସ୍ତାନରୁ ନାଟୋ ସେନାକୁ ତାଲିବାନ ତଡି ଦେବା ଦ୍ଵାରା ଏବେ ତାଲିବାନର ଶକ୍ତି ବେସି ବଢିଯାଇଛି। ଏହାକୁ ଆଖିରେ ରଖି ଏବେ ଆମେରିକା ସବୁ ଦେଶକୁ ଏହା ପାଇଁ ଟାର୍ଗେଟ କରିବାରେ ଲାଗିଛି କିନ୍ତୁ ସବୁ ଦେଶ ଆମେରିକା କାରଣରୁ ଆଫଗାନିସ୍ତାନରର ଏପରି ହିଂସାକାଣ୍ଡ ଚାଲିଥିବା ଦର୍ଶାଇଛନ୍ତି। ଆପଣଙ୍କୁ ଏହା ମଧ୍ୟ କହିରଖିବୁକି ଆମେରିକା ବାୟୁସେନା ପାକିସ୍ତାନ ସୀମା ପାଖ ସ୍ପିନ ବୋଲଡାକ ଅଞ୍ଚଳର ୮ଟି ତାଲିବାନ ଯୁଦ୍ଧବିମାନକୁ ଏୟାରଷ୍ଟ୍ରାଇକ ଦ୍ବାରା ନଷ୍ଟ କରିଦେଇଛି କିନ୍ତୁ ଭୟରେ ଆମେରିକାକୁ ପ୍ରତିଉତ୍ତର ଦେବାକୁ ସାହସ କରିପାରିନାହିଁ ପାକିସ୍ତାନ।

Google

ଜାଣିବା ପାଇଁ କହିରଖିବୁ ଆପଣ ଜାଣିନଥିବେ ସ୍ପିନ ବୋଲଡାକ ହେଉଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟ ସୀମାର ଏକ ଅଞ୍ଚଳ ଅଟେ। ଏହି ସ୍ଥାନରେ ଅଳ୍ପ ଦିନ ପୂର୍ବରୁ ତାଲିବାନ କବ୍ଜା କରିଥିଲା। ଆଫଗାନିସ୍ଥାନ ଯେବେ ନିଜ ବାୟୁସେନା ଦ୍ଵାରା ସେମାନଙ୍କୁ ତଡିବାକୁ ଯାଇଥିଲା ସେବେ ପାକିସ୍ତାନ ଏହାର ପ୍ରତିଉତ୍ତର ଦେଇ ଯୁଦ୍ଧ କରିବ ବୋଲି ଧମକ ଦେଇଥିଲା ଯେଉଁଥିପାଇଁ ଆଫଗାନିସ୍ତାନର ବାୟୁସେନା ଡରରେ ପଳେଇଥିଲେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *