ଭାରତର ବିପଦ ସମୟରେ ଭାରତ ହାତ ଛାଡିଦେଲା ଆମେରିକା, ସାହାଯ୍ୟ ପାଇଁ କରିଦେଲା ମନା । ସମ୍ପୂର୍ଣ୍ଣ କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ସମୟରେ ଭାରତରେ କୋଭିଡ-୧୯ ସଂକ୍ରମଣ ମାମଲା ବଢିଚାଲିଛି। ଏହା ସହ ଆପଣ ଜାଣିଥିବେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବହୁତ ଭଲ ଅଟେ। ଭାରତ ମଧ୍ୟ ପୂର୍ଵ ବର୍ଷ କରୋନା ସମୟରେ ଆମେରିକାକୁ ବହୁତ ସାହାଯ୍ୟ କରିଥିଲା। କିନ୍ତୁ ଏବେ ଆମେରିକା ଭାରତର ଆବଶ୍ୟକତା ବେଳେ ସାହାଯ୍ୟ କରିବାକୁ ମନାକରିଦେଇଛି।ଭାରତ ଆମେରିକାରୁ କରୋନା ଭାକ୍ସିନ ପ୍ରସ୍ତୁତ ପାଇଁ କଞ୍ଚାମାଲ ଆଣିଥାଏ। ଯାହା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଦେଇଛି।

Google

ଏବେ ଏହି ପ୍ରତିବନ୍ଧକ ହରାଇବାକୁ କହିବା ଦ୍ଵାରା ଆମେରିକାର ଜବାବ ଆସିଛି। ଏହାର ଉତ୍ତରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଆମେରିକା ଭାରତର ସ୍ଥିତିକୁ ବୁଝୁଛି କିନ୍ତୁ ଏବେ ଆମେରିକା ଭାରତକୁ କୌଣସି ପ୍ରକାର ସାହାଯ୍ୟ କରିପାରିବନାହିଁ।ଯେବେ ହ୍ଵାଇଟ ହାଉସକୁ ଏହି ପ୍ରଶ୍ନ କରାଯାଇଥିଲା ସେବେ ସାମ୍ବାଦିକ ସଚିବ ଜୈନ ପାସ୍କି ଉତ୍ତର ସ୍ପଷ୍ଟ ଭାବେ ନଦେଇ କେବଳ କହିଥିଲେ ଭାରତର ଦରକାରିତାକୁ ଆମେ ବୁଝୁଅଛୁ। ଆମେରିକାର କୋଭିଡ-୧୯ ମୁଖ୍ୟ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ଆମେ ବର୍ତ୍ତମାନ ଭାରତକୁ କୌଣସି ସାହାଯ୍ୟ କରିପାରିବୁ ନାହିଁ।

ଆମେ ଆପଣଂକୁ କହିରଖୁଛୁ ଯେଉଁ ପରି ଭାବେ କୋରନା ମାମଲା ବଢୁଛି। ଆପଣ ସଦା ସର୍ବଦା ଘରେ ରୁହନ୍ତୁ। ଯଦି ଦରକାର ହୁଏ ତେବେ ମାସ୍କ ପିନ୍ଧି ଏବଂ ସାନିଟାଇଜ ହୋଇ ବାହାରକୁ ଯାଆନ୍ତୁ। ସଦା ସର୍ବଦା ସାମାଜିକ ଦୂରତା ପାଳନ କରନ୍ତୁ।

Google

ଆପଣଙ୍କୁ କହିରଖିବୁ ଭାରତର କୋଭିସିଲ୍ଡ ଟୀକା କରୁଥିବା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଥିଲେ କଟକଣା କୋହଳ କରିବାକୁ ଯାହାଫଳରେ କଞ୍ଚାମାଲ ଆଣିହେବେ ଓ ଭାରତର ଆବଶ୍ୟକତା ପାଇଁ ଅଧିକ ଟିମ ଯେପରି ପ୍ରସ୍ତୁତ କରାଯାଇପାରିବ। କିନ୍ତୁ ଡାକ୍ତର ଆନ୍ଥୋନୀ ଫାଉସି କହିଛନ୍ତି ଆମେ ବର୍ତ୍ତମାନ ଭାରତକୁ କୌଣସି ସାହାଯ୍ୟ କରିପାରିବୁ ନାହିଁ। ଏହା ଏଥିପାଇଁ କରାଯାଇଛି ଯାହା ଦ୍ୱାରା ଆମେ ନାଗରିକ ମାନଙ୍କୁ ସୁରକ୍ଷା ଦେଇପାରିବୁ।

Google

ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଆମେରିକାରେ ବାରମ୍ବାର ଭାରତର ଅବସ୍ଥାକୁ ଦେଖି ଯଥା ଶୀଘ୍ର କଞ୍ଚାମାଲ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ଏହା ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯଥା ଶୀଘ୍ର ଏହି ଅସୁବିଧାର ସମାଧାନ କରାଯାଇ କଞ୍ଚାମାଲ ପହଂଚାଯିବ। ଏବେ ଭାରତର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର ହୋଇଗଲାଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *