https://www.nitidina.com/america- president election-trump-vs-biden/୧୯୮୮ ଏବଂ ୨୦୦୮ରେ ରାଷ୍ଟ୍ରପତି ପଦ ପାଇଁ ସାମିଲ ହୋଇଥିଲେ ବାଇଡେନ ହେଲେ ସେ ବିଜୟର ସ୍ୱାଦ ଚାଖିନଥିଲେ। ୧୯୮୮ ତାଙ୍କ ଉପରେ ସାହିତ୍ୟକ ଚାରି ଆରୋପ ଲାଗିଲା ଏବଂ ଯାହାଫଳରେ ସେ ପଛୁଆ ହୋଇଯାଇଥିଲେ।
ଆମେରିକା ରାଷ୍ଟ୍ରପତି ପଦରେ କିଏ ବସିବା ଏହାର ସଠିକ ଲୋକ ଜଣା ପଡିଯାଇଛି। ସାଧାରଣତନ୍ତ୍ର ଉପଯୋଗୀ ଜୋସେଫ ରୋବିନେଟ ବାଇଡେନ ଜୁନିଅର ଆମେରିକାର ଆଜି ରାଷ୍ଟ୍ରପତି ହେବେ ବୋଲି ଆମେରିକା ମିଡ଼ିଆର ଦାବି ଅଟେ। ବାଇଡେନ ଟ୍ରମ୍ପକୁ ହରାଇ ଆମେରିକାର ରାଷ୍ଟ୍ରପତି ହେବେ।
ବାଇଡେନ ୭୮ ବର୍ଷ ବୟସରେ ଶପଥ ନେବେ। ତାଙ୍କ ଜନ୍ମ ହେଉଛି ୨୦ ନଭେମ୍ବର ୧୯୪୨ ମସିହା। ସେ ଆମେରିକା ରାଷ୍ଟ୍ରପତି ପଦରେ ଥିବା ସବୁଠୁ ବୟସ୍କ ହେବେ। ୧୯୭୨ରେ ସେ ସିନେଟ ପାଇଁ ବଛା ଯାଇଥିଲେ ଏବଂ ସବୁଠୁ କମ ବୟସର ଲୋକଙ୍କ ଭିତରେ ଅନ୍ୟତମ ଥିଲେ।
୧୯୭୨ ମସିହାରେ ସିନେଟ ପାଇଁ ବଛା ଯାଇଥିଲେ ବାଇଡେନ ଏବିନ ତାପରେ ତାଙ୍କୁ ଏକ ଖରାପ ସମୟ ଦେଇ ଗତିକରିବାକୁ ପଡିଥିଲା। ଏକ କାର ଦୁର୍ଘଟଣାରେ ତାଙ୍କ ପତ୍ ଝିଅ ନୋଆମୀଙ୍କ ଏବଂ ପତ୍ନୀ ନିଲିୟଙ୍କ ମୃତ୍ୟୁ ହୋଇଗଲା। ତାଙ୍କ ପୁଅ ହଣ୍ଟର ଏବଂ ବ୍ୟୁ ଆହତ ହୋଇଥିଲେ।
ନିଜ ଭଉଣୀ ବେଲେରି ଏବଂ ତାଙ୍କ ପରିବାର ସହାୟତାରେ ବ୍ୟୁ ଏବଂ ହନଟରଙ୍କୁ ବାଇଡେନ ପାଳିଲେ। ବାଇଡେନଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ୫ ବର୍ଷ ପରେ ସେ ଜିଲେ ସହ ବିବାହ କଲେ। ତାଙ୍କର ଏକ ଝିଅ ଅଛି ଯାହାର ନାମ ଏସଲି।

୩ୟ ଚେଷ୍ଟା ଅଟେ ରାଷ୍ଟ୍ରପତି ପଦ ପାଇଁ:-
୧୯୮୮ ଏବଂ ୨୦୦୮ରେ ରାଷ୍ଟ୍ରପତି ପଦ ପାଇଁ ବାଇଡେନ ରେସରେ ସାମିଲ ହୋଇଥିଲେ,ହେଲେ ସେ ବିଜୟ ହୋଇନଥିଲେ। ୧୯୮୮ ରେ ତାଙ୍କ ଉପରେ ଲଗାଯାଇଥିଲା ସାହିତ୍ୟକଚାରି ଆରୋପ ତାଙ୍କ ପଛଘୁଞ୍ଚାର କାରଣ ଥିଲା ।
ଉପରାଷ୍ଟ୍ରପତି ରହିଛନ୍ତି ୨ଥର:-
ବାଇଡେନ ୨୦୦୮ ଏବଂ ୨୦୧୬ ରେ ଦୁଇଥର ଉପରାଷ୍ଟ୍ରପତି ମଧ୍ୟ ରହିଛନ୍ତି। ସେ ଓବମାଙ୍କ ବହୁତ ପାଖ ଲୋକ ଅଟନ୍ତି। ଏହି ଭୋଟରେ ଓବାମା ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି।
ବିବାଦକୁ କରିଛନ୍ତି ସାମ୍ନା:-
ସାହିତ୍ୟକଚାରି ଅଭିଯୋଗ ବାଇଡେନଙ୍କ ଉପରେ ଲାଗିଥିଲା। ତାଙ୍କ ଉପରେ ବ୍ରିଟିଶ ଲିବର ପାର୍ଟି ନୀଳ କିଣ୍ଟକ ଲଗାଇଥିଲେ।ବାଇଡେନଙ୍କ ଉପରେ ଯୌ-ନ ଆରୋପ ମଧ୍ୟ ଏକ ମହିଳା ଲଗାଇଥିଲେ, ୧୯୯୩ରେ କ୍ୟାପିଟାଲ ହିଲ ବାଇଡେନ କାର୍ଯ୍ୟାଳୟରେ ଏହି ଘଟଣା ହୋଇଥିଲା। ବାଇଡେନ ଏହାକୁ ମିଥ୍ୟା ଆରୋପ କହିଥିଲେ ଏବଂ ଏହା କେବେ ହେଇନି ବୋଲି କହିଥିଲେ।

ଟ୍ରମ୍ପଙ୍କ ନିର୍ଣ୍ଣୟକୁ ବଦଳେଇବାର ଘୋଷଣା:-
ବାଇଡେନ ଏହା ମୂଳରୁ ଘୋଷଣା କରିଛନ୍ତି ଯେ ସେ ଟ୍ରମ୍ପଙ୍କ ଫଇସଲାକୁ ବଦଳାଇବେ। ଏଥିରେ ଆମେରିକୀୟ ଘୋରଇ ବିଦେଶ ମାମଲା ଠୁ ନେଇ ଘରୋଇ ମାମଲା ମଧ୍ୟ ଉପଲବ୍ଧ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।