ଆମେରିକା ନିଜର ଏଫ ୧୮ ସୁପର ବିମାନ ପରେ ଏବେ ଭାରତକୁ ଗୋଟେ ଏଫ ୧୫ ଇଏକ୍ସ ଲଢ଼ାକୁ ବିମାନ ଭାରତକୁ ଦେବାକୁ ଯାଉଛି। ଏହା ଉପରେ ଆମେରିକାର ବୋରିଂ ମନ୍ତ୍ରଣାଳୟ ସବୁଜ ପତାକା ଦେଇ ଦେଇଛି। ଏହା ଯଦି ଭାରତୀୟ ବାୟୁ ସେନାରେ ସାମିଲ ହୁଏ ତାହେଲେ ଚାଇନା ଆଉ ପାକିସ୍ତାନର କାଠିଣତା ବଢି ଯାଇପାରେ। ପରମାଣୁ ଆକ୍ରମଣ ପାଇଁ ଯୋଗ୍ୟ ଥିବା ଏହି ବିମାନ ଏତେ ଭୟଙ୍କର ଅଟେ କି ଆମେରିକା ବି ଏହାର ଅର୍ଡର ଦେଇଛି।

କେଉଁ ବି ବିମାନକୁ ହରେଇପାରେ ୧୫ ଇଏକ୍ସ:
ଏଫ -୧୫ ଇଏକ୍ସ ଆମେରିକାର ଏଫ ୧୫ ଇ ଷ୍ଟ୍ରାଇକ ଇଗଲର ଉପଡେଟେଡ଼ ଭର୍ଶନ ଅଟେ। ଏହାକୁ ବୋଇଂ ଦିଫେନ୍ସ ସ୍ପେସ ଏଣ୍ଡ ସିକୟୋରୀଟି ଏୟାରସ୍ପେସ କମ୍ପାନୀ ମେକଡୋନାଲଡ଼ ସହ ମିଶି ପ୍ରାୟ ୩୪ ବର୍ଷ ପୂର୍ବେ ବନେଇ ଥିଲେ। ଏହା ୧୧ ଡିସେମ୍ବର ୧୯୮୬କୁ ପ୍ରସ୍ତୁତ ହେଇଥିଲା ଆଉ ପ୍ରାୟ ଦୁଇ ବର୍ଷ ପରେ ଅର୍ଥାତ ୧୭ ସେପ୍ଟେମ୍ବର ୧୯୮୯କୁ ଏହା ଆମେରିକୀୟ ବାୟୁ ସେନାରେ ଯୋଗ ଦେଇଥିଲା।
ଏଫ ୧୫ଇଏକ୍ସର ଅଲଗା ଅଲଗା ଭେରୀଆଣ୍ଟ ଅଲଗା ଦେଶ ମାନଙ୍କରେ ସାମିଲ:
ଏହି ଲଢ଼ାକୁ ବିମାନର ଅଲଗା ଅଲଗା ଭେରିଆଣ୍ଟ ଅଲଗା ଦେଶ ମାନନକରେ ସାମିଲ। ଆମେରିକାରେ ଏହାର ପ୍ରାୟ ୨୧୦ ବେରିଆଣ୍ଟ ସାମିଲ ଅଛି। ୨୦୧୪ରୁ ଇଶ୍ରାଏଲ ଦେଶରେ ପ୍ରାୟ ୨୫ଟି , ୨୦୧୯ରୁ ସାଉଥ କୋରିଆରେ ପ୍ରାୟ ୫୯ ଭେରିଆଣ୍ଟ ସାମିଲ ଅଛି। କାତାର ବାୟୁ ସେନାରେ ପ୍ରାୟ ୩୬ଟି ଆଉ ସାଉଡି ଆରବର ବାୟୁ ସେନାରେ ପ୍ରାୟ ୭୦ ସଂଖ୍ୟାରେ ଏୟାର କ୍ରାଫ୍ଟ ଏବଂ ଏଫ ୧୫ଇଏକ୍ସ ବିମାନ ସାମିଲ ଅଛି।

ଶତ୍ରୁର ୧୦୦ରୁ ଅଧିକ ବିମାନକୁ ଶିକାର କରିସାରିଛି:
ଏଯାଏ ଯେତେ ଏଫ ୧୫ଇଏକ୍ସ ବିମାନ ଲଢେଇ ମଇଦାନରେ ବାହାରି ଛନ୍ତି ତାଙ୍କ ଭିତରେ ଏହି ବିମାନ ପ୍ରାୟ ୧୦୦ରୁ ଅଧିକ ଲଢେଇ କରୁଥିବା ବିମାନକୁ ନିଜର ଶିକାର କରି ସାରିଛି। ମାତ୍ର ଏଯାଏ ଏଫ ୧୫ ବିମାନକୁ ଶିକାର କରିବା ଖବର କାହାରିକୁ ମିଳିନାହିଁ। ଆମେରିକୀୟ ସରକାରଙ୍କ ଅନୁସାରେ ଏହି ନୂଆ ଏଫ ୧୫ବିମାନ ନିଜର ପୁରୁଣା ଭର୍ଶନ ଠାରୁ ବହୁତ ଅଲଗା ଅଟେ। ଏଥିରେ ନୂଆ ନୂଆ ବୈଦ୍ୟୁତିକ ଉପକରଣ ଲଗା ଯାଇଛି ଆଉ ଏହା ବେସି ଶକ୍ତିଶାଳୀ ଅଟେ।
ନିଜର ପୁରୁଣା ବିମାନ ସହ କେତେ ମିଶୁଛି ଏହି ଏଫ ୧୫ଇଏକ୍ସ:
ଆମେରିକା ପ୍ରକୃତରେ ଏଫ ୧୫ ଷ୍ଟିଲଥ ବନାଉଥିଲା ମାତ୍ର ତାକୁ ବାୟୁସେନାରେ ବହୁତ ସାରା ବିମାନର ଆବଶ୍ୟକତା ଥିଲା ଆଉ ତାଙ୍କ ପାଖରେ ବଜେଟ କମ ଥିଲା। ସେଥିପାଇଁ ସେ ନିଜର ପୁରୁଣା ବିମାନ ପ୍ରକାରରୁ ଏଫ ୧୫ ବିମାନ ବନେଇବା ଆରମ୍ଭ କଲେ। ତେଣୁ ଏହାର ଅଧିକତ୍ତର ଗୁଣ ନିଜର ପୁରୁଣା ପ୍ରକାର ସହ ମିସେ।

ରାଫେଲ ଆଉ ସୁଖଇ ଠାରୁ କେତେ ଅଲଗା ଏହି ବିମାନ:
ଭାର ଆଉ ତିଆରି ସନ୍ଦର୍ଭରେ ଏଫ ୧୫ଇଏକ୍ସ ରାଫେଲ ଠାରୁ ବହୁତ ବଡ଼ ଅଟେ। ଏହାର ଓଜନ ପ୍ରାୟ ୩୬ଟନ ଅଟେ। ଏହା ସୁଖଇ ଏସୟୁ- ଏମକେଆଇ ବିମାନ ବରାବର ଅଟେ। ଏହି ଏସୟୁ – ଏମକେଆଇ ବିମାନଙ୍କୁ ଭାରତର ବିମାନର ମେରୁଦଣ୍ଡ ମାନା ଯାଇଥାଏ। ବୋଇଂର ଦାବା କି ଏଫ ୧୫ ପ୍ରାୟ ୧୩ ଟନର ଯନ୍ତ୍ରପାତି ଆଉ ହତୀୟାର ନେଇକି ଉଡିପାରେ ଯେବେ କି ରାଫେଲର କ୍ଷମତା ହେଉଛି ୯.୫ ଟନ। ଆଉ ମଧ୍ୟ ଏହା ପ୍ରାୟ ୨୨ଟି ଏୟାର ଟୁ ଏୟାର ମିସାଇଲ ବହନ କରିପାରେ ଯାହା କି ଆଜିଯାଏ ତିଆରି ହେଇଥିବା କେଉଁ ବି ବିମାନ ପାଇଁ ସର୍ବାଧିକ ବୋଲି ଜଣା ଯାଇଛି।
ବହୁତ ଘାତକ ଅଟେ ଏଫ ୧୫ ଇଏକ୍ସ ବିମାନ:
ଏହି ବିମାନ ଲଢେଇ କରିବା ପାଇଁ ବହୁତ ଘାତକ ଅଟେ। ଏହା ପ୍ରାୟ ୧୩୬୦୭ କେଜିର ହତୀୟାର ଉଠେଇକି ଉଡିପାରେ ଯାହା ଭିତରେ କି ଏୟାର ଟୁ ଏୟାର ମିସାଇଲ ତଥା ଏୟାର ଟୁ ଗ୍ରାଉଣ୍ଡ ମିସାଇଲ ସାମିଲ ଅଛନ୍ତି। ଏହା ସବୁ ମୌସମରେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।