ଅମୀର ଖାନ କଣ ପାଇଁ କରିନାହାନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ସହିତ କୌଣସି ଚଳଚ୍ଚିତ୍ର, କାରଣ ଜାଣିକି ହେବେ ଚକିତ ।

ମିସ ୱାଲର୍ଡ଼ ଥିବା ଐଶ୍ୱଯ୍ୟା ରାୟଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ନିଜ କ୍ୟାରିୟରର ଆରମ୍ଭ ସାଉଥ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ। ଆପଣଙ୍କୁ କହିଦେଉଛୁ କି ଐଶ୍ୱଯ୍ୟା ବଳିଉଡ଼ରେ ପାଖାପାଖି ସବୁ ତାରକାମାନଙ୍କ ସହ କାମ କରିଛନ୍ତି,କିନ୍ତୁ ଇଂଡ଼ଷ୍ଟ୍ରିରେ ଏକ ଏମିତି ତାରକା ଅଛନ୍ତି, ଯାହାଙ୍କର ଐଶ୍ୱଯ୍ୟାଙ୍କ ସହ ଯୋଡି ହୋଇନାହିଁ। ହଁ କିନ୍ତୁ ଐଶ୍ୱଯ୍ୟା ଏହି ହିରୋଙ୍କ ସହ ଏକ ବିଜ୍ଞାପନ ଅବଶ୍ୟ କରିଛନ୍ତି।

Google
କିଏ ହେଉଛନ୍ତି ସେହି ସୁପରଷ୍ଟାର:-

ବଲିଉଡ଼ର ଦୁଇ ଅଭିନେତା ଏମିତି ଅଛନ୍ତି ,ଯିଏ ବଡ ପରଦାରେ କେବେ ନଜର ଆସିନାହାନ୍ତି। ଏହି ଦୁଇ ଅଭିନେତାଙ୍କ ନାମ ହେଉଛି ଅମୀର ଖାନ ଓ ଐଶ୍ୱଯ୍ୟା ରାୟ ବଚ୍ଚନ। ଏହି ଦୁଇଜଣ ବଳିଉଡ଼ରେ ପାଖାପାଖି ସବୁ ଅଭିନେତାଙ୍କ ସହ କାମ କରିଛନ୍ତି, କିନ୍ତୁ ପରସ୍ପର ସହ କେବେବି ନଜର ଆସିନାହାନ୍ତି। ଏହାକୁ ନେଇ ତାଙ୍କ ପ୍ରଶଂସକ ମଧ୍ୟ କେତେଥର ପ୍ରଶ୍ନ ଉଠାଇଛନ୍ତି କି ଏପରି କାହିଁକି। ଏହି ଦୁହେଁ ସାଙ୍ଗ ହୋଇ ପରଦାରେ ଜବରଦସ୍ତ ଯୋଡି ବନେଇପାରିଥାନ୍ତେ ଓ ବ୍ଲକବଷ୍ଟର ହିଟ ଦେଇପାରିଥାନ୍ତେ,କିନ୍ତୁ ଏପରି ହୋଇନାହିଁ।

ପ୍ରକୃତରେ କାହିଁକି ଦେଖାଗଲେନି ଏକାଠି ବଦପରଦାରେ:-

ଆପଣଙ୍କୁ କହିଦେଉଛୁ କି ସେଟରେ ଅମୀର ଫ୍ରାଙ୍କଷ୍ଟାର ହୋଇଯାଆନ୍ତି ଏବଂ ଅଭିନେତ୍ରୀଙ୍କ ସହ ଏକା ସାଙ୍ଗରେ ଫ୍ରାଙ୍କ କରିବାରେ ଲାଗିପଡନ୍ତି। ଏହାର ଏକ ଉଦାହରଣ ଅଟେ ଜୁହି ଚାୱଲା ।ଜୁହି ଚାୱଲାଙ୍କ ମାମଲାରେ ଯେତେବେଳେ ଅମୀର ଖାନଙ୍କର ମଜାକ ପରେ ସେ ସେଟ ଛାଡ଼ିକି ପଳେଇଯାଇଥିଲେ ଏବଂ ଦୁଇଜଣ ୭ ବର୍ଷ ପର୍ଯ୍ୟନ୍ତ କଥା ହେଲେ ନାହିଁ। ସେହିପରି ମାଧୁରୀଙ୍କ ସହିତ ବି ତାଙ୍କର ଫ୍ରାଙ୍କ ବହୁତ ଭାରି ପଡିଥିଲା। ଯେ ପର୍ଯ୍ୟନ୍ତ ଅମୀର ଖାନ ଏବଂ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାର କଥା ହୁଏ ତେବେ ଦୁଇଜଣ ଗୋଟିଏ ଥର କେଵଳ କୋକର ବିଜ୍ଞାପନରେ ନଜରକୁ ଆସିଥିଲେ। ଏହାପରେ ଐଶ୍ୱର୍ଯ୍ୟା ଅମୀରଙ୍କ ସହିତ କେବେବି କାମ ନ କରିବାକୁ ନିଷ୍ପତ୍ତି ନେଇଥିଲେ।

Google

ପ୍ରକୃତରେ ସେହି ସମୟରେ ଅମୀର ବି ଐଶ୍ୱର୍ଯ୍ୟାଙ୍କ ସହ ଫ୍ରାଙ୍କ କରିଥିଲେ। ଐଶ୍ୱର୍ଯ୍ୟାଙ୍କୁ ଏହି ମଜାକ ବୁଝା ପଡିନଥିଲା ଏବଂ ସେ ଅଭିନେତାଙ୍କୁ ରୋକି ଥିଲେ,କିନ୍ତୁ ଅମୀର ମାନିନଥିଲେ ଓ ଐଶ୍ୱର୍ଯ୍ୟା ରାଗିଯାଇଥିଲେ ।ସେହି ବିଜ୍ଞାପନ ପରେ ଐଶ୍ୱର୍ଯ୍ୟା ନିଷ୍ପତ୍ତି ନେଲେ କି ସେ କେବେ ଅମୀର ଖାନଙ୍କ ସହ କାମ କରିବେ ନାହିଁ। ଯଦିଓ ସେ ‘ମେଲା’ରେ କ୍ୟାମିଓ କରିଥିଲେ କିନ୍ତୁ କେବେ ଅମୀରଙ୍କ ସହ ମୂଖ୍ୟ ଅଭିନୟ କରିନାହାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *