ଅକ୍ଷୟଙ୍କ ଠାରୁ ଅମିତାଭ ପର୍ଯ୍ୟନ୍ତ ୯୦ ଦଶକରେ ଏହି ବଡ଼ ଷ୍ଟାର ମାନେ ନେଉଥିଲେ ଗୋଟିଏ ଫିଲ୍ମ ପାଇଁ ଏତେ ଟଙ୍କା, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

Amitabh Bachchan to Akshay Kumar in the 90s get so much fee for movie surprising to know, ଅକ୍ଷୟଙ୍କ ଠାରୁ ଅମିତାଭ ପର୍ଯ୍ୟନ୍ତ ୯୦ ଦଶକରେ ଏହି ବଡ଼ ଷ୍ଟାର ମାନେ ନେଉଥିଲେ ଗୋଟିଏ ଫିଲ୍ମ ପାଇଁ ଏତେ ଟଙ୍କା, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, Bollywood, Amitabh Bachchan, Ajay Devgn, Sunny Deol, Sunil Shetty, Shahrukh Khan, Akshay Kumar, Nitidina, Mumbai

ବଲିଉଡ଼ର ଏଭଳି ଚକଚମକ ଦେଖି ସମସ୍ତେ ବଲିଉଡ଼ର ଅଭିନେତା ବା ଅଭିନେତ୍ରୀଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ଚାହାଁନ୍ତି । ପ୍ରଶଂସକ ସବୁବେଳେ ଏହା ଜାଣିବାକୁ ପତା ଲଗାଇଥାନ୍ତି କି ତାଙ୍କର ବେସି ପ୍ରିୟ କଳାକାର କଣ ଖାଇଥାନ୍ତି, କାହା ସହିତ ବୁଲିବାକୁ ଯାଇଥାନ୍ତି ଓ କିପରି ପୋଷାକ ପିନ୍ଧିଥାନ୍ତି ।

ଏହା ସହିତ ଅନେକ ସମୟରେ ଲୋକ କଳାକାରଙ୍କ ଫିସ କେତେ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଏବେ ତ ପ୍ରାୟ ବଲିଉଡ଼ର କଳାକାରଙ୍କ ଫିସ କୋଟି କୋଟି ହୋଇଗଲାଣି କିନ୍ତୁ ଆପଣଙ୍କୁ କହିରହିବୁ ୯୦ ଦଶକରେ ବି କିଛି ଏପରି କଳାକାର ଥିଲେ ଯାହାଙ୍କ ଫିସ କୋଟି କୋଟି ହୋଇଥିଲା । ଆଜି ଆମେ ଆପଣଙ୍କୁ କହିବୁ ୯୦ ଦଶକରେ କଳାକାର ମାନଙ୍କ ଫିସ କେତେଥିଲା ।

Akshay Kumar's earnings revealed by Forbes: Here are 5 highest-paid celebs  in the world - bollywood - Hindustan Times
Google

ଅକ୍ଷୟ କୁମାର- ବଲିଉଡ଼ର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ଆଜି ସମସ୍ତେ ଜାଣିଛନ୍ତୁ । ସେ ନିଜ ଚମତ୍କାର ଅଭିନୟ ଦ୍ଵାରା ସମସ୍ତଙ୍କ ମନରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ବର୍ତ୍ତମାନ ସେ ବହୁତ ଅଧିକ ଫିସ ନେଉଥିବା କଳାକାରଙ୍କ ଲିଷ୍ଟରେ ସାମିଲ ଅଛନ୍ତି କିନ୍ତୁ ବର୍ଷ ୧୯୯୧ ରେ ଫିଲ୍ମ “ସୌଗଂନ୍ଧ” ରୁ ସେ ବଲିଉଡ଼ରେ ପାଦ ଦେଇଥିଲେ ।
କିନ୍ତୁ ତାଙ୍କ ଭାଗ୍ୟ ୧୯୯୪ ରେ ତାଙ୍କ ସାଥ ଦେଲା । କୁହାଯାଇଛି କି ଫିଲ୍ମ “ମୋହରା” ପାଇଁ ଅକ୍ଷୟ କୁମାର ୫୫ ଲକ୍ଷ ଟଙ୍କା ଫିସ ଚାର୍ଜ କରିଥିଲେ । କହିରଖିବୁ ଆନନ୍ଦ ରାୟଙ୍କ ଆସୁଥିବା ଫିଲ୍ମ ପାଇଁ ଅକ୍ଷୟ ୧୨୦ କୋଟି ଫିସ ନେଉଛନ୍ତି ।

Mannat's rent to his next Bollywood project, Shah Rukh Khan answers  questions on #AskSRK | Celebrities News – India TV
Google

ଶାହାରୁଖ ଖାନ- ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନ ନିଜ ଅଭିନୟ ଟେଲିଭିଜନରୁ ଆରମ୍ଭ କରିଥିଲେ । ସେ ଟିଭି ଶୋ “ଦିଲ ଦରିଆ” ,”ଫୌଜି” ଦ୍ଵାରା ଲୋକଙ୍କ ମନରେ ନିଜ ପାଇଁ ଭଲ ପାଇବା ସୃଷ୍ଟି କରିଥିଲେ । ଏହା ପରେ ସେ ଫିଲ୍ମ “ଦିବାନା” ରୁ ବଲିଉଡ଼ରେ ପାଦ ଦେଲେ । ସେହିପରି ୯୦ ଦଶକ ସମୟରେ ଶାହାରୁଖ ଖାନ ଗୋଟିଏ ଫିଲ୍ମ ପାଇଁ ୨୫-୩୦ ଲକ୍ଷ ଟଙ୍କା ନେଉଥିଲେ କିନ୍ତୁ ଫିଲ୍ମ ଡର, ‘ଦିଲ ବାଲେ ଦୁଲ୍ହନିଆ ଲେ ଯାଏଙ୍ଗ’ , ‘ଦିଲ ତୋ ପାଗଳ ହେ’ ର ସଫଳତା ପରେ ତାଙ୍କ ଫିସ ମଧ୍ୟ ବଢିଚାଲିଲା ।

Sunil Shetty is facing this problem at the age of 58 | News Track Live,  NewsTrack English 1
Google

ସୁନୀଲ ସେଠି- ସୁନୀଲ ସେଠି ବଲିଉଡ଼ରେ ଜଣେ ଆକ୍ସନ ହିରୋ ରୂପରେ ପାଦ ଦେଇଥିଲେ । ୧୯୯୨ ରେ ଆସିଥିବା ଫିଲ୍ମ “ବଲବାନ” ରୁ ସେ ନିଜ ଚମତ୍କାର ଅଭିନୟ ଦେଖାଇଥିଲେ କିନ୍ତୁ ନବେ ଦଶକରେ ସୁନୀଲ ସେଠି ଜଣେ ସୁପରଷ୍ଟାର ଥିଲେ ସେ ଗୋଟିଏ ଫିଲ୍ମ କରିବା ପାଇଁ ୩୦-୪୦ ଲକ୍ଷ ଟଙ୍କା ନେଉଥିଲେ ।

Vikas Dubey was impressed with Sunny Deol Arjun Pandit' »
Google

ସନୀ ଦେଓଲ- ଏହି ଲିଷ୍ଟରେ ଚତ୍ରୁର୍ଥ ସ୍ଥାନରେ ସନୀ ଦେଓଲଙ୍କ ନାମ ଆସିଥାଏ । ସେ ବଲିଉଡ଼ରେ ଅନେକ ବଡ଼ ଫିଲ୍ମରେ କାମ କରିଛନ୍ତି । ଲୋକ ତାଙ୍କର ଆକ୍ସନ ଫିଲ୍ମ ପାଇଁ ତାଙ୍କୁ ପସନ୍ଦ କରନ୍ତି । ‘ଗବର’ ଠୁ ନେଇକି ‘ଘାୟଲ’ ପର୍ଯ୍ୟନ୍ତ ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ସେ ଫିଲ୍ମ “ବେତାବ” ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୯୦ ଦଶକରେ ସେ ଗୋଟିଏ ଫିଲ୍ମ ପାଇଁ ୪୦-୭୦ ଲକ୍ଷ ଟଙ୍କା ନେଉଥିଲେ ।

 Ajay Devgn
Google

ଅଜୟ ଦେଵଗନ- ଅଜୟ ଦେଵଗନ ନିଜର ଫିଲ୍ମ କ୍ୟାରିୟର ଫିଲ୍ମ “ଫୁଲ ଅର କଣ୍ଟା” ରୁ ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଲୋକ ବହୁତ ଭଲ ପାଇବା ଦେଇଥିଲେ । ୯୦ ଦଶକରେ ଅଜୟ ଦେଵଗନ ଗୋଟିଏ ଫିଲ୍ମ ପାଇଁ ୭୦ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ ।

Amitabh Bachchan Slams Troll Who Said Actor Must Have Taken Money From Amul  For Getting Featured | India.com
Google

ଅମିତାଭ ବଚ୍ଚନ- ବଲିଉଡ଼ର ରାଜା ଅମିତାଭ ବଚ୍ଚନ ୯୦ ଦଶକରେ ବଲିଉଡ଼ରେ ସବୁଠୁ ଅଧିକ ଫିସ ନେଉଥିବା କଳାକାରଙ୍କ ଲିଷ୍ଟରେ ସବୁଠୁ ଉପରେ ଥିଲେ । ସେ “ଶାନ୍ତ ହିନ୍ଦୁସ୍ଥାନୀ” ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କହିରଖିବୁ ସେହି ସମୟରେ ଅମିତାଭ ଗୋଟିଏ ଫିଲ୍ମ ପାଇଁ ୩ କୋଟି ଟଙ୍କା ନେଉଥିଲେ ଓ ଏହା ଛଡା ଟିଭି ଶୋ ‘କୋନ ବନେଗା କରୋଡ଼ ପତି’ ର ପ୍ରତି ଏପିସୋଡ ପାଇଁ ସେ କୋଟି କୋଟି ଟଙ୍କା ଚାର୍ଜ କରୁଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *